Home

ମହିଳା ଯାତ୍ରୀଙ୍କୁ ବିମାନରେ ଜ୍ୟାକେଟ ପିନ୍ଧାଇଲେ କ୍ରୁ ମେମ୍ବର, କାରଣ ଜାଣିଲେ…

ଇନ୍‌ଷ୍ଟାଗ୍ରାମ ମଡେଲ ଇଜାବେଲଙ୍କ ସହ ଜେଟ୍‌ଷ୍ଟାର ବିମାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏହି ବିମାନରେ ଏକ କଳାରଙ୍ଗର କ୍ରପ୍‌ ଟପ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧି ବସିଥିଲେ ଇଜାବେଲ। ଏହା ଦେଖି ବିମାନର ଜଣେ କ୍ରୁ ମେମ୍ବର ତାଙ୍କର…

ଆତ୍ମନିର୍ଭର ଭାରତ ଅଭିମୁଖେ ବଜେଟ

ଭୁବନେଶ୍ୱର, ୪ା୨ (ବ୍ୟୁରୋ):ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ‘ଆତ୍ମନିର୍ଭର ଭାରତ ଅଭିମୁଖେ ବଜେଟ ୨୦୨୧-୨୨’ ଉପରେ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ପ୍ରଧାନ ପ୍ରମୁଖ ଆୟକର ଆୟୁକ୍ତ ଶରତ କୁମାର…

ଆଲୋକୀକରଣ ହେଲା କଟକ-ପୁରୀ ବାଇପାସ୍‌

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୪ା୨(ଡି.ଏନ୍‌.ଏ.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସାରେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ସାଇମନ୍ଦିର ଛକଠାରେ କଟକ-ପୁରୀ ବାଇପାସ୍‌ ରୋଡ୍‌ରେ ଏଲ୍‌ଇଡି ଷ୍ଟ୍ରିଟ୍‌ଲାଇଟ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ଏହି ବ୍ୟବସ୍ଥା ବାଇପାସ୍‌ ରୋଡ୍‌ର ପଳାଶୁଣୀ ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨…

କୋଷ୍ଟାଲ ହାଇଓ୍ବେକୁ ନେଇ ଶ୍ରେୟ ରାଜନୀତି

ଭୁବନେଶ୍ୱର,୪ା୨(ବ୍ୟୁରୋ):ଭାରତମାଳା ପରିଯୋଜନା ଅନ୍ତର୍ଗତ କୋଷ୍ଟାଲ ହାଇଓ୍ବେ କାର୍ଯ୍ୟର ତ୍ୱରାନ୍ବିତ ନେଇ ସମୀାକ୍ଷା ହେବାପରେ କାହାକୁ ଶ୍ରେୟ ମିଳିବ ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଉଭୟ ବିଜେଡି ଏବଂ ଭାଜପା ପରସ୍ପର ବିରୋଧରେ ଯୁକ୍ତି ବାଢିଛନ୍ତି। ଭାଜପା କହିଛି କୋଷ୍ଟାଲ ହାଇଓ୍ବେକୁ…

ଝାରସୁଗୁଡ଼ାରେ ହେବ କୋଲ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର/ଝାରସୁଗୁଡା (ଡି.ଏନ୍‌.ଏ.):୪।୨: ଝାରସୁଗୁଡାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ (ସିବିଟି) ସ୍ଥାପନ ନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କୋଇଲା ଖଣି ମାମଲାଗୁଡିକର ସମାଧାନ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି। ବିଶେଷ କରି କୋଇଲା ଖଣି…

ପୋଷ୍ଟିଂ ଅର୍ଡର ନ ଆସୁଣୁ ଜଏନିଂ

ଭୁବନେଶ୍ୱର,୪।୨(ବ୍ୟୁରୋ):ପୋଲିସ ବିଭାଗରେ ଏବେ ଅଜବ ଘଟଣା ନଜରକୁ ଆସିଛି। ଆଇନକାନୁନ, ନୀତିନିୟମ ପାଳନ ପାଇଁ କାର୍ଯ୍ୟ କରୁଥିବା ଏହି ବିଭାଗରେ ବଡ଼ ବ୍ୟତିକ୍ରମ ଘଟିଛି। ପଦୋନ୍ନତି ପାଇଥିବା କେତେଜଣ ବାବୁ ଗାଦି ଲୋଭରେ ନୀତିନିୟମକୁ ଜଳାଞ୍ଜଳି ଦେଇ ପୋଷ୍ଟିଂ ଅର୍ଡର ନ…

ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଜନୀତି…

ମୁମ୍ବାଇ, ୪।୨: ବଲିଉଡ୍‌ରେ ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକରଙ୍କୁ ଗୁରୁବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା…

କ୍ଷୀର ପିଇବା ପୂର୍ବରୁ ଏସବୁ ଖାଉଛନ୍ତି କି?

କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍‌ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ ଏହାର…

ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ ଏହା ସ୍ପଷ୍ଟ ବାରିହୋଇପଡିଛି। ଏଥର ସେ ଭାରତ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ଦୁଇ…

ତେଜିଲା ସେଲିବ୍ରିଟିଙ୍କ ସ୍ବର, ଭାରତକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ

ଅନ୍ତର୍ଜାତୀୟ ପପ ତାରକା ରିହାନା ଏବଂ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥେନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୃଷକମାନେ ଅନ୍ତର୍ଜାତୀୟ ସମର୍ଥନ ପାଇବା ପରେ ଏହାକୁ ଭାରତ ଭାଙ୍ଗିବା ପାଇଁ ଏକ ପ୍ରୟାସ ବୋଲି କୁହାଯାଉଛି। ବଲିଉଡର ସୁପରଷ୍ଟାର…

ଟିକେଟ୍‌ ମାଗିଲେ ମୋଦିଙ୍କ ଭାଣିଜୀ

ଅହମଦାବାଦ୍‌,୩।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଣିଜୀ ମଧ୍ୟ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ବଡ ଭାଇ ପ୍ରହ୍ଲାଦ…

କୋଚ, ଖେଳାଳି କରୋନା ପଜିଟିଭ‌ ଚିହ୍ନଟ

କଲମ୍ବୋ,୩।୨: ଶ୍ରୀଲଙ୍କା କ୍ରିକେଟ ଦଳର ପ୍ରଶିକ୍ଷକ ମିକି ଆର୍ଥର୍‌ ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଇସିସି ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛି। ୱେଷ୍ଟଇଣ୍ଡିଜ ଗସ୍ତକୁ ଯିବା ପୂର୍ବରୁ ଦଳର ୩୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?