ଅଭିନୟକୁ ଅଲବିଦା କହିଲେ ଏହି ଚର୍ଚ୍ଚିତ ଅଭିନେତା
ଅଭିନେତା ଅମିର ଖାନଙ୍କ ଭଣଜା ଏବଂ ଡେଲି ବେଲିଙ୍କ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଇମ୍ରାନ ଖାନ ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହୁୁଥିବା ଇମ୍ରାନ ଏବେ ଅଭିନୟକୁ ଅଲବିଦା କହିଛନ୍ତି। ଇମ୍ରାନଙ୍କ…
ବୋହୂ ମାଛ ତରକାରୀ ପ୍ରସ୍ତୁତ ନ କରିପାରିବାରୁ ଶାଶୁଘର ଲୋକେ ନେଲେ ଏମିତି ନିଷ୍ପତ୍ତି
ପାଟନା,୧୮।୧୧: ବିହାରର ସୁପୌଲରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂ ମାଛ ପ୍ରସ୍ତୁତ କରି ନ ପାରିବାରୁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ମହିଳାଙ୍କ ମୃତଦେହକୁ ଅଖା ଭିତରେ ସିଲ କରି ଗାଁ ନିକଟ କେନାଲ…
ଶିକ୍ଷାମିତ୍ର ପାଇଁ କଟ୍ ଅଫ୍ ମାର୍କ ୬୦ରୁ ୬୫ ପ୍ରତିଶତ ମଧ୍ୟରେ ରହିବ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୮।୧୧: ଉତ୍ତରପ୍ରଦେଶରେ ଶିକ୍ଷାମିତ୍ର ନିଯୁକ୍ତି ମାମଲାରେ ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖି ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଶିକ୍ଷାମିତ୍ର ନିଯୁକ୍ତି କ୍ଷେତ୍ରରେ କଟ୍ ଅଫ୍ ମାର୍କ ୬୦ରୁ ୬୫ ମଧ୍ୟରେ ରହିବ। ସେଥିମଧ୍ୟରୁ ସଂରକ୍ଷିତ ବର୍ଗଙ୍କ…
ଟପ୍ଲେସ୍ ହେଲେ ଏହି ଅଭିନେତ୍ରୀ
ବଲିଉଡରେ ଅଭିନେତ୍ରୀ ଆମି ଜ୍ୟାକସନ ବୋଲ୍ଡନେସ୍ର ସମସ୍ତ ସୀମାକୁ ଟପିଛନ୍ତି। ନିକଟରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆମିର ଏକ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଫଟୋରେ ଆମି ଟପଲେସ ନଜର ଆସିଛନ୍ତି। ନିକଟରେ…
ଆଉ ହେବନି ଲକ୍ଡାଉନ୍: ଆବଶ୍ୟକ ପଡ଼ିଲେ ବଜାର ରହିବ ବନ୍ଦ
ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଜାରି ରହିଛି। ଏପରିସ୍ଥଳେ ଲକ୍ ଡାଉନ୍ ଜାରି ହେବ କି ନାହିଁ ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଥିଲା। ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ କ୍ୟାବିନେଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ…
ଶପଥ ନେଲେ ବିଜୟ ଶଙ୍କର, ସ୍ବରୂପ
ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ନବନିର୍ବାଚିତ ବିଧାୟକ ବୁଧବାର ଶପଥ ନେଇଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାଲେଶ୍ୱର ବିଧାୟକ ସ୍ବରୂପ ଦାସଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତା ୨୦ ତାରିଖ…
ପୁଟିନ୍ଙ୍କ ବିରୋଧରେ ଆଜୀବନ ହେବନି କୌଣସି ମାମଲା ଦାଏର
ମସ୍କୋ,୧୮।୧୧: ରୁଷ୍ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କ ବିରୋଧରେ ଆଜୀବନ କୌଣସି ମାମଲା ଦାଏର କରାଯାଇ ପାରିବ ନାହିଁ। ଏନେଇ ରୁଷ୍ ସଂସଦରେ ଏକ ବିଲ୍ ଅନୁମୋଦିତ ହୋଇଛି। ନିମ୍ନ ସଦନ ଡୁମାରେ ଏହି ବିଲ୍ ପାସ୍ ହୋଇଛି। ବିଲ୍ ଅନୁସାରେ ରାଷ୍ଟ୍ରପତି…
ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ନିଜ ବ୍ୟାଟିଂ ଅନ୍ଦାଜ ପାଇଁ ବେଶ୍ ପ୍ରସିଦ୍ଧ। ସେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଏବେ ବି ଦର୍ଶକ ତାଙ୍କୁ ଭୁଲି ନାହାନ୍ତି। ସେହ୍ବାଗ ବଲିଉଡ ସିଙ୍ଗର କିଶୋର କୁମାରଙ୍କ ବଡ ଫ୍ୟାନ୍।…
କଂଗ୍ରେସରେ ଘର କଳି ବଢ଼ିଲା: ଅସନ୍ତୁଷ୍ଟଙ୍କୁ ଦଳରୁ ବାହାରି ଯିବାକୁ ପରାମର୍ଶ !
ନୂଆଦିଲ୍ଲୀ,୧୮।୧୧: କଂଗ୍ରେସରେ ଘର କଳି ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଅସନ୍ତୁଷ୍ଟମାନେ ବାହାରି ଯାଇ ଅନ୍ୟ ରାଜନୈତିକ ଦଳରେ ଯୋଗ ଦିଅନ୍ତୁ ଅଥିବା ନିଜର ପାର୍ଟି ଗଠନ କରନ୍ତୁ।…
କ୍ରିକେଟ୍କୁ ବାଏ ବାଏ କହିଲେ ଏହି ଲୋକପ୍ରିୟ କ୍ରିକେଟର୍
ପୂର୍ବତନ ଭାରତୀୟ ପେସ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।ସେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଡେବ୍ୟୁ କରିଥିଲେ। ସନ୍ନ୍ୟାସ ଘୋଷଣା କରି…
କରୋନାରେ ଆଖିବୁଜିଲେ ଆଉ ୧୫: ସୁନ୍ଦରଗଡ଼ରୁ ରହିଛନ୍ତି ସର୍ବାଧିକ ୩
ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟରେ କରୋନାରେ ବୁଧବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟା ୧୫୭୫ରେ ପହଞ୍ଚିଛି। ସୁନ୍ଦରଗଡ଼…
ଦିଲ୍ଲୀରେ କରୋନା ଆତଙ୍କ: ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍ ଟେଷ୍ଟିଂ ଆରମ୍ଭ
ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନୋଏଡ଼ା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍ ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରତିଦିନ ଦିଲ୍ଲୀ-ନୋଏଡ଼ା ମଧ୍ୟରେ ବହୁ ଲୋକ ଯିବା…
Archives


