Home

୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ: ସରକାର ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୧୨: କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଭାରତରେ ଆତଙ୍କ ଦେଖାଦେଇଛି। ବ୍ରିଟେନ୍‌ରୁ ଫେରିଥିବା ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେଥିମଧ୍ୟରୁ ବେଙ୍ଗାଲୁରୁ ଲ୍ୟାବ୍‌ରେ ପରୀକ୍ଷା କରାଯାଇଥିବା ୩ ଜଣଙ୍କ ନମୁନା…

ନୂଆ ଷ୍ଟ୍ରେନ୍‌ ଆତଙ୍କ: ୫୭୦ ବ୍ରିଟେନ୍‌ ଫେରନ୍ତାଙ୍କ ମିଳୁନି ପତ୍ତା

ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟକୁ ବ୍ରିଟେନ୍‌ରୁ…

ଇତିହାସ ରଚିଲେ ଏହି କ୍ରିକେଟ୍‌ର

ମେଲବୋର୍ନ,୨୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଭାରତର ତାରକା ବୋଲର ଜସପ୍ରୀତ ବୁମ୍‌ରା ଚମତ୍କାର ବୋଲିଂ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ଦୁଇଟି ବଡ଼ ଉଇକେଟ ନେଇଥିଲେ। ଏହାପୂର୍ବରୁ ସେ ପ୍ରଥମ ଇନିଂସରେ ୫୬ ରନ ପାଇଁ ଚାରି ଉଇକେଟ…

ଦେଶ ପାଇଁ ପିତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୯।୧୨: ପିତାଙ୍କ ଛାୟା ମୁଣ୍ଡ ଉପରୁ ଉଠିଗଲେ ଯେକୌଣସି ବ୍ୟକ୍ତି ଭାଙ୍ଗିଯାଏ। ଏହି ଦୁଃଖରୁ ମୁକ୍ତି ପାଇବା ପ୍ରାୟ ଅସମ୍ଭବ । ତଥାପି, କିଛି ବିଶେଷ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ପିତାଙ୍କ ମୃତ୍ୟୁକୁ ଭୁଲି ନିଜ…

ଅନଶନରେ ବସିବେ ଆନ୍ନା

ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ ଧମକ ଦେଇଛନ୍ତି। ଏହା ତାଙ୍କର ଶେଷ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର…

‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଡେଭେଲପରଙ୍କୁ ହତ୍ୟା

ବେଜିଂ, ୨୯ା୧୨: ଗେମ୍‌ ଡେଭେଲପର ୟୋଜୁର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଲିନ୍‌ ଚିଙ୍କ ଖ୍ରୀଷ୍ଟମାସରେ ମୃତ୍ୟୁ ଘଟିଛି। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ପରିଚିତ ଲିନ୍‌ଙ୍କୁ ଚା’ରେ ବିଷ ଦେଇ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଛି। ଅସୁସ୍ଥତା ଅନୁଭବ କରିବାରୁ…

ଜମି ବିବାଦ ମାମଲାରେ ଅମର୍ତ୍ତ୍ୟଙ୍କୁ ମମତାଙ୍କ ସମର୍ଥନ

କୋଲକାତା, ୨୯।୧୨ : ଶାନ୍ତି ନିକେତନରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କର ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇଥିଲାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମର୍ଥନ ଜଣାଇଥିଲେ। ଏଥିପାଇଁ ଅମର୍ତ୍ତ୍ୟ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌…

ବର୍ଷା, ଶୀତ ବଢ଼ାଉଛି ଲା ନିନା

ନୂଆଦିଲ୍ଲୀ, ୨୯।୧୨ : କ୍ରମାଗତ ଦୁଇବର୍ଷ ହେଲା ଭାରତର ପାଣିପାଗକୁ ପ୍ରଭାବିତ କରିବାରେ ଲା ନିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି। ଫଳରେ ଏଠାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଓ ଶୀତ ଅନୁଭୂତ ହେଉଛି। ସେହିପରି ଗ୍ରୀଷ୍ମପ୍ରବାହ ମଧ୍ୟ ପୂର୍ବାପେକ୍ଷା କମିଛି।…

ଭାରତର ଐତିହାସିକ ବିଜୟ

ମେଲବୋର୍ନ,୨୯।୧୨: ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି ଭାରତୀୟ ଦଳ। ଟିମ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ…

ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ

ଓ୍ବାଶିଂଟନ୍‌, ୨୯ା୧୨: ତିବ୍ବତର ପରବର୍ତ୍ତୀ ଦଲାଇଲାମା ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ ନ କରିବାକୁ ଚାଇନାର ବାରମ୍ବାର ଧମକ ସତ୍ତ୍ୱେ ଏହାକୁ ଅଣଦେଖା କରିଛି ଆମେରିକା। ତିବ୍ବତରେ ଧାର୍ମିକ ସ୍ବାଧୀନତାକୁ ସର୍ମଥନ କରି ସମ୍ପୂର୍ଣ୍ଣ ସ୍ବଚ୍ଛ ପ୍ରକିୟାରେ ୧୫ତମ ଦଲାଇଲାମା ଚୟନ ପାଇଁ…

ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌

ଡୁବ୍‌ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍‌ ହାଉସ୍‌’ ଅଭିନେତ୍ରୀ ଲୋରି ଲାଫଲିନ୍‌ ୨ ମାସ ଜେଲ୍‌ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି। ସେ ତାଙ୍କର ଦୁଇଝିଅଙ୍କୁ କଲେଜରେ ନାମ ଲେଖାଇବା ଲାଗି ୫ ନିୟୁତ ଡଲାର ଲାଞ୍ଚ…

ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ଆସୁଥିଲା ଟ୍ରକ ଭର୍ତ୍ତି ଫୁଲ: ଝିଅଙ୍କର ଥିଲା ଏହି ଭୁଲ ଚିନ୍ତାଧାରା

ବଲିଉଡ୍‌ରେ କାକା ନାମରେ ପ୍ରସିଦ୍ଧ ଭେଟେରାନ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ଆଜି ହେଉଛନ୍ତି ୭୮ତମ ଜନ୍ମଦିନ। ୨୯ ଡିସେମ୍ବର, ୧୯୪୨ରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ସମାନ ଦିନରେ ତାଙ୍କ ଝିଅ ଟ୍ବିଙ୍କଲ ଖନ୍ନା ମଧ୍ୟ ଜନ୍ମଦିନ ପାଳନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri