ଟନେଲରେ ଅଟକି ରହିଛନ୍ତି ୩୦ ଜଣ
ଚାମୋଲି,୮।୨: ହିମସ୍ଖଳନ ଉତ୍ତରାଖଣ୍ଡ ଚାମୋଲିରେ ଲୋକଙ୍କ ଆଖିରେ ଲୁହ ଭରିଛି। ହଠାତ୍ ଏଭଳି ଘଟଣା ଘଟିବାରୁ ନିଜ ନିଜ ନିତିଦିନିଆ କାମରେ ବ୍ୟସ୍ତ ଥିବା ଲୋକେ କିଛି ଜାଣିବା ପୂର୍ବରୁ ନିଖୋଜ ହୋଇଯାଇଛନ୍ତି। ଇତିମଧ୍ୟରେ ନିଖୋଜଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଉଦ୍ଧାରକାର୍ଯ୍ୟ…
ଏକମାତ୍ର ଭାରତୀୟ ଭାବେ ଆଜାରୁଦ୍ଦିନଙ୍କ ନାଁରେ ରହିଛି ଏହି ନିଆରା ରେକର୍ଡ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ରେ ଅଧିନାୟକ ଦାୟିତ୍ୱ ତୁଲାଇ ଥିବା ଆଜାରୁଦ୍ଦିନ ନିଜ କ୍ୟାରିୟର ଅନେକ ରେକର୍ଡ ହାସଲ କରିଛନ୍ତି। ୧୯୬୦, ଫେବୃୟାରୀ…
ବିଜେଡିର ୮ ନୂତନ ସହପର୍ଯ୍ୟବେକ୍ଷକ
ଭୁବନେଶ୍ୱର,୮।୨(ବ୍ୟୁରୋ): ବିଜେଡି ପକ୍ଷରୁ ରବିବାର ସୁନ୍ଦରଗଡ ଜିଲା ସହିତ ୭ଟି ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ୮ ନବନିଯୁକ୍ତ ସହପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସୁନ୍ଦରଗଡ ଜିଲା ଲାଗି କୁନା ବିହାରୀ ଦାସଙ୍କୁ ସହ…
ରବିବାର ଶିକ୍ଷାଦାନ ବନ୍ଦ ନ କଲେ ଆଇନର ଆଶ୍ରୟ ନେବ ଓଷ୍ଟା
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଗତ ଜାନୁୟାରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ସରକାର ୧୦୦ ଦିନର ଶିକ୍ଷାଦାନ ଅବଧି ସ୍ଥିର କରି ରବିବାର ଶିକ୍ଷାଦାନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ…
ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮।୨(ବ୍ୟୁରୋ): ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ଲାଭ କରିବେ। କରୋନା ମହାମାରୀ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଯଦିଓ ମୁଖ୍ୟମନ୍ତ୍ରୀ ପୁରୀ…
ବାମ ସରକାରର ସଂସ୍କରଣ ଟିଏମ୍ସି
ନୂଆଦିଲ୍ଲୀ, ୮।୨: ପଶ୍ଚିମବଙ୍ଗର ସାମ୍ପ୍ରତିକ ସ୍ଥିତି ପାଇଁ ସେଠାର ରାଜନୀତିକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଭାଜପା ବେଙ୍ଗଲରେ ଅସଲ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି। ରବିବାର ହଳଦିଆଠାରେ ଏକ ରାଜନୈତିକ ର଼୍ୟାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…
ମିଜୋରାମରୁ ଆସିଲେ ୧୮ ନୂଆ ଅତିଥି
