Home

୧୦ ଯାଏ ଶୀତ ଲହରି

ଭୁବନେଶ୍ୱର,୮।୨(ବ୍ୟୁରୋ): କିଛିଦିନ ଧରି ପାରଦ ସାମାନ୍ୟ ଉପରକୁ ଉଠିବା ପରେ ପୁଣି ନିମ୍ନଗାମୀ ରହିଛି। ରବିବାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଜ୍ୟର ବହୁ ଅଞ୍ଚଳରେ ୧୦ ଡିଗ୍ରୀ ତଳକୁ ରହିଛି। ବର୍ତ୍ତମାନ ରାଜ୍ୟ ମଧ୍ୟକୁ…

ପ୍ରସ୍ତାବିତ ଅଧିନିୟମକୁ ବିରୋଧ

ପୁରୀ ଅଫିସ,୮।୨: ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ଙ୍କ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ପାଇଁ ପ୍ରସ୍ତାବିତ ଚିଠା ଅଧିନିୟମ (ବାଇ-ଲ) ଜାରି ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ଚାରିପଟେ ରହୁଥିବା ସ୍ଥାନୀୟ ବାସିନ୍ଦା…

ଯବାନଙ୍କୁ ଜାଳିଦେଲେ

ମୁମ୍ବାଇ, ୮ା୨: ଭାରତୀୟ ନୌସେନାର ଜଣେ ଯବାନଙ୍କୁ ମୁମ୍ବାଇର ପାଲଘର ଜିଲାରେ କେତେଜଣ ଦୁର୍ବୃତ୍ତ ଜିଅନ୍ତା ଜାଳିଦେଇଛନ୍ତି। ମୃତକ ହେଲେ ଝାଡଖଣ୍ଡର ସୁରଜ କୁମାର ମିଥିଲେଶ ଦୁବେ। ସେ ତାମିଲନାଡ଼ୁର କୋଏମ୍ବାଟୁରଠାରେ କାର୍ଯ୍ୟରତ ଥିଲେ। ଜାନୁୟାରୀ ୩୦ରେ ସୁୁରଜ ଘରକୁ ଫେରୁଥିବାବେଳେ…

ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌, ଆଚାରଠୁ ଆରମ୍ଭ କରି ଭିନେଗାର, ଘିଅ, ତେଲ, ମସଲାଗୁଣ୍ଡ ଆଦି ବହୁ ଭେଜାଲ ସାମଗ୍ରୀ…

ନ୍ୟୁୟର୍କ ଆସେମ୍ବ୍ଲିରେ କଶ୍ମୀର ପ୍ରସଙ୍ଗ ଗୃହୀତ

ନ୍ୟୁୟର୍କ, ୮।୨(ପି.ଟି.): ଫେବୃୟାରୀ ୫କୁ ଗଭର୍ନର ଆଣ୍ଡ୍ର୍ୟୁ କୁମୋ ‘କଶ୍ମୀର ଆମେରିକୀୟ ଦିବସ’ ଭାବେ ଘୋଷଣା କରିବା ପାଇଁ ନ୍ୟୁୟର୍କ ରାଜ୍ୟ ଆସେମ୍ବ୍ଲିରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜମ୍ମୁ-କଶ୍ମୀରର ଉନ୍ନତ…

ଆଜିଠୁ ନବମ, ଏକାଦଶ

ଭୁବନେଶ୍ୱର, ୮।୨(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବ। ଦୀର୍ଘ ୧୦ମାସ ପରେ ପିଲା ସ୍କୁଲ୍‌ ଯାଇ ପାଠପଢ଼ିବେ। ସୋମବାରରୁ ଶନିବାର ପ୍ରତ୍ୟହ ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ୩ଟି ପିରିୟଡ଼ରେ ଶିକ୍ଷାଦାନ…

୧୮୦ ବର୍ଷ ବଞ୍ଚିବା ପାଇଁ ଏହି ବ୍ୟକ୍ତି ପ୍ରତିଥର ଖର୍ଚ୍ଚ କରୁଛନ୍ତି ଏତିକି ଟଙ୍କା, ଜାଣିଲେ…

ଆମେରିକାର ଜଣେ କୋଟିପତି ତଥା ବ୍ୟବସାୟୀ ୧୮୦ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏଠାକାର ୪୭ ବର୍ଷୀୟ ଡେଭ୍‌ ଏସ୍ପ୍ରେ ଦୀର୍ଘ ଜୀବନ ହାସଲ କରିବା ପାଇଁ…

ପ୍ରପୋଜ୍‌ ଡେ’ରେ ସାଥୀଙ୍କୁ ଏମିତି କୁହନ୍ତୁ ମନକଥା, ନଚେତ୍‌ ହୋଇଯିବେ ହାତଛଡ଼ା

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ୍‌ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’…

କ୍ରିକେଟ ଖେଳ ଭଳି ପାରିବାରିକ ଜୀବନ ବି ରହିଛି ଅନିଶ୍ଚିତ…

ମୁମ୍ବାଇ,୮।୨: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସୋମବାର ୫୮ ବର୍ଷ ପୂରଣ ହୋଇଛି। ୧୯୬୩ ଫେବୃୟାରୀ ୮ରେ ସେ ହାଇଦ୍ରାବାଦ୍‌ରେ ଜନ୍ମଗ୍ରହଣ କରିଥିଲେ। ସେ ୯୯ ଟେଷ୍ଟ ମ୍ୟାଚ ଖେଳି ୧୪୭ ଇନିଂସିରୁ ୬୨୧୫ ରନ ସଂଗ୍ରହ କରିଥିଲେ।…

ଡାଇବେଟିସ୍‌ ସମସ୍ୟାର ଆୟୁର୍ବେଦ ଚିକିତ୍ସା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅସୁବିଧା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ଶରୀରରେ ରକ୍ତ ଶର୍କରା ମାତ୍ରା ଖାଲିପେଟରେ ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ ରହିଲେ ଡାଇବେଟିସ୍‌…

ଜଣଙ୍କ ସହ ୪ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ଶିପରେ ରହି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏହି କ୍ରିକେଟର

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଯଦିଓ ସେ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂ କ୍ରେଜ୍‌ ଆଜିବି ଅଭୁଲା ହୋଇ ରହିଛି। କ୍ରିକେଟରେ ଯେତିକି ଲୋକପ୍ରିୟ, ବ୍ୟକ୍ତିଗତ ଜୀବନକୁ ନେଇ…

ନିର୍ମାଣଧୀନ କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୭।୨: ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂରେ ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ୫ଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁ ଲିଭାଉଛନ୍ତି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ। ଅନୁମାନ କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?