Posted inଜାତୀୟ

ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସିଙ୍ଘୁ ବର୍ଡର, ଟିକରି ବର୍ଡର, ଗାଜିପୁର ବର୍ଡର, ମୁବାରକା ଚୌକ, ନାଙ୍ଗଲୋଇ ଆଦି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ସ୍ଥିତି ସ୍ବାଭାବିକ ହେଲେ ଏସବୁ ଅଞ୍ଚଳରେ ପୁଣି ଇଣ୍ଟରନେଟ୍‌ ସେବା ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ହିଂସା ୪୩% କମିଛି

ନୂଆଦିଲ୍ଲୀ,୨୫ା୭(ପି.ଟି.): ଗତ ୫ ବର୍ଷରେ ମାଓବାଦୀ ହିଂସା ୪୩% କମିଛି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜ. କିଷନ୍‌...

ମଦ୍ୟପଙ୍କୁ ପିଞ୍ଜରାରେ ୨୪ ଘଣ୍ଟା ବନ୍ଦ କରନ୍ତି ଗ୍ରାମବାସୀ

ସାଣନ୍ଦ,୧୬।୨: ମଦ୍ୟପାନ ବିରୋଧରେ ଦେଶରେ ସଚେତନତା ଅଭିଯାନ ଜାରି ରହିଛି। ଗୁଜରାଟ ସାଣନ୍ଦରେ ଲୋକେ ମଦ୍ୟପମାନଙ୍କୁ ସଚେତନ କରାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶବ୍ୟାପୀ ବିପୁଳ ସମର୍ଥନ

ନୂଆଦିଲ୍ଲୀ,୬ା୮(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା...

ଶାହିନ ବାଗ୍‌ ପ୍ରଦର୍ଶନର ଆଇଏସ୍‌ଆଇ ଲିଙ୍କ୍‌: ସନ୍ଦିଗ୍ଧ ଦମ୍ପତି ଅଟକ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଶାହିନବାଗ୍‌ଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହାପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା...

ସୀମା ଟପିଲାଣି ବର୍ବରତା

ନୂଆଦିଲ୍ଲୀ,୬।୧୨:ଦେଶରେ ଯୌନ ପିପାସୁଙ୍କ ବର୍ବରତା ସୀମା ଟପିଲାଣି। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାକୁ ନେଇ...

କରୋନାରେ ବାପାଙ୍କୁ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୫: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। କରୋନା ଦ୍ୱାରା କେବଳ ସାଧାରଣ ଲୋକ ନୁହେଁ, ଅନେକ ବଡ ବଡ ସେଲିବ୍ରିଟି ମଧ୍ୟ...

୧୫ ଦିନ ଧରି ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୫।୧୦: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ନଭେମ୍ବର ୧୪ରୁ ୨୯ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି....

କରୋନା ଟିକାକରଣରେ ୩୨ ହଜାର କୋଟିିର ଦୁର୍ନୀତି: ସୁପ୍ରିମ୍‌କୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଟିକାକରଣ...

Advertisement
Archives

Model This Week