Home

ଏହି ପ୍ଲାନରେ ୫୦ ଜିବି ବୋନସ୍‌ ଡାଟା ଦେଉଛି ଭୋଡାଫୋନ୍‌-ଆଇଡିଆ, ତା’ ସହ ରହିଛି…

ନୂଆଦିଲ୍ଲୀ,୨୯।୧: ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ୨୫୯୫ ଟଙ୍କା ପ୍ରିପେଡ ପ୍ଲାନରେ ଉପଭୋକ୍ତମାନଙ୍କୁ ବୋନସ୍‌ ଡାଟା ଦେଉଛି। କିନ୍ତୁ ଏହା କେବଳ କମ୍ପାନୀର ମୋବାଇଲ୍‌ ଆପ୍‌ ମାଧ୍ୟମରେ ରିଚାର୍ଜ କରୁଥିବା ଗ୍ରାହକଙ୍କ ପାଇଁ ଏହି ଅଫର ଉପଲବ୍ଧ। ଏହି ପ୍ଲାନର…

ଅଷ୍ଟ୍ରେଲିଆରେ ଶୋଇପାରି ନ ଥିଲେ ଏହି ଖେଳାଳି: ଖାଇବାକୁ ପଡ଼ିଥିଲା ନିଦ ବଟିକା

କୌଣସି ବି ଖେଳ ହେଉ ନା କାହିଁକି ଖେଳିବା ସମୟରେ ଖେଳାଳିମାନେ ସବୁବେଳେ ଚାପରେ ରହିଥାନ୍ତି। ବିଶେଷକରି ପ୍ରଥମ ଦ୍ୱିତୀୟ ଥର ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ପାଇଁ ଅଧିକ ଚାପ ସବୁଠାରୁ ଅଧିକ ଥାଏ। ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର…

୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର: ୧୧୩ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ରାଜ୍ୟରେ ଆଉ ୯ଜଣ ଅଧିକାରୀଙ୍କୁ ଶୁକ୍ରବାର ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଥିବା ବେଳେ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏପର୍ଯ୍ୟନ୍ତ ୧୧୩ ଜଣ ଅଧିକାରୀଙ୍କୁ…

ଏବେଠୁ ବୁମ୍‌ରାଙ୍କୁ ଡରିଲେଣି ଇଂଲଣ୍ଡ ଟିମ୍‌: ଓପନର୍‌ ରୁରି କହିଲେ ଏଭଳି

ନୂଆଦିଲ୍ଲୀ,୨୯।୧: ଯେତେବେଳେ କୌଣସି ବିଦେଶୀ ଟିମ୍‌ ଭାରତରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଆସିଥାଏ, ସେମାନେ ଏଠାକାର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିଭଳି ଖେଳିବେ ସେ ବିଷୟରେ ଚିନ୍ତା କରିଥାନ୍ତି। ହେଲେ ଇଂଲଣ୍ଡ ଓପନର୍‌ ରୋରି ବର୍ନସ୍‌ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌…

ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ଟିଭି ଧାରାବାହିକ ‘ଗୁଡ୍ଡନ ତୁମ୍‌ସେ ନା ହୋ ପାଏଗା’ ଅଭିନେତ୍ରୀ କନିକାଙ୍କର ସମଗ୍ର ଦେଶରେ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ତାଙ୍କ ଟିଭି ଶୋ’ ବହୁତ ଲୋକପ୍ରିୟ ହୋଇଥିଲା। ଇଣ୍ଟରନେଟ୍‌ରେ କନିକାଙ୍କର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାଙ୍କୁ…

କୁକୁର ୫ ଛୁଆ ଜନ୍ମ ଦେଲା ବୋଲି ଛପା ହେଲା ନିମନ୍ତ୍ରଣ କାର୍ଡ; ଯାହା ଲେଖାଥିଲା ଜାଣିଲେ…

ଚିତ୍ରକୂଟର ଖୋହିରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା ଜୁଲି ନାମକ ଏକ କୁକୁର ୫ଟି ଛୁଆ ଜନ୍ମଦେବାରୁ ବେଶ୍‌ ଧୂମଧାମରେ ଉତ୍ସବ ପାଳିଛନ୍ତି ଗ୍ରାମବାସୀ। ଏପରିକି ନିମନ୍ତ୍ରଣ କାର୍ଡ ଛପାଇ ପାଖ ଗ୍ରାମର ଲୋକଙ୍କୁ ଖାଇବାକୁ ଦେଇଛନ୍ତି କୁକୁରର ମାଲିକ। ତେବେ…

