ଅଷ୍ଟ୍ରେଲିଆ ପାଇଁ ବିପଦ ଋଷଭ ପନ୍ଥ-କେ.ଏଲ୍: ଅଧିନାୟକ ପେନ୍
ମେଲବର୍ନ,୨୫।୧୨: ଡିସେମ୍ବର ୨୬ରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଏହାପୂର୍ବରୁ ଘରୋଇ ଦଳ ନିଜର ହୋମଓ୍ବାର୍କ ଶେଷ କରିଛି। ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ ଦଳର ଅଧିନାୟକ ଟିମ୍ ପେନ୍ ଭାରତୀୟ ଟିମ୍ର ଋଷଭ ପନ୍ଥ ଏବଂ କେ.ଏଲ୍ ରାହୁଲଙ୍କୁ…
କୋହଲିଙ୍କୁ କ୍ଷମା ମାଗିଲେ ରାହାଣେ
ମେଲବର୍ନ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ କରିଥିବା ନିଜର ଭୂଲକୁ ନେଇ ବିରାଟ କୋହାଲିଙ୍କୁ କ୍ଷମା ମାଗିଛନ୍ତି ଅଜିଙ୍କ୍ୟ ରାହାଣେ। ଭାରତୀୟ ଦଳ ୧୮୮/୩ ଉଇକେଟ ସହ ମଜଭୂତ ସ୍ଥିତିରେ ଥିଲା। ହେଲେ ଦୁର୍ଭାଗ୍ୟବଶତଃ ଏକ ରନ୍ଆଉଟ୍କୁ ନେଇ ଅଷ୍ଟ୍ରେଲିଆ ଦଳ…
ଲାଲୁ ପ୍ରସାଦଙ୍କ ଝିଅ ଏବେ ଅଖିଳେଶ ଯାଦବଙ୍କ ବୋହୂ: ଏହି ଭବ୍ୟ ବଙ୍ଗଳାରେ ବିତାଉଛନ୍ତି ସମୟ; ଦେଖନ୍ତୁ ଫଟୋ
ଲାଲୁ ପ୍ରସାଦ ଯାଦବ ଏବଂ ରାବିଡି ଦେବୀଙ୍କ ସବୁଠୁ ସାନ ଝିଅ ହେଲେ ରାଜଲକ୍ଷ୍ମୀ। ଉଭୟଙ୍କ ୯ ସନ୍ତାନ ମଧ୍ୟରେ ସେ ସବୁଠାରୁ ଗେହ୍ଲା। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଜନ୍ମ ହୋଇଥିବା କୁହାଯାଏ। ରାଜଲକ୍ଷ୍ମୀଙ୍କ ବିବାହ ମୁଲାୟମ ସିଂହ ଯାଦବଙ୍କ…
ଆପଣଙ୍କ ହ୍ବାଟ୍ସଆପ୍ ମେସେଜ୍ କେହି ଲୁଚି କି ପଢୁଛନ୍ତି କି, ଏମିତି ଲଗାନ୍ତୁ ପତ୍ତା
ଆପଣଙ୍କ ହ୍ବାଟ୍ସଆପରୁ କେହି ମେସେଜ କେହି ଲୁଚି ଲୁଚି ପଢୁଛନ୍ତି କି? ତେବେ ଏମିତି କିଛି ଉପାୟ ଆପଣାନ୍ତୁ ସହଜରେ ଜାଣି ପାରିବେ କିଏ ଆପଣଙ୍କ ମେସେଜ ଲୁଚି କି ପଢୁଛନ୍ତି। ପ୍ରଥମେ ଆପଣ ଆପଣଙ୍କ ହ୍ବାଟ୍ସଆପ୍କୁ ଯାଇ ଦେଖନ୍ତୁ କେହି…
ସଲମାନଙ୍କୁ ରେମୋଙ୍କ ସ୍ତ୍ରୀ କହିଲେ ‘ଥ୍ୟାଙ୍କ୍ ୟୁ ଭାଇ, ଆପଣ ଜଣେ ଦୂତ’
ବମ୍ବେ: ଜଣାଶୁଣା କୋରିଓଗ୍ରାଫର ତଥା ନୃତ୍ୟଶିଳ୍ପୀ ରେମୋ ଡିସୁଜା ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ଏହାକୁ ନେଇ ସର୍ଜରୀ ମଧ୍ୟ କରାଯାଇଥିଲା। ଏବେ ସେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି।…
ଥରିଲା ବାଲେଶ୍ୱର
ବାଲେଶ୍ୱର ଅଫିସ, ୨୫।୧୨: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରର ଖେଳିଯାଇଛି। ଭୂକମ୍ପର ତିବ୍ରତା କେତେ ରହିଥିଲା, ତାହା ସ୍ପଷ୍ଟ ହୋଇନାହିଁ। ସେହିପରି କେତେ ପରିମାଣର…
