ଏହି ସହରରେ ୨୦୨୧ରେ ହେବ ଆଗାମୀ ସକାଳ: ୨ ମାସ ପର୍ଯ୍ୟନ୍ତ ଲଗାତାର ଜଳିବ ଷ୍ଟ୍ରିଟ୍ ଲାଇଟ୍
ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ଅଜବ କାରଣ ଯୋଗୁ ଚର୍ଚ୍ଚାରେ ରହିଥାଏ। ଯେମିତିକି ଡେଡ୍ ସି ଅର୍ଥାତ୍ ମୃତ ସମୂଦ୍ର। ଏଠାରେ କୌଣସି ଜିନିଷ ବୁଡି ନ ଥାଏ। ଏମିତି ଏକ ସ୍ଥାନ ରହିଛି ଆମେରିକାରେ। ଯାହାର ନାମ…
ରତନ ଟାଟା କୁକୁରର ନାଁ ରଖିଛନ୍ତି ‘ଗୋଆ’, ଜାଣନ୍ତୁ ଏହା ପଛରେ ଥିବା ମଜାଳିଆ କାହାଣୀ
ଜଣାଶୁଣା ଶିଳ୍ପପତି ରତନ ଟାଟା ପଶୁମାନଙ୍କୁ ଖୁବ୍ ଭଲ ପାଆନ୍ତି। ବିଶେଷ କରି ସେ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଟାଟା ଗ୍ରୁପ୍ର ବିଶ୍ୱସ୍ତରୀୟ ମୁଖ୍ୟାଳୟର କିଛି ଅଂଶ ଅର୍ଥାତ୍ ବମ୍ବେ ହାଉସ କେବଳ ରାସ୍ତାର କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି…
ଗର୍ଭବତୀଙ୍କୁ ଜଣା ପଡ଼ିବନି ପ୍ରସବ ଯନ୍ତ୍ରଣା, ଡାକ୍ତର ଆପଣାଇଲେ ନୂଆ ପଦକ୍ଷେପ
ବ୍ରିଟେନ୍: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ…
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମିଛ ଖବର ପ୍ରସାରଣକରି ଲକ୍ଷାଧିକ ଟଙ୍କା ଆୟ କରୁଥିଲେ ଏହି ବ୍ୟକ୍ତି; ଜଣାପଡ଼ିବା ପରେ….
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିହାରର ରଶିଦ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ମିଛ ଖବର ଦେଖାଇ ୪ ମାସରେ ୧୫ ଲକ୍ଷ ଟଙ୍କା ଆୟ କରିଛନ୍ତି। ଏହି କାରଣରୁ ବିହାର ପୋଲିସ ତାଙ୍କୁ ଗିରଫ କରି…
ଏଠାରେ ମଣିଷ ପଞ୍ଜୁରିରେ ରହିବା ପାଇଁ ଦେବାକୁ ପଡ଼େ ଟଙ୍କା, କାରଣ ଜାଣିଲେ ଆଖିରେ ଆସିବ ଲୁହ
ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏ ସମ୍ପର୍କରେ… ହଂକଂରେ ଏପରି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ଲୁହାରେ ତିଆରି ହୋଇଥିବା…
ଏହି ପ୍ରଶ୍ନର ଉତ୍ତର ଦେଲେ ମିଳିବ ଶାହାରୁଖ୍ ଖାନ୍ଙ୍କ ଘରେ ରହିବାର ସୁଯୋଗ
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସେମାନେ ଶାହାରୁଖ୍ଙ୍କ ସହ ସେଲ୍ଫି ନେବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ସମ୍ମୁଖରେ ଛିଡା ହୋଇଥାନ୍ତି। ଖାଲି ସେତିକି ନୁହେଁ ମୁମ୍ବାଇ ସହ ଦିଲ୍ଲୀରେ ଥିବା ତାଙ୍କ ଘର ସମ୍ମୁଖକୁ…
ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍
ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ…
ଏହି କୌଶଳ ଆପଣାଇ ପଢ଼ିପାରିବେ ହ୍ବାଟ୍ସଆପ୍ରୁ ଡିଲିଟ୍ ମେସେଜ, ପଠାଇଥିବା ଲୋକେ ବି ପାରିବେନି ଜାଣି
ଆଜିର ସମୟରେ ଲୋକମାନେ ସବୁଠୁ ଅଧିକ ହ୍ବାଟ୍ସଆପ୍ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ମେସେଜ୍, ଅଡିଓ, ଭିଡିଓ, ଫାଇଲ୍ସ ମଧ୍ୟ ପଠାଉଛନ୍ତି। ବେଳେବେଳେ ଲୋକମାନେ ଅନ୍ୟମନସ୍କ ହେତୁ ଭୁଲ ମେସେଜ୍ ପଠାଇ ଦିଅନ୍ତି। ଆଉ ଏହି ମେସେଜ୍ ଡିଲିଟ୍ କରିବା ପାଇଁ…
ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..
ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ ଧୋନୀଙ୍କ ହୃଦୟକୁ ଜିଣିଥିଲେ ସାକ୍ଷୀ ସିଂହ। ଏବେ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ…
ଭୁଲ ଇଞ୍ଜେକସନ୍ ନେଇ ଜନ୍ମ ଦେଇଥିଲେ ଝିଅ, ଦମ୍ପତିଙ୍କୁ ମିଳିଲା ୭୪ କୋଟି ଟଙ୍କା
ଆମେରିକାର ସିଏଟଲରେ ଏକ ରୋଚକ ଘଟଣା ଘଟିଛି। ଏଠାକାର କୋର୍ଟ ଏକ ଦମ୍ପତିଙ୍କୁ ୭୪ କୋଟି ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମହିଳା ଜନ୍ମ ନିୟନ୍ତ୍ରଣ ଇଞ୍ଜେକସନ୍ ନେବାକୁ ଏକ କମ୍ପ୍ୟୁନିଟି କ୍ଲିନିକ୍ ଯାଇଥିଲେ। ସେଠାରେ ନର୍ସ…
ଧଳା ଶର୍ଟ ପିନ୍ଧନ୍ତୁ ବୋଲି ଚାହୁଁ ନ ଥିଲେ ଶାହାରୁଖ; ବ୍ୟବହାର ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଗୌରୀ
ବମ୍ବେ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଗୌରୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଶାହରୁଖ ଖାନ୍। ଇତିମଧ୍ୟରେ ସେମାନଙ୍କ ବିବାହକୁ ୨୯ ବର୍ଷ ବିତିସାରିଛି। ବୈବାହିକ ଜୀବନରେ ଅନେକ ଝଡ଼ଝଞ୍ଜା ସତ୍ତ୍ୱେ ସେମାନେ ସୁଖୀ ଜୀବନ…
ସ୍ବାମୀ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍, ସ୍ତ୍ରୀ କିନ୍ତୁ ବିରାଟ କୋହଲିଙ୍କ ଖେଳ ଦେଖିବାକୁ କରନ୍ତି ପସନ୍ଦ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଅଛନ୍ତି। ସେ ଯେଉଁଠିକୁ ଖେଲିବାକୁ ଯାଆନ୍ତି ତାଙ୍କୁ ଚିୟର କରିବା ପାଇଁ ପ୍ରଶଂସକ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି। ଅଷ୍ଟ୍ରେଲିଆ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍…
Archives


