Posted inଜାତୀୟ

ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସିଙ୍ଘୁ ବର୍ଡର, ଟିକରି ବର୍ଡର, ଗାଜିପୁର ବର୍ଡର, ମୁବାରକା ଚୌକ, ନାଙ୍ଗଲୋଇ ଆଦି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ସ୍ଥିତି ସ୍ବାଭାବିକ ହେଲେ ଏସବୁ ଅଞ୍ଚଳରେ ପୁଣି ଇଣ୍ଟରନେଟ୍‌ ସେବା ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିକଙ୍କୁ ଆଜୀବନ ଜେଲ

ପ୍ରୟାଗରାଜ,୨୮।୩: ଉତ୍ତରପ୍ରଦେଶ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ଉମେଶ ପାଲଙ୍କ ଅପହରଣ ଏବଂ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ବାହୁବଳୀ ଅତିକ ଅହମ୍ମଦଙ୍କ ସମେତ ୩ଜଣ...

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୨୮।୭: ୫ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗସ୍ତର ତୃତୀୟ ଦିନରେ ଅର୍ଥାତ୍‌ ବୁଧବାର ଦିଲ୍ଲୀ ଜନପଥ ୧୦ ସ୍ଥିତ ବାସଭବନରେ କଂଗ୍ରେସ...

‘ଡାର୍କ ପେଜ ଅଫ ଡେମୋକ୍ରେସିି’,ଏମରଜେନ୍ସିକୁ ନେଇ ମୋଦିଙ୍କ ଟୁଇଟ

ନୂଆଦିଲଲ୍ଲୀ,୨୫।୬: ଇତିହାସରେ ଲିପିବଦ୍ଧ ୨୫ ଜୁନ ୧୯୭୫ର ସେହି ଦିନ, ଯେତେବେଳେ ଦେଶରେ ଏମରଜେନ୍ସି ଲାଗୁ କରାଯାଇଥିଲା। ରବିବାର ଅର୍ଥାତ୍‌ ୨୫ ଜୁନକୁ ଏମରଜେନ୍ସିକୁ ୪୮...

କରୋନା ସଂକ୍ରମଣ: ଇଟାଲୀକୁ ପଛରେ ପକାଇ ଆଉ ଗୋଟିଏ ପାହାଚ ଉପରକୁ ଗଲା ଭାରତ

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଗଲାଣି ସଂକ୍ରମିତଙ୍କ ସଂଖ୍ୟା।...

ହାର୍ଦ୍ଦିକଙ୍କୁ ଖୋଲା ନିମନ୍ତ୍ରଣ: ସମୟ ନଷ୍ଟ ନ କରି ‘ଆପ୍‌’ରେ ଯୋଗ ଦିଅନ୍ତୁ

ଗାନ୍ଧିନଗର,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ମିଶନ୍‌ ପଞ୍ଜାବ ପରେ ଏବେ ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସଂକ୍ରିୟ...

ସିଡବ୍ଲୁସି ବୈଠକରେ ଯୋଗଦେବେ ଗେହଲଟ: ଦୀପାବଳି ମଧ୍ୟରେ ହୋଇପାରେ ଅଦଳବଦଳ

ନୂଆଦିଲ୍ଲୀ,୧୪ ।୧୦: ପଞ୍ଜାବ କଂଗ୍ରେସରେ ଉତ୍‌ଥାନ ପତନ ପରେ ଏବେ ରାଜସ୍ଥାନ ସରକାରଙ୍କୁ ନେଇ ଚାଲିଛି ଆଲୋଚନା । ଅକ୍ଟୋବର ୧୬ରେ କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି) ବୈଠକ...

ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…

ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...

ୟୁପି ପୋଲିସକୁ ଛାତ୍ରୀଙ୍କ ପ୍ରଶ୍ନ: ଅଭିଯୋଗ କଲେ ଆମକୁ ଉନ୍ନାଓ ପୀଡିତାଙ୍କ ଭଳି ଦୁର୍ଘଟଣାର ଶିକାର ହେବାକୁ ପଡିବନି ତ

ବାରବାଙ୍କି,୧।୮: ବାଳିକା ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଆୟୋଜିତ ହେଉଛି ସତେଚନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ବୁଧବାର ଉତ୍ତର...

Advertisement
Archives

Model This Week