Home

ପୃଥିବୀକୁ ସର୍ବଦା ଶାନ୍ତି-ଅହିଂସା-ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିଛି ଭାରତ: ମୋଦି

ନୂଆଦିଲ୍ଲୀ,୧୬।୧୧: ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ପୃଥିବୀକୁ ଶାନ୍ତି,ଅହିଂସା ଓ ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିବାରେ ଭାରତ ଆଗୁଆ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୋମବାର ରାଜସ୍ଥାନର ପାଲିରେ ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ…

ପାଟଣା ବିଧାୟକ ଅସୁସ୍ଥ, ଆଶୁ ଆରୋଗ୍ୟ କଲେ ବିଶିଷ୍ଟ ବ୍ୟକ୍ତି

ପାଟଣା,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଜଗନ୍ନାଥ ନାଏକ ଗତ ଶନିବାରଠାରୁ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଧାୟକ ନାଏକ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଧାୟକ ସ୍ବରୂପ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାରକରି ଘରକୁ…

ପାଟିର ବ୍ୟାକ୍ଟେରିଆ ନଷ୍ଟ କରିବାର ସହଜ ଉପାୟ

ଆମ ପାଟିରେ କେତେକ କାରଣରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଏପରି କି ଏମାନେ ବଂଶବିସ୍ତାର କଲେ ଆମେ ପାଟିଜନିତ ରୋଗର ସମ୍ମୁଖୀନ ହୋଇଥାଉ। ଏହାକୁ ନଷ୍ଟ କରିବାର ଏକ ସହଜ ଉପାୟ ରହିଛି। ଆଜିକାଲି ତ ଚୁଇଙ୍ଗମ ଚୋବାଇବା ଅନେକଙ୍କର ଏକ…

କୁରାଢ଼ି ବେଣ୍ଟରେ ବଡ଼ଭାଇଙ୍କ ଜୀବନ ନେଲେ ସାନଭାଇ, ଫାଣ୍ଡିରେ କଲେ ଆତ୍ମସମର୍ପଣ

କୁଆଁରମୁଣ୍ଡା,୧୬ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରୀଖମଣ ପଞ୍ଚାୟତ ହରପାଲି ଗ୍ରାମର ସୁଖୁ ଲାକ୍ରା(୪୦)ଙ୍କୁ ତାଙ୍କ ସାନଭାଇ ବାନ୍ଧନା ଲାକ୍ରା(୩୦) ରବିବାର କୁରାଢ଼ି ବେଣ୍ଟ ପାଇଁ ଥିବା କାଠବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୁଖୁ ଘଟଣାସ୍ଥଳରେ ଅଚେତ୍‌ ହୋଯାଇଥିଲେ।…

ନୀଳଗିରିକୁ ପଶିଲେ ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼,୧୬ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିକୁ ସୋମବାର ଭୋର୍‌ରୁ ୪୨ ଝାଡ଼ଖଣ୍ଡୀ ହାତୀପଲ ନୀଳଗିରିକୁ ପ୍ରବେଶ କରିଛନ୍ତି। ୨୦୧୦ ମସିହାରୁ ହାତୀପଲ ନୀଳଗିରିକୁ ଜଙ୍ଗଲ ଚିରାଚରିତ ଢଙ୍ଗରେ ପ୍ରତିବର୍ଷ ଭଳି ଏବର୍ଷ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା ସୀମା ପାରହୋଇଛନ୍ତି…

ବଦଳିଲେ ମାଲକାନଗିରି ଜିଲାପାଳ

ମାଲକାନଗରି,୧୬ା୧୧(ଡି.ଏନ୍‌.ଏ.): ସୋମବାର ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ବଦଳି ହୋଇଛି। ହତ୍ୟା ଅଭିଯୋଗ ଆସିବା ପରେ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ଓ୍ବାଇ ବିଜୟ ଆସିଛନ୍ତି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ…

ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍‌ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ପାଖାପାଖି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଥିବା ବିଏସ୍‌ଏଫ୍‌ ଆଇଜି…

ଅସନ୍ତୁଳିତ ଖାଦ୍ୟ ଓ ଡାଇବେଟିସ୍‌

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ…

ଏମିତି ଟୁଇଟ୍‌ କରି ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ସମୟରେ ପ୍ରବାସୀମାନଙ୍କୁ ଯାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ। ତାଙ୍କର ଏପରି ଜନହିତକର କାର୍ଯ୍ୟକୁ…

ଘରେ ୮୦ ହଜାର ମହୁମାଛି ପାଳିଛନ୍ତି ଏହି ଲୋକପ୍ରିୟ ଗାୟିକା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଆମେରିକାର ପପ୍‌ ଗାୟିକା ବିୟୋନ୍ସ ୮୦ ହଜାର ମହୂମାଛି ନିଜ ଘରେ ପାଳିବାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜେ ବାୟାନ୍ସେ ଏକ ସାକ୍ଷାତକାରରେ ଏକଥା କହିଛନ୍ତି। ଏହା ଜାଣିବା ପରେ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

୭୦ରୁ ଅଧିକ ତାଲିବାନ୍‌ କମାଣ୍ଡର-୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୧୬।୧୧: ଆଫଗାନିସ୍ତାନରେ ଗତ ୨୫ ଦିନ ମଧ୍ୟରେ ୭୦ରୁ ଅଧିକ ତାଲିବାନ କମାଣ୍ଡର ଏବଂ ୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି। ହେଲମଣ୍ଡରେ ୨୦ ଜଣ କମାଣ୍ଡର ସୁରକ୍ଷାକର୍ମୀଙ୍କ…

ଆଙ୍ଗୁଠିରୁ ଜାଣିହେବ ରୋଗ

କୌଣସି ରୋଗ ନିରୂପଣ କରିବା ପାଇଁ କେତେକ ପରୀକ୍ଷା କରାଯାଏ। ତା’ସହ ରୋଗର ଲକ୍ଷଣ ଦେଖି ଡାକ୍ତର ତାହାର ଚିକିତ୍ସା କରିଥାଆନ୍ତି। ତେବେ ଏହି ତାଲିକାରେ ଏକ ନୂଆ ଜିନିଷକୁ ସାମିଲ କରାଯାଇଛି। ଅର୍ଥାତ୍‌ ଜଣେ ବ୍ୟକ୍ତିର ଆଙ୍ଗୁଠିକୁ ତର୍ଜମା କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri