ଅମ୍ବାନୀଙ୍କ ପାର୍ଟିରେ ଏତିକି ଟଙ୍କାର ଶାଢ଼ି ପିନ୍ଧିଥିଲେ ଗୌରୀ ଖାନ୍‌

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ଫ୍ୟାଶନିଷ୍ଟଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ଠାରୁ ବହୁତ ଦୂରରେ। ମାତ୍ର ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
୨୦୧୯ ରେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟାଙ୍କ ବିବାହ ଉତ୍ସବ ସମସ୍ତଙ୍କର ମନେଥିବ ନିଶ୍ଚୟ। ଯେଉଁଠାରେ ଭାରତ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। କିଙ୍ଗ ଖାନ୍‌ ଶାହାରୁଖ୍‌ ସ୍ତ୍ରୀ ଗୌରୀଙ୍କ ସହ ଏହି ବିବାହ ପାର୍ଟିରେ ଉପସ୍ଥିତ ହୋଇଥିଲେ। ଏହି ଅବସରରେ ଶାହାରୁଖ୍‌ ଏବଂ ଗୌରୀ ପରସ୍ପର ସହ ମେଳ ଖାଉଥିବା ଭଳି ପୋଷାକ ପିନ୍ଧିଥିଲେ। ଶାହାରୁଖ୍‌ ଏକ ଧଳା ରଙ୍ଗର ଶେରୱାନୀ ପିନ୍ଧିଥିବା ବେଳେ ଗୌରୀ ରୁପା ତାରକସି ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଅବସରରେ ଗୌରୀ ଅନ୍ୟ ଅଭିନେତ୍ରୀଙ୍କୁ କଡ୍ଡା ଟକ୍କର ଦେଇଥିଲେ। ଗୌରୀଙ୍କ ଏହି ଶାଢ଼ିର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଶାଢ଼ି ସାଙ୍ଗକୁ ତାଙ୍କର ମେକ୍‌ଅପ୍‌ ଏବଂ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶୁପକ୍ଷୀଙ୍କୁ ଖୁବ୍‌ ଭଲପାଆନ୍ତି ବାଣୀ

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ବାଣୀ କପୁର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୨୩ ଅଗଷ୍ଟ ୧୯୮୮ରେ ଜନ୍ମ ନେଇଥିବା ଏହି ନାୟିକା ଏବେ କିଛି ନା...

ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବନ୍ଧୁଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ ସ୍ବାମୀ, ମନା କରିବାରୁ…

ମୁମ୍ବାଇ: ସିଲ୍‌ଭର ସ୍କ୍ରିନ୍‌ରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ। ସେ ୯୦ ଦଶକରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କରିସ୍ମା...

ଦିୟା ମିର୍ଜା ‘ତୁମ୍‌ସା ନେହିଁ ଦେଖା’ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିଜର ନିୟନ୍ତ୍ରଣ…

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ସୋମବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ...

ବିଗ୍‌ ବସ୍‌ ସିଜନ୍‌ ୧୩ରେ ଅମୀଷା ପଟେଲ

ମୁମ୍ବାଇ: ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ ବସ୍‌’କୁ ହିଟ୍‌ କରିବାକୁ ନିର୍ମାତା ସବୁବେଳେ ଚେଷ୍ଟା କରିଥାନ୍ତି। ସିଜନ୍‌ ୧ରୁ ୧୧ ଯାଏଁ ସବୁବେଳେ...

ମୁଣ୍ଡରେ ସିନ୍ଦୁର ଲଗାଇ ନଜର ଆସିଲେ ଶାହରୁଖ: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପରେ ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ୍‌ଙ୍କୁ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ନାମରେ ଜଣାଯାଏ। ଅନେକ ସମୟରେ ନିଜ କାମ ହେଉ କି ଅଭିନୟ କିମ୍ବା ନିଜର ବୟାନ...

‘ଆଦିପୁରୁଷ’ ପରେ ହରର୍‌ ଫିଲ୍ମରେ ନଜର ଆସିବେ ପ୍ରଭାସ

ସୁପରଷ୍ଟାର ପ୍ରଭାସ ସାଉଥ୍‌ ଫିଲ୍ମର ଜଣେ ଜଣାଶୁଣା ଅଭିନେତା। ‘ବାହୁବଳୀ’ପରେ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ ଲାଗୁଛି। ‘ଆଦିପୁରୁଷ’ ପରେ ପ୍ରଭାସ ଅନ୍ୟ ଏକ...

ପୁଣି ବାଦାମ ବିକିବେ ‘କଚା ବାଦାମ୍‌’ ଷ୍ଟାର୍‌

‘କଚା ବାଦାମ’ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ଭୁବନ ବାଦକର ଆଜିକାଲି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନିଜ ମନ୍ତବ୍ୟ ପାଇଁ କ୍ଷମା...

ଅପେକ୍ଷାରେ ପରିଣିତି

ପରିଣିତି ଚୋପ୍ରା ଏବେ ଏକ ନୂଆ କଥା ଚିନ୍ତା କରୁଛନ୍ତି। ଯଦି ତାଙ୍କୁ ଆକ୍ସନ ଫିଲ୍ମରେ ଆକ୍ଟିଂ କରିବାର ସୁଯୋଗ ମିଳନ୍ତା, ତେବେ ସେ ନିଜ...

Advertisement
Archives

Model This Week