ବାରଙ୍ଗ,୮।୨(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ମିଜୋରାମର ଆଇଜଲ ଚିଡିଆଖାନାରୁ ୫ ପ୍ରଜାତିର ୧୮ ନୂଆ ପଶୁପକ୍ଷୀ ପହଞ୍ଚତ୍ଛନ୍ତି। କରୋନା କଟକଣା ଯୋଗୁ ଜୀବଜନ୍ତୁ ଆଣିବା ପ୍ରକିୟା ବନ୍ଦ ଥିବାବେଳେ ଚଳିତବର୍ଷର ଏହା ପ୍ରଥମ ଅଦଳବଦଳ ପ୍ରକିୟାର ଶୁଭାରମ୍ଭ ହୋଇଛି। ଏହି…
ସନି ଲିଓନିଙ୍କ ନାଁରେ ମାମଲା
ଥିରୁଭାନନ୍ତପୁରମ୍, ୮ା୨: ବଲିଉଡ୍ ଅଭିନେତ୍ରୀ ସନି ଲିଓନିଙ୍କ ନାଁରେ ୨୯ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ କରିଛି କେରଳ ପୋଲିସ। କୋଚି କ୍ରାଇମବ୍ରାଞ୍ଚ ତାଙ୍କୁ ଏ ନେଇ ପଚରାଉଚରା କରିଛି। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ସନିଙ୍କ ନାଁରେ…
ନିଜକୁ ହିନ୍ଦୁ କହିଲେ ମୀନା ହାରିସ୍
ଓ୍ବାଶିଂଟନ୍, ୮ା୨: ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଥିବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଝିଆରୀ ମୀନା ହାରିସ୍ ଟ୍ରୋଲ୍ର ଶିକାର ହୋଇଛନ୍ତି। ଏପରିକି ଟୁଇଟର ବ୍ୟବହାରକାରୀ ତାଙ୍କୁ ଟୁଇଟ କରି ‘ହିନ୍ଦୁ ଫୋବିୟା’ ବୋଲି କହିଥିଲେ। ନିଜ…
ଚିନ୍ତା ବଢ଼ାଇଲାଣି ହିମାଳୟ ଗ୍ଲେସିୟର
ନୂଆଦିଲ୍ଲୀ, ୮।୨:ଏକବିଂଶ ଶତାବ୍ଦୀ ଆରମ୍ଭରୁ ହିମାଳୟ ଅଞ୍ଚଳର ଗ୍ଲେସିୟର (ହିମବାହ) ଦୁଇଗୁଣା ଅଧିକ ବେଗରେ ତରଳୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ୨୦୧୯ରେ ପ୍ରକାଶିତ ସର୍ଭେ ଅନୁଯାୟୀ ଉତ୍ତାପ ବଢ଼ୁଥିବାରୁ ହିମବାହ ଶୀଘ୍ର ତରଳୁଛି। ପ୍ରତିବର୍ଷ ଦେଢ଼ଫୁଟ ଉଚ୍ଚର ବରଫ ତରଳୁଥିବାରୁ ଭାରତ…
ପ୍ରଧାନମନ୍ତ୍ରୀଙ୍କ ‘ଅମ୍ଫନ’ ସହାୟତା: ଖର୍ଚ୍ଚ କରିବାକୁ ଅନୁମତି ଦେଉନି କେନ୍ଦ୍ର
ଭୁବନେଶ୍ୱର,୮।୨(ବ୍ୟୁରୋ): ଓଡ଼ିଶା ବାତ୍ୟାପ୍ରବଣ ରାଜ୍ୟ। ଏଥିଯୋଗୁ ପ୍ରତ୍ୟେକ ବର୍ଷ ବହୁ ଧନ ଜୀବନ ନଷ୍ଟ ହେଉଛି। ବାତ୍ୟା ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଦୀର୍ଘକାଳୀନ ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ତେବେ…
ହିମବାହରୁ ଖଣ୍ଡପ୍ରଳୟ
ଡେରାଡୁନ୍, ୮।୨ :ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ ଗ୍ଲେସିୟର ବା ହିମବାହ। ଲକ୍ଷାଧିକ ବର୍ଷ ଧରି ଜମାଟ ବାନ୍ଧିଥିବା ଏହି ବରଫ ଉପତ୍ୟକାର ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଆସିଛି। ହେଲେ ଏହି ବରଫ ଚଟାଣ ଯେତେବେଳେ ଦୋହଲେ, ସେତେବେଳେ ଆସେ ଖଣ୍ଡପ୍ରଳୟ। କ୍ଷଣିକ ଭିତରେ…

