Home

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଥିବା ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିଲେ ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୮।୧୧: ଛଠ୍‌ ପୂଜାକୁ ସାର୍ବଜନୀନ ଅନୁମତି ଦେବାକୁ ନେଇ ଭାଜପା ସଦସ୍ୟ ମନୋଜ ତିଓ୍ବାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଛଠ୍‌ ପୂଜା ପାଇଁ କଡ଼ା କଟକଣା…

ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଦଳରୁ ବାହାର ହେଲେ ଏହି ପ୍ରମୁଖ ଖେଳାଳି

ନୂଆଦିଲ୍ଲୀ,୧୮।୧୧: ନଭେମ୍ବର ୨୭ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଳାଯିବ। ଏହାର ଦଶ ଦିନ ପୂର୍ବରୁ ଅଷ୍ଟ୍ରେଲିୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ବୋଲର କେନ୍‌ ରିଚାର୍ଡସନ ସିିରିଜରୁ ବାହାର ହୋଇଛନ୍ତି। କେନ୍‌ ସୀମିତ ଓଭର…

ଲେଖାଶ୍ରୀଙ୍କ ଅଡ଼ୁଆ ବଢ଼ିଲା: କ୍ଷମା ନମାଗିଲେ ପୁରୀରେ ପ୍ରବେଶ କରାଇ ଦିଆଯିବନାହିଁ ଚେତାବନୀ

ପୁରୀ ଅଫିସ,୧୮।୧୧: ପୁରୀ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି। ଏକାଧିକ ଏତଲା ପରେ ବୁଧବାର ସଚେତନ ନାଗରିକ ମଞ୍ଚ ପକ୍ଷର ସର୍ଗଦ୍ୱାର ସମ୍ମୁଖରେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଫ୍ଲେକ୍ସ ପୋଡାଯାଇଛି।…

ଏଲ୍‌ଏସିରେ ଯବାନଙ୍କ ପାଇଁ ଉଷୁମ ଘର

ଲେହ,୧୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ। ଫଳରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉପରେ ଥିବା ଏସବୁ ସ୍ଥାନରେ…

ବ୍ୟାଙ୍କ ବୁଡିଗଲେ ଆପଣ ଟଙ୍କା ଫେରସ୍ତ ପାଇବେ କି, ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୮।୧୧: ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଏହାର ଟଙ୍କା ଉଠାଣ ସୀମା ଉପରେ କଟକଣା…

ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ମନା, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧୧: ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ। ବଞ୍ଚି ରହିଲେ ହିଁ ପର୍ବ ପାଳନ କରାଯାଇ ପାରିବ। ସାମ୍ପ୍ରତିକ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ…

ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୃହ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। କ୍ରାଷ୍ଟୋଫର କ୍ରେବ୍ସ୍‌ ନାମକ ଏହି ଅଧିକାରୀ ଜଣକ ଗୃହମନ୍ତ୍ରଣାଳୟର ସାଇବର ସୁରକ୍ଷା ଏବଂ ଇନଫ୍ରାଷ୍ଟକଚର ସିକ୍ୟୁରିଟି ଏଜେନ୍ସିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି…

ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ହେଲେ ଆଜି ପର୍ଯ୍ୟନ୍ତ ଅଛନ୍ତି ଅବିବାହିତ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ନୟନତାରା। ସବୁଠାରୁ ଅଧିକ ଫିସ୍‌ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ରହିଛି ତାଙ୍କ ନାମ। ଆଜି ଅର୍ଥାତ୍‌ ୧୮ ନଭେମ୍ବର ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୮୪ ମସିହାରେ ଏକ ମଲାୟାଲୀ…

ଇବ୍ରାହିମଙ୍କ ଫଟୋ ଦେଖି ବିବାହ କରିବାକୁ ପ୍ରସ୍ତାବ ଦେଲେଣି ମହିଳା ପ୍ରଶଂସକ, ଆଉ କେହି..

ବମ୍ବେ: ଦୀପାବଳି ସରିଯାଇଛି, ଏବେ ମୋତେ କ୍ୟାପଶନ୍‌ ମିଳୁନାହିଁ। ଏପରି କିଛି ଲେଖି ନିଜର କିଛି ଫଟୋ ଶେୟାର କରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସୁପୁତ୍ର ଇବ୍ରାହିମ। ବାସ୍‌,ଫଟୋଗୁଡ଼ିକ ତାଙ୍କ ଫିମେଲ ଫ୍ୟାନ୍‌ ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। କେହି…

କୁପଓ୍ବାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲାରେ ହିମସ୍ଖଳନରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ…

ଓ୍ବେବ୍‌ସିରିଜ୍‌ରେ କପିଲ

ବମ୍ବେ: ଓଜନ କମାଇ ଚର୍ଚ୍ଚାରେ କମେଡିଆନ କପିଲ ଶର୍ମା। ପ୍ରଥମେ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଚମକିବା ପରେ ନିଜର ସ୍ବତନ୍ତ୍ର ଶୋ’ରେ ନଜର ଆସିଥିଲେ କପିଲ। ଏହାପରେ ଏକାଧିକ ଫିଲ୍ମରେ କାମ କରିଥିଲେ ସେ। ହେଲେ ଫିଲ୍ମଗୁଡ଼ିକ ସେତେଟା ସଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri