କରୋନା ଆକ୍ରାନ୍ତ ହେଲେ ଗୌତମ ଗୁଲାଟୀ
ମୁମ୍ବାଇ ୩୧।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗ ବସ୍ ସିଜିନ ୮ର ବିଜେତା ତଥା ଅଭିନେତା ଗୌତମ ଗୁଲାଟୀ। ଗୌତମ ଗୁଲାଟୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ…
ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’
ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ସବୁଆଡ଼େ ଭାରତୀୟ ଦଳର ପ୍ରଶଂସା ହେଉଛି। ବିଶେଷ କରି ଏହି ବିଜୟ ପରେ ଆଜିଙ୍କ୍ୟ ରାହାନେଙ୍କୁ…
ଅଭ୍ୟାସ ଆରମ୍ଭ କଲେ ହିଟ୍ମ୍ୟାନ୍: ବିସିସିଆଇ କହିଲା ‘ଇଞ୍ଜିନ୍ ଷ୍ଟାଟ୍ ହେବାକୁ ଯାଉଛି…’
ମେଲବୋର୍ନ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ଆଉ ଏକ ଖୁସି ଖବର ଆସିଛି। ହିଟ୍ମ୍ୟାନ୍ ରୋହିତ ଶର୍ମା ସୁସ୍ଥ ହୋଇ ଟିମ୍ ସହ ଯୋଡ଼ଇ ହୋଇଛନ୍ତି। ଗୁରୁବାର ସେ ଅଭ୍ୟାସ କରିଥିବା ନେଇ…
ଏହି ଫିଲ୍ମର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କ ହୃଦୟରେ ଲଗାଇଥିଲା ନିଆଁ
ମୁମ୍ବାଇ: ସମୟ ସହିତ ତାଳ ଦେଇ ଫିଲ୍ମ ମଧ୍ୟ ଅଧିକ ବୋଲ୍ଡ ହେଲାଣି। ଚୁମ୍ବନ ଦୃଶ୍ୟର ଶୁଟିଂ ଫିଲ୍ମରେ ସାଧାରଣ ହୋଇଗଲାଣି। ତଥାପି ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ପରଦାରେ ସେମାନଙ୍କ ସହ-ଷ୍ଟାରମାନଙ୍କୁ ଚୁମ୍ବନ ଦିଅନ୍ତି ନାହିଁ। ତଥାପି ବଲିଉଡ୍ର…
ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା
ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ତଥା ଭୋଜପୁରୀ ଅଭିନେତା ମନୋଜ ତିଓ୍ବାରୀଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଅର୍ଥାତ୍ ସେ ପୁଣିଥରେ ବାପା ହୋଇଛନ୍ତି। ମନୋଜ ଝିଅକୁ କୋଳରେ ଧରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାରକରି ଏହି ସୂଚନା ଦେଇଛନ୍ତି।ଅଭିନେତାଙ୍କର ଏହା…
ଏମିତି ସହର, ଯେଉଁଠି କୌଣସି ଗଳି କିମ୍ବା ରାସ୍ତାର ନାଁ ନାହିଁ
ଜର୍ମାନୀ: ଆଜିର ସମୟରେ ଗଳିକନ୍ଦି, ସାହିବସ୍ତିର ନାଁ ଥିବାବେଳେ ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ, ଗଳି, ରାସ୍ତା ସବୁ ବେନାମୀ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ସହର…
ପୁଣି ଭବିଷ୍ୟବାଣୀ କଲେ ବିଲ୍ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ
ଓ୍ବାଶିଂଟନ,୩୧ା୧୨: ବିଜ୍ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ କରିଛନ୍ତି। ଭୂତାଣୁ ବିରୋଧରେ ଟିକା ହେତୁ ୨୦୨୧ ବର୍ଷ ଭଲ ଆଶା ବଢ଼ାଉଥିବା ବିଲ୍…
ଲଭ୍ ଜିହାଦ: କେନ୍ଦ୍ର ସରକାରଙ୍କ ପାଖରେ ନାହିଁ କୌଣସି ସୂଚନା
ନୂଆଦିଲ୍ଲୀ,୩୧।୧୨: ଲଭ୍ ଜିହାଦ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶରେ ଲଭ୍ ଜିହାଦ ଆଇନ ପ୍ରଣୟନ ହୋଇସାରିଛି। ମଧ୍ୟପ୍ରଦେଶ କ୍ୟାବିନେଟ୍ରେ ଏହାକୁ ମଞ୍ଜୁରୀ ମିଳିଛି। ଏବେ ଏହା ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କ ପାଖରେ ପଡ଼ିରହିଛି।…
କରୋନା ଲଢ଼େଇରେ ବଡ଼ ଅଭିଯାନ: ଜାନୁୟାରୀ ୨ରୁ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ
ନୂଆଦିଲ୍ଲୀ,୩୧।୧୨: ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଜାନୁୟାରୀ ୨ଠାରୁ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ହୋଇଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ…
ଗର୍ଭରେ ଥିଲେ ଯାଆଁଳା ପିଲା, ଡେଲିଭରୀ ପୂର୍ବରୂ ପୁଣି ଥରେ ଗର୍ଭବତୀ ହେଲେ ମହିଳା
ଆମେରିକାର ଜଣେ ମହିଳାଙ୍କ ସହିତ ଏକ ଅଜବ ଘଟଣା ଘଟିଛି। ଯାଆଁଳା ପିଲା ଗର୍ଭଧାରଣ କରିବାର ଗୋଟିଏ ସପ୍ତାହ ପରେ ଜଣାପଡ଼ିଲା ତାଙ୍କ ଗର୍ଭରେ ତୃତୀୟ ପିଲା ରହିଛି। ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ଏହି ଟିକ୍ଟକ ମହିଳାଙ୍କ ଭିଡିଓ ଏବେ…
ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ
ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ପୋଷା କୁକୁର ଜ୍ୟାକି ଏବଂ ସ୍ତ୍ରୀ ଚମ୍ବାବାଈଙ୍କୁ ଘୋଷଣା କରିଛନ୍ତି। ଏସମ୍ପର୍କରେ…
ଟୁଇନ୍ ସିଟିରେ ୧୪୪ ଧାରା
ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଗୁରୁବାର ରାତିରୁ ରାଜ୍ୟ ସରକାର ନାଇଟ୍ କଫ୍ୟୁ ଜାରି କରିଥିବାବେଳେ ଟୁଇନ୍ ସିଟି ଅର୍ଥାତ୍ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଜିରୋ ନାଇଟ୍ ଭିଡ଼ ଏଡ଼ାଇବାକୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୁରୁବାର…
Archives


