ଏମିତି ଏକ ଦେଶ, ଯେଉଁଠି ଏବେ ବି ଚାଲିଛି ୨୦୧୪ ବର୍ଷ
ଗୋଟିଏ ପଟେ, ସମଗ୍ର ବିଶ୍ୱ ୨୦୨୧ ବର୍ଷକୁ ସ୍ବାଗତ କରୁଛି ଅନ୍ୟ ପଟେ, ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ୨୦୧୪ ବର୍ଷ ଏବେ ମଧ୍ୟ ଚାଲିଛି। ଆଫ୍ରିକୀୟ ଦେଶ ଇଥିଓପିଆର କ୍ୟାଲେଣ୍ଡର ଅନ୍ୟ କ୍ୟାଲେଣ୍ଡରଠାରୁ ୭ ରୁ ୮…
ଜଷ୍ଟିସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ/ କଟକ ଅଫିସ୍: ୧।୧:ଜଷ୍ଟିସ ଏସ୍. ମୁରଲୀଧର ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି…
୧,୪୨୯ କୋଟି ଟଙ୍କା ଋଣ କରିବ ଓଡ଼ିଶା
ନୂଆଦିଲ୍ଲୀ,୧।୧:ଦେଶ ମଧ୍ୟରେ ଇଜ୍ ଅଫ୍ ଡୁଇଁ ବିଜ୍ନେସ ସଂସ୍କାର ପ୍ରକ୍ରିୟାକୁ ଏବେ ଅଗ୍ରାଧିକାର ଦିଆଯାଉଛି। ଓଡ଼ିଶା ଏଭଳି ପ୍ରକ୍ରିୟା ହାତକୁ ନେବାରେ ସକ୍ଷମ ହୋଇଛି। ଏହି ଧାରା ଆଗକୁ ନେବା ଲାଗି ରାଜ୍ୟ ୧,୪୨୯ କୋଟି ଟଙ୍କା ଖୋଲାବଜାରରୁ ଋଣ କରିବ।…
ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍ଟାଗ୍
ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍ଟାଗ୍ ମାଧ୍ୟମରେ ଶତପ୍ରତିଶତ ଟୋଲ୍ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ ବୃଦ୍ଧି କରିଛନ୍ତି। ଏନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)କୁ ମନ୍ତ୍ରଣାଳୟ ଜଣାଇଦେଇଛି।…
ଆଜିଠାରୁ ଡବଲ ହେଲ୍ମେଟ ଚେକିଂ
ଭୁବନେଶ୍ୱର,୧ା୧(ବ୍ୟୁରୋ): ଜାନୁୟାରୀ ପହିଲାରୁ ବାଇକ ପଛ ସିଟ୍ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍ମେଟ ବାଧ୍ୟତାମୂଳକ କରାଯିବ। ଏ ନେଇ ଯାଞ୍ଚ କଡ଼ାକଡ଼ି କରାଯିବ। ଯେଉଁମାନେ ହେଲ୍ମେଟ ପିନ୍ଧି ନ ଥିବେ ସେମାନଙ୍କର ଅନ୍ୟାନ୍ୟ ଗାଡି କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ବାଣିଜ୍ୟ…
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ବେକରେ ପଡିଲା ଜୋତାମାଳ
ଭାରତୀୟ ଦଳର ଷ୍ଟାର୍ ଖେଳାଳି ଶ୍ରେୟାସ ଆୟାର୍ ଜୋତା ସଂଗ୍ରହ କରିବାକୁ ବେଶ୍ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା ପରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବେକରେ…
ଏହି କ୍ରିକେଟର୍ଙ୍କୁ ଡରୁଥିଲେ ଧୋନୀ
୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍ ଜିତିଥିଲା। ଭାରତ ବିଶ୍ୱଚାମ୍ପିୟନ୍ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂ। ଏହି ବିଶ୍ୱକପ୍ରେ ସେ ୪ଥର ମ୍ୟାନ୍ ଅଫ୍ ଦ…
ସ୍ନେହାଙ୍ଗୀନି ଛୁରିଆ ବିଜେଡି ମହିଳା ସଭାନେତ୍ରୀ
ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)- ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଭାବେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ଗୁରୁବାର ବିଜେଡି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା…
ଜାନୁୟାରୀ ପହିଲାରୁ ଡବଲ ହେଲ୍ମେଟ ଚେକିଂ କଡ଼ାକଡ଼ି
ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)-ଜାନୁୟାରୀ ପହିଲାରୁ ବାଇକ ପଛ ସିଟ୍ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍ମେଟ ବାଧ୍ୟତାମୂଳକ କରାଯିବ। ଏ ନେଇ ଯାଞ୍ଚ କଡ଼ାକଡ଼ି କରାଯିବ। ଯେଉଁମାନେ ହେଲ୍ମେଟ ପିନ୍ଧି ନ ଥିବେ ସେମାନଙ୍କର ଅନ୍ୟାନ୍ୟ ଗାଡି କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ବାଣିଜ୍ୟ ଓ…
ବିଶ୍ୱସ୍ତରୀୟ ହେବ ଏସ୍ସିବି ମେଡିକାଲ କଲେଜ
ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)-କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର। ୩୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ କରାଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି…
ଘରେ ରହି ନୂଆବର୍ଷ ସ୍ବାଗତ କରିବାକୁ ପରାମର୍ଶ
ଛତ୍ରପୁର,୩୧ା୧୨(ଡି.ଏନ୍.ଏ.)-ଘରେ ନିଜ ପରିବାର ସହ ରହି ନୂଆବର୍ଷର ପ୍ରଥମ ଦିନକୁ ସ୍ବାଗତ କରିବାକୁ ଗଞ୍ଜାମ ଜିଲାବାସୀଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଜିଲାପାଳ କହିଛନ୍ତି, ନୂଆବର୍ଷ ପାଇଁ ବାହାରକୁ ଯଥା ପାର୍କ, ବେଳାଭୂମିକୁ ଯାଇ…
ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା
ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି। ଗୁରୁବାର ରାତି ୧୦ରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି।…
Archives


