Home

ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ କିଛିବର୍ଷ ଧରି ଦୁହେଁ କଥାବାର୍ତ୍ତା…

ରୋହିତଙ୍କ ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୨୭।୧: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ଟିମ୍‌ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍‌ ଲଣ୍ଡନରେ ଭାରତର ହାଇ କମିଶନରଙ୍କୁ ଭେଟିବାକୁ ଯାଇଥିଲା । ଏହି ସମୟରେ ଅନୁଷ୍କା ବିରାଟଙ୍କ ସହ…

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ ଲାଡ଼ା ଗ୍ରାମ ନିକଟରେ ସର୍ଟସର୍କିଟ ଘଟି ଏକ କୋଇଲା ବୋଝେଇ ଟ୍ରକରେ ବୁଧବାର ସକାଳେ ନିଆଁ ଲାଗି ଯାଇଛି। ଗାଡ଼ି ନମ୍ବର ସିଜି ୦୪ ଏମ୍‌ଏମ୍‌ ୪୩୦୮ଇିନ ଓ୍ବାଇରେ ସର୍ଟସର୍କିଟ ହେବାରୁ ଏହାର କ୍ୟାବିନରେ ନିଆଁ…

ବିବାହ ପରେ ପ୍ରଥମଥର ପ୍ରଶଂସକଙ୍କୁ ଟୁଇଟ୍‌ କଲେ ବରୁଣ, ଲେଖିଲେ ଏମିତି କଥା…

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ ଗତ ୨୪ ତାରିଖରେ ତାଙ୍କର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଦୁହେଁ ଦୁହିଁଙ୍କୁ ଦୀର୍ଘଦିନରୁ ଡେଟ୍‌ କରୁଥିଲେ। ପ୍ରଶଂସକମାନେ ବି ଚାହିଁ…

ଘରୋଇ ମଇଦାନରେ ରୋହିତଙ୍କ ରହିଛି ଏଭଳି ରେକର୍ଡ, ଫିକା ପଡ଼ିପାରନ୍ତି ଇଂଲଣ୍ଡ ବୋଲର୍‌

ନୂଆଦିଲ୍ଲୀ,୨୭।୧: କୋଭିଡ-୧୯ ପରେ ଭାରତରେ ପ୍ରଥମ ଥର ପାଇଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳାଯିବ। ଇଂଲଣ୍ଡର ଟିମ୍‌ ସିରିଜ୍‌ ଖେଳିବା ଲାଗି ଭାରତ ଗସ୍ତରେ ଆସିବ। ଫେବୃୟାରୀ ୫ରୁ ଚେନ୍ନାଇରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା…

ଠିଆ ହୋଇଥିବା ବସ୍‌ରେ ହଠାତ୍‌ ଲାଗିଗଲା ନିଆଁ

କେନ୍ଦୁଝର,୨୭।୧(ସ୍ବ.ପ୍ର.): କେନ୍ଦୁଝର ସହର ମାଇନିଂ ରୋଡ୍‌ ଏଲ୍‌ଆଇସି କଲୋନୀରେ ଠିଆ ହୋଇଥିବା ଏକ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ିଯାଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ହେଁ ବସ୍‌ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। କେହି ମୃତାହତ ହୋଇନାହାନ୍ତି। ନିଆଁ…

ବିରାଟଙ୍କୁ ନେଇ ନାସିର ହୁସେନଙ୍କ ବଡ଼ ମନ୍ତବ୍ୟ: କହିଲେ କେବଳ ତାଙ୍କ ପାଇଁ…

ନୂଆଦିଲ୍ଲୀ,୨୭।୧: ଇଂଲଣ୍ଡର ପୂର୍ବ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। କେବଳ ବିରାଟ ଭାରତର ବର୍ତ୍ତମାନର ଟିମ୍‌ ମନରେ ଉତ୍ସାହ ଭରି ଦେଇଛନ୍ତି। ଏବେର ଟିମ୍‌ ହାର୍‌ ମାନିବାକୁ ପ୍ରସ୍ତୁତ ନୁହେଁ।…

ସ୍ବାମୀ ଦେଖିଲେ ଏଭଳି ସ୍ବପ୍ନ, ସତକୁ ସତ ସ୍ତ୍ରୀ ପାଲଟିଲେ ୪୦୦ କୋଟିର ମାଲିକାଣୀ

ବିଶ୍ୱରେ କରୋନା ମହାମାରୀ ପ୍ରତ୍ୟେକ ଲୋକଙ୍କ ଆର୍ଥିକ ବ୍ୟବସ୍ଥା ପ୍ରତି ବେଶ୍‌ ପ୍ରଭାବ ପକାଇଛି। କିଛି ଲୋକଙ୍କ ଚାକିରି ମଧ୍ୟ ଚାଲିଯାଇଛି। ଆଉ କିଛି ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଠିକ୍‌ ସେମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। କିଛି ସମୟ…

ଗାଙ୍ଗୁଲୀ ପୁଣି ହସ୍ପିଟାଲରେ ଭର୍ତ୍ତି: ଛାତିରେ ଯନ୍ତ୍ରଣା

କୋଲକାତା, ୨୭।୧: ବିବିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ବୁଧବାର ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ଆପୋଲୋ ହସସ୍ପିଟାଲ ଭର୍ତ୍ତି କରାଯାଇଛି। ଜାନୁୟାରୀ ୨ରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡ୍‌ଲାଣ୍ଡ୍‌ ହସ୍ପିଟାଲରେ…

୧୫ ବର୍ଷ ପରେ ଯୁବତୀ ଜାଣିଲେ ସେ ଜଣେ ଯୁବକ: ମାତାପିତା ଚିନ୍ତାରେ

ପୁଣେ, ୨୭।୧: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ୧୫ ବର୍ଷ ପରେ ନିଜକୁ ଚିହ୍ନି ପାରିଛନ୍ତି। ସେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଏନେଇ ମାତାପିତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଦ୍ୱାରା ତାଙ୍କର…

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ୨୦୦ ପ୍ରଦର୍ଶନକାରୀ ଅଟକ

ନୂଆଦିଲ୍ଲୀ, ୨୭।୧: ଜାନୁୟାରୀ ୨୬ରେ ଦିଲ୍ଲୀରେ ଅନ୍ନଦାତାଙ୍କ ପକ୍ଷରୁ ହୋଇଥିବା ହିଂସକ ପ୍ରଦର୍ଶନ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିସିଟିଭି ରେକର୍ଡିଂ ଆଧାରରେ ୨୦୦ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି…

ବାଙ୍କୀରେ ବାର୍ଡ ଫ୍ଲୁ ଆଶଙ୍କା

ଭୁବନେଶ୍ୱର, ୨୭।୧(ବ୍ୟୁରୋ): କଟକ ବାଙ୍କୀ ଗଡ଼ରେ ବୁଧବାର ସକାଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବିଲରେ ମରି ପଡିଛନ୍ତି ପରିବ୍ରାଜକ ପକ୍ଷୀ ରୁଡି ଶେଲ ଡକ୍‌ । କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି। ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?