ଏହି ଦୁଇ କ୍ରିକେଟରଙ୍କ ପ୍ରଶଂସାରେ ଶତମୁଖ ପୂଜାରା: କହିଲେ ସେମାନଙ୍କପାଇଁ ଖେଳିପାରିଲି ସ୍ବାଭାବିକ ଖେଳ

ନୂଆଦିଲ୍ଲୀ, ୨୯।୧: ଭାରତୀୟ କ୍ରିକେଟ ଟିମ୍‌ର ନୂଆ ‘ଓ୍ବାଲ୍‌’ କୁହାଯାଉଥିବା ଚେତେଶ୍ୱର ପୂଜାରା ଦୁଇ ପ୍ରମୁଖ ସାଥୀ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶୁଭମନ ଗିଲ ଏବଂ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ସ୍ବାଭାବିକ…

୩ ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ପୋଲିଓ ପାଇଁ ବନ୍ଦ ରହିବ କୋଭିଡ୍‌ ଟିକାକରଣ । ଦିନେ କି ଦୁଇ ଦିନ ନୁହେଁ ୩ ଦିନ ଟିକାକରଣ ବନ୍ଦ ରହିବ। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି ।…

ଭାରତୀୟ ଖେଳାଳିଙ୍କ ପ୍ରଥମ କରୋନା ଟେଷ୍ଟ ନେଗେଟିଭ୍‌: ବିସିସିଆଇ ଦେଲା ଏହି ବଡ଼ ଉପହାର

ନୂଆଦିଲ୍ଲୀ,୨୯।୧:ଭାରତୀୟ କ୍ରିକେଟ ଖେଳାଳିମାନେ ଗୁରୁବାର ଆର୍‌ଟି ପିସିଆର କୋଭିଡ-୧୯ ପରୀକ୍ଷଣ ପାସ କରିଛନ୍ତି। ଆଉ ଦୁଇଥର ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ଅଭ୍ୟାସ ଆରମ୍ଭ କରିବେ। ଏହାପୂର୍ବରୁ ଖେଳାଳିମାନେ ଚେନ୍ନାଇରେ ପହଞ୍ଚିଛନ୍ତି। ଏବେ ଖେଳାଳିମାନେ କୋଭିଡ କଟକଣାକୁ ନେଇ ହୋଟେଲରେ…

ସ୍ତ୍ରୀଙ୍କ କ୍ରେଡିଟ୍‌ କାର୍ଡରୁ ପ୍ରେମିକାଙ୍କ ପାଇଁ ଟ୍ରାଫିକ ଚାଲାଣ ଭରିଥିଲେ ସ୍ବାମୀ, ଜଣାପଡ଼ିବା ପରେ…

ଦୁବାଇରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ କ୍ରେଡିଟ୍‌ କାର୍ଡ ହ୍ୟାକ୍‌ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।…

ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ

ପୁରୀ ଅଫିସ, ୨୯।୧: ଜଗା ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳିପାରି ନାହିଁ। ନିଖୋଜ ଯୁବକ ଜଣଙ୍କ ଝାରଖଣ୍ଡର ଦୀପକ…

ଏହି ଇଂଲଣ୍ଡ ବୋଲରଙ୍କ ଦମ୍ଭୋକ୍ତି: ସ୍ପିନ୍‌ ବୋଲିଂରେ ଆମକୁ ହରାଇ ପାରିବ ନାହିଁ…

ନୂଆଦିଲ୍ଲୀ,୨୯।୧: ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଫେବୃୟାରୀ ୫ରୁ ଖେଳାଯିବ। ଚେନ୍ନାଇ ମଇଦାନ ଉଭୟ ବ୍ୟାଟ୍ସମ୍ୟାନ୍‌ ଏବଂ ସ୍ପିନ୍‌ ବୋଲରଙ୍କ ପାଇଁ ସହାୟକ ରହିଥାଏ। ଏଣୁ ଆସନ୍ତା ସିରିଜ୍‌ରେ ସହଜ ଉଇକେଟ ମିଳିବ ବୋଲି ଆଶା ରଖିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?