Home

ବିବାହ କରିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌, ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ,୫।୨: ଆଇପିଏଲ ୨୦୨୦ରେ ତାଙ୍କ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ ତେୱଟିଆଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ହରିୟାଣା ଅଲରାଉଣ୍ଡର ଏହି ସୂଚନା ସେୟାର କରିଛନ୍ତି। ରାହୁଲ ଆଇପିଏଲରେ କିଙ୍ଗସ ଏକାଦଶ…

ସାଇତିଛନ୍ତି ୬୦ ଦେଶର ୪୫୦ ମୁଦ୍ରା, ୧୯ ନୋଟ୍‌

କଟକ ଅଫିସ,୫।୨: ସମସ୍ତଙ୍କର ସ୍ବପ୍ନ ଭିନ୍ନ ଭିନ୍ନ। ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ସେହିଭଳି ଏକ ସ୍ବପ୍ନ ଦେଖିଥିଲେ କଟକ ଜିଲା ବିରିବାଟିସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। କମ୍‌ ବୟସରେ ସେ ୬୦ଟି ଦେଶର…

ହଜିଛି ନିଯୁକ୍ତି ଚାବି:ଆଶାୟୀଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଛି ବଜେଟ

ନୂଆଦିଲ୍ଲୀ,୫ା୨କୋଭିଡ୍‌-୧୯ ଭୂତାଣୁର ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ଲଗାତର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭଳି କଠୋର ପଦକ୍ଷେପ ନିଆଯାଇଥିଲା। ଏହି ତାଲାବନ୍ଦୀ ଯୋଗୁ ଦୋକାନ ବଜାର କଳକାରଖାନା ଆଦି ବନ୍ଦ ହୋଇଯିବା ପରେ କୋଟି କୋଟି ଲୋକ ଜୀବିକା ହରାଇ…

ଦିଲ୍ଲୀ ପୋଲିସ ମାମଲା ଦାଏର କରିବା ପରେ ଗ୍ରେଟା କହିଲେ କିଛି ଭୟ ନାହିଁ

ନୂଆଦିଲ୍ଲୀ, ୫ା୨:ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ ଚାଷୀ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। କୃଷକଙ୍କୁ ଦମନ କରିବାକୁ ଯାଇ ଦିଲ୍ଲୀ ପୋଲିସ କଣ୍ଟାର ତାରବାଡ଼ ଦେଇ ସିମେଣ୍ଟ କଂକ୍ରିଟ୍‌ରେ ଆନ୍ଦୋଳନସ୍ଥଳକୁ ଆବଦ୍ଧ…

ପେଟ୍ରୋଲ ୩୪, ଡିଜେଲ ୩୭ ପଇସା ବଢ଼ିଲା

ଭୁବନେଶ୍ୱର,୫।୨:ଗତ ୭ ଦିନ ହେବ ତେଲ ଦର ବୃଦ୍ଧିରେ ବିରତି ପରେ ଗୁରୁବାର ପୁଣି ଥରେ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ୩୭ ପଇସା ବଢ଼ିଥିବା ନଜରକୁ ଆସିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ…

ନିଆଁ ପୁଇଁବା ହେଲା କାଳ:ଜଳିଗଲେ ୨ ଭଉଣୀ

ଟିକିରି/ରାୟଗଡ଼ା ଅଫିସ,୫ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଥଣ୍ଡାରେ ନିଆଁ ପୁଇଁବାବେଳେ ଜଳିଯାଇଛନ୍ତି ୨ ଭଉଣୀ। ଦୁହେଁ ହେଲେ ଗାଁର ଦୁର୍ଯ୍ୟୋଧନ ମାଝିଙ୍କ ଝିଅ କୁମାରୀ(୫) ଏବଂ ବିଦ୍ୟା(୩)। ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ…

ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା ୬୯୯୫.୫୮ କୋଟି ଟଙ୍କାକୁ ବଢିଛି। ପାଣ୍ଠି ଅଭାବ ଯୋଗୁ ଯେଭଳି କୌଣସି ପ୍ରକଳ୍ପ କାମ…

ବିଗ୍‌ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…

ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେଲେ ମଧ୍ୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା…

କିଶୋରାବସ୍ଥାରେ ଏପରି ନିଅନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟର ଯତ୍ନ: ଖାଦ୍ୟରେ ସାମିଲ କରନ୍ତୁ ଏସବୁ…

ଶରୀରର ସାମଗ୍ରିକ ବିକାଶ ପାଇଁ ଖାଦ୍ୟରେ ସମସ୍ତ ପୋଷକତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। କାରଣ ପୋଷକତତ୍ତ୍ୱ ଦ୍ୱାରା ଶରୀରର ବିକାଶ ସାଙ୍ଗକୁ ଉଚ୍ଚତା ମଧ୍ୟ ବୃଦ୍ଧି ପାଇଥାଏ। ଏପରି ପରିସ୍ଥିତିରେ ଅଭିଭାବକମାନେ କିଶୋରାବସ୍ଥାରେ ନିଜ ପିଲାମାନଙ୍କର ଖାଦ୍ୟ ଓ ପାନୀୟ ଉପରେ…

ଶାହା ନୁହେଁ ଏହି କ୍ରିକେଟରଙ୍କୁ ଦିଆଯିବ ସୁଯୋଗ: କୋହଲି

ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ସନ୍ୟାସ ନେବା ପରେ ଭାରତୀୟ କ୍ରିକେଟ ଟିମ୍‌ର ଉଇକେଟକିପର କିଏ ହେବ ସେ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରାରମ୍ଭିକ ସମୟରେ ରିଦ୍ଧିମାନ ଶାହାଙ୍କ ଅନୁଭବକୁ ନେଇ ତାଙ୍କୁ ପ୍ରାଥମିକତା ଦିଆଯାଇଥିଲା। ହେଲେ…

ଉପଅଧିନାୟକ ରାହାନେଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ କୋହଲି, କହିଲେ…

ନୂଆଦିଲ୍ଲୀ,୪।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର କାମଚଳା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଅଜିଙ୍କ୍ୟ ରାହାନେ ବେଶ୍‌ ପ୍ରଶଂସିତ ହୋଇଥିଲେ। ନିଜର ଶାନ୍ତ ସ୍ବଭାବ ସାଙ୍ଗକୁ ଖେଳାଳି ଚୟନରେ ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ଦଳ ୨-୧ରେ ସିରିଜ ଜିତିଥିଲା। ଏବେ ବିରାଟ କୋହଲି…

ଦୁଇ ବର୍ଷ ଧରି ଖେଳି ନାହାନ୍ତି, ହେଲେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି କ୍ରିକେଟରଙ୍କୁ ଖେଳାଇବାକୁ ଦାବି କରୁଛନ୍ତି…

ନୂଆଦିଲ୍ଲୀ,୪।୨: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା। ନିକଟରେ ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାଜିତ କରି ଫେରିଥିବା ଭାରତୀୟ ଦଳ ଏହି ସିରିଜ ଖେଳିବାକୁ ପ୍ରସ୍ତୁତ ରହିଛି। ଅଧିନାୟକ ବିରାଟ କୋହଲି ଏହି ସିରିଜରେ ଛୋଟବଡ଼ ପରିବର୍ତ୍ତନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?