Home

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା…

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ ସମୟରୁ ଛୁଟି ନେଇ ବୁଲିବାକୁ ବାହାରକୁ ଯାଆନ୍ତି। ରାଜସ୍ଥାନରେ ନୂଆ ବର୍ଷ ପାଳନ କରିବା…

ପୁଣି ଚର୍ଚ୍ଚାରେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ହେବା ପରେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ଅନୁଷ୍କା କୌଣସି ଫଟୋ, ଭିଡିଓ କିମ୍ବା ଫିଲ୍ମ ପାଇଁ ନୁହେଁ ବରଂ ସ୍ବଚ୍ଛ ଭାରତ ଅଭିଯାନରେ ଭାଗ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କା…

ମରଣ ମୁହଁରୁ ଶ୍ରମିକଙ୍କୁ ଉଦ୍ଧାର କରୁଛନ୍ତି ଯବାନ

ଡେରାଡୁନ୍‌,୭।୨: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ ଦେଖିବାକୁ ମିଳିଛି। ବରଫ ଅତଡା ଖସି ଧୌଳି ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଉପଜୁଛି। ଫଳରେ ନିକଟରେ ଥିବା ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାଟି ପାଣି ପସିବା…

ଦିଦି କେଉଁ କଥାରେ ରାଗନ୍ତି; ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ହଳଦିଆରେ ପହଞ୍ଚିଛନ୍ତି। ସେ ଭାରତ ପେଟ୍ରୋଲିୟମ ନିଗମ ଏବଂ ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପ ବିଭାଗ ଦ୍ୱାରା ନିର୍ମିତ ଏଲପିଜି ଆମଦାନୀ ଟର୍ମିନାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପରେ ସେ…

ଇତିହାସ ରଚିଲା ଓ୍ବେଷ୍ଟଇଣ୍ଡିଜ୍‌

ଢାକା,୭।୨: ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୩୯୫ ରନ୍‌ର ଲକ୍ଷ୍ୟ ହାସଲ କରି ସେ ଐତିହାସିକ ବିଜୟ ରେକର୍ଡ କରିଛନ୍ତି। ଟେଷ୍ଟ ଇତିହାସରେ ଏହା ପଞ୍ଚମ ଥର ହୋଇଛି,…

ଉତ୍ତରାଖଣ୍ଡ ହିମସ୍ଖଳନ: ୧୦ ଜୀବନ ଗଲା, ୧୦୦ ନିଖୋଜ

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବରଫ ଅତଡା ଖସିବାରୁ ତପୋବନ ଟନେଲ ବ୍ଲକ ହୋଇଯାଇଥିଲା। ସେଠାରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ।…

ଉତ୍ତରାଖଣ୍ଡ ପାଇଁ ସମଗ୍ର ଦେଶବାସୀ ପ୍ରାର୍ଥନା କରୁଛନ୍ତି: ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ ଅଛନ୍ତି। ହଳଦିଆରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ମୋଦି ପ୍ରଥମେ ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ନେଇ ସେ ଦୁଃଖପ୍ରକାଶ କରିଛନ୍ତି। ସେ ଲଗାତର ଅପଡେଟ୍‌ ନେଉଛନ୍ତି, ପୂରା ଦେଶ ସେଠାରେ ଫସିଥିବା…

ଚାମୋଲିରେ ହିମସ୍ଖଳନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ଲକ୍ଷ୍ନୌ,୭।୨: ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାୟ ୧୫୦ ଲୋକ ନିଖୋଜ ଥିବା କୁହାଯାଉଛି। ପ୍ରଭାବିତ ଅଞ୍ଚଳରେ ସେନାକୁ ନିୟୋଜିତ କରାଯାଇଛି। ଏଥିସହିତ ଆଇଟିବିପି ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆତ୍ମହତ୍ୟା କରିବାକୁ ଚାହୁଁଥିଲି

ବମ୍ବେ: ବିଗ୍‌ବସ୍‌ର ଚଳିତ ସିଜନ୍‌ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ପାଲଟିଛନ୍ତି ରୁବିନା ଦିଲୈକ। ସ୍ବାମୀ ଅଭିନବ ଶୁକ୍ଳାଙ୍କ ସହ ତାଙ୍କର ଖଟାମିଠା ମୂହୁର୍ତ୍ତକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଏବେ ରୁବିନା ଶୋ’ରେ ଭାବବିହ୍ବଳ ହୋଇଥିବା ଦେଖାଯାଇଛି। ସେ ବେଶି ରାଗୁଥିବାରୁ…

ମୁଣ୍ଡ ପିଟିଦେଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ପାଳିରେ ଇଂଲଣ୍ଡ ୫୭୮ ରନ୍‌ କରିଛି। ଭାରତୀୟ ଖେଳାଳିଙ୍କ ଖରାପ ଫିଲ୍ଡିଂର ଭରପୂର ଫାଇଦା ଉଠାଇ ଇଂଲଣ୍ଡ ବିଶାଳ ସ୍କୋର କରିଛି। ମ୍ୟାଚ୍‌ର ତୃତୀୟ ଦିନରେ ଆର୍‌…

କୋରାପୁଟ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

କୋରାପୁଟ,୭।୨(ସ୍ବ.ପ୍ର.): ରବିବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଦିନିକିଆ କୋରାପୁଟ ଜିଲା ଗସ୍ତରେ ଆସି କୋରାପୁଟଠାରେ ନବନିର୍ମିତ ପୋଲିସ ଆର୍‌ଆଇ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏଥିସହ ଏଠାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଆୟୋଜିତ ସଭାରେ ମାଓବାଦୀ ଦମନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?