ପାକିସ୍ତାନକୁ ସୁପର୍ ଝଟ୍କା ଦେଲା ଚାଇନା
ବେଜିଂ,୨୩।୧୨: ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ବିପଦ ସମୟରେ ପାକିସ୍ତାନର ସହାୟତା ପାଇଁ ବନ୍ଧୁ ଚାଇନା ସର୍ତ୍ତ ରଖିବା ଆରମ୍ଭ କରିଛି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ଚାଇନା ପାକିସ୍ତାନରେ ବିପୁଳ ପରିମାଣର ବିନିଯୋଗ କରୁଛି।…
ଆଇପିଏସ୍ ଅଫିସର ସ୍ତରରେ ବଡଧରଣର ଅଦଳ
ଭୁବନେଶ୍ୱର,୨୩ା୧୨(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୧ ଜଣ ଆଇପିଏସ୍ ଓ ଜଣେ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି…
ଗତ ମାସେ ଭିତରେ ବ୍ରିଟେନରୁ ଭାରତ ଆସିଛନ୍ତି ୫୦ ହଜାରରୁ ଅଧିକ ଲୋକ: ଚାଲିଛି ଠିକଣା ଖୋଜା
ନୂଆଦିଲ୍ଲୀ,୨୩।୧୨: ସମଗ୍ର ବିଶ୍ୱରେ କରୋନା ମାମଲା ହ୍ରାସ ହେବା ପରେ ଲୋକଙ୍କ ସାଧାରଣ ଜୀବନଯାପନ ସ୍ବାଭାବିକ୍ ହେବାକୁ ଲାଗିଥିଲା। କିନ୍ତୁ ହଠାତ୍ ବ୍ରିଟେନରେ କରୋନା ଭୂତାଣୁର ଏକ ନୂଆ ରୂପ ଦେଖାଯାଇଛି। ଫଳରେ ପୁଣି ଥରେ ବିଶ୍ୱରେ ଭୟର ବାତାବରଣ ସୃଷ୍ଟି…
ବଦଳିଲେ ନୟାଗଡ଼ ଏସ୍ପି
ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ବଦଳିଲେ ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର। ପ୍ରତ୍ୟୁଷଙ୍କୁ ଏଆଇଜି ମୁଖ୍ୟାଳୟ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କାଟାରିଆଙ୍କୁ ଅବସ୍ଥାପିତ କରାଯାଇଛି। ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
କୃଷକ ସଂଗଠନର ଚେତାବନୀ: ନିଆଁ ସହ ନ ଖେଳନ୍ତୁ ସରକାର
ନୂଆଦିଲ୍ଲୀ,୨୩।୧୨: କୃଷକ ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୨୮ତମ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ପୁଣି ଥରେ ବୁଝାମଣା ପାଇଁ ଏକ ପ୍ରସ୍ତାବ ପଠାଯାଇଥିଲେ ଯାହାକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷକ ସଂଗଠନ ପକ୍ଷରୁ କୁହାଯାଇଛି…
ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ)- ଅବସର ଗ୍ରହଣ କରିବେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ଶାସନ ଅସିତ୍ କୁମାର ତ୍ରିପାଠୀ ଆସନ୍ତା ୩୧ ତାରିଖ ଦିନ ଅବସର…
ବୃଦ୍ଧଙ୍କୁ ଚାପୁଡା ମାରି ମାଙ୍କଡ ଛଡାଇ ନେଲା ୪ ଲକ୍ଷ
ସୀତାପୁର,୨୩।୧୨-ପଞ୍ଜିକରଣ ପାଇଁ ଆସିଥିବା ଜଣେ ବୃଦ୍ଧଙ୍କୁ ଏକ ମାଙ୍କଡ ଚାପୁଡା ମାରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇଯାଇଛି। ପରେ ବ୍ୟାଗରେ ଥିବା ୪ ଲକ୍ଷ ଟଙ୍କା ମଧ୍ୟରୁ ୧୦ ରୁ ୧୨ ହଜାର ଟଙ୍କା ମାଙ୍କଡ ଚିରି ନଷ୍ଟ କରି…
ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ
ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି। ତେବେ କୌଣସି ନା କୌଣସି ଫିଲ୍ମର ଶୁଟିଂ ସେଟରେ ଷ୍ଟାର ଓ କ୍ରୁଉ ମେମ୍ବର କରୋନା…
ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା
ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପନିପରିବା ଏବଂ ଡାଲି ସମେତ ଅଣ୍ଡାର ମୂଲ୍ୟ ଆକାଶ…
ବାଜିମାରିଲା ଭାଜପା
ଶ୍ରୀନଗର,୨୯।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଯିବା ପରେ ପ୍ରଥମ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଗୁପକାର ମେଣ୍ଟ ଏବଂ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିଲା। ତେବେ ଡିଡିସି ନିର୍ବାଚନରେ ୭୪ଟି ସିଟ ଜିତି…
ପୁରୀ ଆସିବେ କଙ୍ଗନା
ମନାଲି,୨୩।୧୨-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଗାମୀ ବର୍ଷ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏ ନେଇ ନିଜେ କଙ୍ଗନା ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ବର୍ଷ ତଳେ ମୁଁ ମୋ…
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର
ମେଲବର୍ନ,୨୩।୧୨: ଭାରତୀୟ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଡିସେମ୍ବର ୩୦ରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଭାରତୀୟ ଶିବିରରେ ଯୋଗଦେବେ। ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ତାଲିମ ପରେ ରୋହିତ ଶର୍ମା ଡିସେମ୍ବର ୧୬ରେ…
Archives


