ମ୍ୟାଚ୍ ଚାଲୁଥିବା ସମୟରେ ହଠାତ୍ ଡ୍ରେସିଂ ରୁମ୍କୁ ଦୌଡିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି
କରାଚି,୧୭।୧୧:ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବେ ଚାଲିଛି। ଗତ ମାର୍ଚ୍ଚରେ ପ୍ଲେ ଅଫ ପୂର୍ବରୁ କରୋନା ଭାଇରସ କାରଣରୁ ପିସିଏ୍କୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ ଟୁର୍ନାମେଣ୍ଟ ସମାପ୍ତ ହେବ। ଗତ ଶନିବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ପାକିସ୍ତାନ ସୁପର୍…
କର୍କଟ ରୋଗରେ ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତା ମାଗିଲେ ଆର୍ଥିକ ସହାୟତା
ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସି କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପ୍ରଶଂସକଙ୍କୁ ଆର୍ଥୀକ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଥାଭାସି ଅନେକ ସୁପରହିଟ୍…
କ୍ରିକେଟର୍ମାନେ ‘ଶୂନ’ରେ ଆଉଟ୍ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା
କ୍ରିକେଟର୍ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କୁ ନେଉଛନ୍ତି। ଏହି କାରଣରୁ ଅନେକଥର ମଧ୍ୟ ସେମାନେ ସୋସିଆଲ ମିଡିଆରେ ଟ୍ରୋଲ…
କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୬୦ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ
ପୁରୀ ଅଫିସ,୧୭ା୧୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ। ମୁଖ୍ୟତଃ ଏଥିରେ…
କମୁଛି ସଂଖ୍ୟା: ରାଜ୍ୟରେ ୬୪୪ ନୂଆ ପଜିଟିଭ୍ ଚିହ୍ନଟ, ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୦୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୭୧…
୭ ମାସ ହେବ ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଘଣ୍ଟି: ଅଲ୍ଟ୍ରାସାଉଣ୍ଡ ପରେ ଡାକ୍ତର ଯାହା ଦେଖିଲେ ହୋଇଗଲେ ଆଶ୍ଚର୍ଯ୍ୟ
ଦୁନିଆରେ ଅନେକ ପ୍ରକାରର ଲୋକ ରହିଛନ୍ତି। ତେବେ ଅଧିକାଂଶ ଲୋକ ନିଜର ଶଉକ ପୂରଣ କରିବା ପାଇଁ ହେଉ ଅବା ଚର୍ଚ୍ଚାକୁ ଆସିବା ପାଇଁ ସେମାନେ କିଛି ବି କରିବାକୁ ରାଜି ଥାନ୍ତି। ତେବେ ଇଜିପ୍ଟର ସେମିତି ଏକ ଘଟଣା ଏବେ…
୧୧ ବର୍ଷୀୟା ଗର୍ଲଫ୍ରେଣ୍ଡ୍ଙ୍କୁ ନେଇ ପଳାଇଲେ ୧୪ ବର୍ଷର ବାଳକ, ଆଉ ତା’ପରେ
ଆମେରିକାରେ ଏକ ରୋଚକ ଘଟଣା ଘଟିଛି। ଜଣେ ୧୪ ବର୍ଷର ବାଳକ ତାଙ୍କ ୧୧ ବର୍ଷର ଗର୍ଲଫ୍ରେଣ୍ଡକୁ ନେଇ ଏକ କାରରେ ଘରୁ ପଳାଇ ଯାଇଛନ୍ତି। ଆମେରିକାରେ ନ୍ୟୁୟର୍କ ସହରରେ ଘଟିଛି ଏହି ଘଟଣା। ପିଲାଟି ପିତାଙ୍କ କାର ବାହାର କରି…
ସୋନୁ ସୁଦଙ୍କ ଜୀବନରେ ପ୍ରଥମ ଥର ଆସିଥିଲେ ଏହି ଝିଅ: ଜାଣନ୍ତୁ ସେ କିଏ…
ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସହାଯ୍ୟ କରିବା ସହ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେ ସବୁବେଳେ ସମ୍ପର୍କରେ ରହିଥାନ୍ତି। ନିକଟରେ ଜଣେ ପ୍ରଶଂସକ ଭଗବାନଙ୍କ ଫଟୋ ନିକଟରେ ସୋନୁଙ୍କ ଫଟୋରଖି ପୂଜା…
୧୨୫ ଦିନ ପରେ ଆଜି ଦେଶରେ ସବୁଠୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୭।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମୁଛି। ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୧୬୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୪୯…
ରାମାୟଣ, ମହାଭାରତ ଶୁଣି ବିତିଥିଲା ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ପିଲାଦିନ
ଓ୍ବାଶିଂଟନ,୧୭।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେ ନିଜ ପୁସ୍ତକ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ପୁସ୍ତକରେ କହିଛନ୍ତି ଯେ ତାଙ୍କ ମନରେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି। କାରଣ ସେ ପିଲାଦିନେ ଇଣ୍ଡୋନେସିଆରେ ରହୁଥିବାବେଳେ…
ବ୍ରିକ୍ସ ଶିଖର ସମ୍ମିଳନୀ: ସୀମା ବିବାଦ ମଧ୍ୟରେ ପୁଣି ସାମ୍ନା ସାମ୍ନି ହେବେ ଭାରତ-ଚାଇନା
ନୂଆଦିଲ୍ଲୀ,୧୭ ।୧୧: ବୈଦେଶିକ ମନ୍ତ୍ରଣାଳର ସୂଚନା ଅନୁଯାୟୀ ମଙ୍ଗଳବାର ଆୟୋଜିତ ହେଉଛି ବିକ୍ସ ଶିଖର ସମ୍ମିଳନୀ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ଏହି…
Archives