କରୋନା ଟିକା ନେବାକୁ ଚାହୁଁନାହାନ୍ତି ଏହି ଦେଶର ଲୋକେ
ଓ୍ବାଶିଂଟନ,୨୫ା୧୨: ଆମେରିକାରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ବଢ଼ିଚାଲିଛି। କୁହାଯାଉଛି, ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏଠାରେ ଦୁଇଟି କମ୍ପାନୀ ଫାଇଜର ଏବଂ ମଡର୍ନା ଭ୍ୟାକ୍ସିନ ଆପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଛି।…
୨୦୨୦ରେ ଆଖିବୁଜିଛନ୍ତି ଏହି ସବୁ ଖେଳାଳି
ଜନ୍ମ ଏବଂ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ ୨୦୨୦ରେ ମହାମାରୀ କରୋନା ପାଇଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷ ଆମକୁ ଏତେ ଖରାପ ଅନୁଭୂତି ଦେଇଛି, ଯାହାକୁ ଭୁଲିବା ମଧ୍ୟ କଷ୍ଟକର। ଏହି ବର୍ଷ ଅନେକ ବଡ଼ ବଡ଼…
ଲଣ୍ଡନରେ ଫସିଲେ ପ୍ରିୟଙ୍କା
ମୁମ୍ବାଇ: ବ୍ରିଟେନରେ କରୋନା ଖୁବ୍ ତୀବ୍ର ବେଗରେ ମାଡ଼ି ଚାଲିଛି। ଏହି ନୂଆ ଭାଇରସ୍ଟି ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏଭଳି ଖରାପ ପରିସ୍ଥିତିକୁ ରୋକିବା ପାଇଁ ସେଠାରେ ଲକ୍ଡାଉନ କରାଯାଇଛି। ଏପରିକି ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ…
ଅର୍ଥ ମାମଲାରେ ଏହି ରାଶିର ଝିଅମାନେ ହୋଇଥାନ୍ତି ଭାଗ୍ୟଶାଳୀ
ସମୁଦାୟ ୧୨ଟି ରାଶି ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶି ଭିନ୍ନ ଭିନ୍ନ। କେହି କେହି ଜନ୍ମ ସମୟ ଅନୁସାରେ ନିଜ ରାଶି ଅଙ୍କିତ କରୁଥିବା ବେଳେ ଆଉ କେହି ଜନ୍ମ ତାରିଖ ହିସାବରେ କରିଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜନ୍ମ…
ନେହାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରୀତ୍, କାରଣ…
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ରୋହନପ୍ରୀତ୍ ସିଂ ବିବାହ କରିଛନ୍ତି। ମାତ୍ର ନେହାଙ୍କୁ ରୋହନ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି ଏକ ସାକ୍ଷାତକାରରେ ନେହା କହିଛନ୍ତି। ସେ କହିଛନ୍ତି, ‘ ଦ କପିଲ ଶର୍ମା ଶୋ’ରେ…
ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି
ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ଧରି ରଜନୀକାନ୍ତ ହାଇଦ୍ରାବାଦର ରାମୋଜି…
Archives


