Home

ଫରହା ଖାନଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ,୨୮।୧୨-ବଲିଉଡ କୋରିଓଗ୍ରାଫର୍‌ ଫରହା ଖାନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ନେଇ ସେ ସୋମବାର ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ସାରା ଲେଖିଛନ୍ତି, ଏହା ସତ୍ୟ ଯେ ମୋ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ପୂର୍ବରୁ ମୋ ଇନଷ୍ଟାଗ୍ରାମ ଆକାଉଣ୍ଟ…

ସରକାରୀ ସ୍କୁଲରେ ପାଠ ପଢିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ

ଭୁବନେଶ୍ୱର,୨୮।୧୨(ବୁରୋ)-ସରକାରୀ ସ୍କୁଲରେ ଏଣିକି ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ସୋମବାର ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା ରହିବ। ଏ ନେଇ ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ…

୨୦୨୫ ସୁଦ୍ଧା ୨୫ ସହରରେ ମେଟ୍ରୋ ଟ୍ରେନ୍‌: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮ା୧୨- ଆଗାମୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ ସେବା ୨୫ଟି ସହର ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମ ଯୋଗୁ ଦେଶରେ ପ୍ରଥମ ମେଟ୍ରୋ ସେବା ସମ୍ଭବ ହୋଇପାରି ଥିଲା।…

ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା

ମୁମ୍ବାଇ,୨୮।୧୨-ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା। ଅପକମିଂ ଫିଲ୍ମ ’ମିସନ ମଜନୁ’ରେ ସେ ନଜର ଆସିବେ। ତେବେ ପ୍ରଥମ ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଏବେ ଦ୍ୱିତୀୟ ଫିଲରେ ସାଇନ କରିଛନ୍ତି। ବିଗ୍‌ ବି…

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ୨୨୫ କି.ମି. ସାଇକେଲରେ ଯାତ୍ରା କଲେ ଶିକ୍ଷକ

ନୂଆଦିଲ୍ଲୀ,୨୮।୧୨-କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରହିଛି। ମାସେରୁ ଅଧିକ ଦିନ ଚାଲିଥିବା ଏହି ଆନ୍ଦୋଳନର ସମାଧନର ବାଟ ବାହାରି ପାରି ନାହିଁ। ଏପରିସ୍ଥିତିରେ ପଞ୍ଜାବର ଏକ…

ଆଖିବୁଜିଲେ ଏ.ଆର ରେହମାନଙ୍କ ମା’

ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର ରେହମାନଙ୍କ ମା’ କରିମା ବେଗମଙ୍କର ସୋମବାର ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ମା’ଙ୍କ ମୃତ୍ୟୁ ପରେ ରେହମାନ ନିଜ ଟୁଇଟର୍‌ରେ ମା’ଙ୍କ ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳି…

ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ହେଲେ ବିରାଟ କୋହଲି, ଧୋନୀଙ୍କୁ ମିଳିଲା ଖାସ୍‌ ପୁରସ୍କାର

ଦୁବାଇ,୨୮।୧୨: ଆଇସିସି ସୋମବାର ଅନେକ ପୁରସ୍କାର ଘୋଷଣା କରିଛି। ଏଥିରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦୁଇଟି ପୁରସ୍କାର ଜିତିଥିବାବେଳେ ଧୋନୀଙ୍କୁ ଖେଳ ଭାବନା ପାଇଁ ବିଶେଷ ସମ୍ମାନ ପ୍ରଦାନ କରାଯାଇଛି। ବିରାଟଙ୍କୁ ଆଇସିସି ଦ୍ୱାରା ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ…

ଥରେ ନୁହେଁ ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..

ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ…

୨୭ଥର ଅଶ୍ୱିନ ପାଇଁ ଏହି କାମ କରିଛନ୍ତି ଅଜିଙ୍କେ ରାହାନେ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅଜିଙ୍କେ ରାହାନେ ମିଶି ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ବୋଲର ଏବଂ ଫିଲ୍ଡର ଏକାଠି ସର୍ବାଧିକ ଉଇକେଟ…

ବୟଫ୍ରେଣ୍ଡଙ୍କ ସହ ଛୋଟ ଡ୍ରେସ୍‌ ପିନ୍ଧି ରେଷ୍ଟୁରାଣ୍ଟ ଯାଇଥିଲେ ଯୁବତୀ, ଆଉ ତା’ ପରେ…

ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କୁ ସମୁଦ୍ରକୂଳ ରେଷ୍ଟୁରାଣ୍ଟରୁ ବାହାର କରି ଦିଆଯାଇଛି। କାରଣ ଏଠାରେ ଥିବା କର୍ମଚାରୀମାନେ ଯୁବତୀ ଜଣକ ପିନ୍ଧିଥିବା ଛୋଟ ଡ୍ରେସ୍‌ ଦେଖି ତାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରି ଦେଇଥିଲେ। ଇଟାଲୀର ବାସିନ୍ଦା ମାର୍ଟିନା କୋରାଡି କହିଛନ୍ତି, ଅଷ୍ଟ୍ରେଲିଆର ବୋଡି…

ହାତରେ ନାହିଁ ଫିଙ୍ଗର ପ୍ରିଣ୍ଟ୍‌

ଢାକା,୨୮।୧୨: ସମସ୍ତଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ରହିଥାଏ। ତେବେ ବାଂଲାଦେଶରେ ବାସ କରୁଥିବା ଏକ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ନାହିଁ। ପିଢ଼ି ପରେ ପିଢ଼ି ଏଭଳି ଜାରି ରହିଛି। ଜିନ୍‌ ଗତ ତ୍ରୁଟି ଯୋଗୁ ଏଭଳି…

‘ଜାରା’ ବ୍ରାଣ୍ଡର ଏହି ସ୍ବେଟରକୁ ଦେଖି ଲୋକେ କହୁଛନ୍ତି ‘ଚିରା କପଡ଼ା’: ଦାମ ଦେଢ଼ ହଜାରରୁ ଅଧିକା

ଶୀତ ଆସିଲେ ସ୍ବେଟର ଖୋଜାପଡେ। ପୁରୁଣା ପିନ୍ଧିବାକୁ ମନ ନହେଲେ ଟ୍ରେଣ୍ଡ ଅନୁଯାୟୀ କିଣିବାକୁ ହୁଏ। ହେଲେ ଜଣେ ଯୁବତୀ ଏକ ଅଜବ ସ୍ବେଟର ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଆପଣ ଯଦି ତାହା ଦେଖିବେ କାହିଁକି ସେ ଶୀତବସ୍ତ୍ରଟିକୁ ପିନ୍ଧିଛନ୍ତି ଭାବିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri