ମହିଳା କଏଦୀ ବିକିବେ ଖାଦ୍ୟସାମଗ୍ରୀ
ଭୁବନେଶ୍ୱର,୨।୧(ବ୍ୟୁରୋ): ଝାରପଡା ସ୍ବତନ୍ତ୍ର ଜେଲରେ ରହୁଥିବା ବିଚାରାଧୀନ ମହିଳା କଏଦୀମାନେ ବିଭିନ୍ନ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ହଳଦୀ, ଅଟା, ବେସନ ଓ ମୁଢ଼ି ଆଦି ସାମଗ୍ରୀ ତିଆରି କରୁଛନ୍ତି। ଏହାର ବିକ୍ରି ନିମନ୍ତେ ଜେଲ ବାହାରେ କାରାଗାର ଶିଳ୍ପ…
ସମ୍ବଲପୁରରେ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ: କହିଲେ ‘ହେବ ଶିକ୍ଷାର ହବ୍’
ସମ୍ବଲପୁର,୨।୧ (ବ୍ୟୁରୋ)- ବୁର୍ଲା ନିକଟ ବସନ୍ତପୁରରେ ସମ୍ବଲପୁର ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ନିର୍ମାଣର ଶିଳାନ୍ୟାସ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ…
ସରକାରଙ୍କ ବଡ଼ ଘୋଷଣା: ସମସ୍ତଙ୍କୁ ମାଗଣାରେ ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ଜାରି ରହିଛି। ଶନିବାରଠାରୁ ଦେଶବ୍ୟାପୀ ଡ୍ରାଏ ରନ୍ ଆରମ୍ଭ ହୋଇଛି। ତେବେ ସରକାରଙ୍କ ପକ୍ଷରୁ କରୋନା ଟିକାଦାନ ନେଇ ବଡ଼ ଘୋଷଣା କରାଯାଇଛି। ଦେଶରେ ସମସ୍ତଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି…
୩୩ ଦେଶରେ ନୂଆ ଷ୍ଟ୍ରେନ୍ ଆତଙ୍କ
ନୂଆଦିଲ୍ଲୀ,୨।୧: ବ୍ରିଟେନ୍ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଏବେ ପୃଥିବୀର ୩୩ଟି ଦେଶରେ ପହଞ୍ଚିଛି। କେତେକ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବାବେଳେ ନୂଆ ଷ୍ଟ୍ରେନ୍ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ୪୦ରୁ…
ରାଜନେତାଙ୍କୁ ଭଲପାଇ ପଡ଼ିଥିଲେ ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ: ବିବାହ ପର୍ଯ୍ୟନ୍ତ ଯାଇଥିଲା କଥା, ହେଲେ…
ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଜଣେ ରାଜନେତାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ, ଘରର ଚାପ ଆଗରେ ବଳିପଡ଼ିଯାଇଥିଲା ଏହି ପ୍ରେମ ସମ୍ପର୍କ।…
ଫାଶୀ ଦେଲେ ଅନ୍ନଦାତା: ସୁଇସାଇଡ୍ ନୋଟ୍ ଜବତ
ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡରରେ ଅନ୍ନଦାତାଙ୍କ ଆନ୍ଦୋଳନ ୩୮ ଦିନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଜଣେ ଆନ୍ଦୋଳନକାରୀଙ୍କର ହାର୍ଟ ଆଟାକ୍ରେ ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଗାଜିପୁର ବର୍ଡରରେ ଜଣେ ଆନ୍ଦୋଳନକାରୀ ଫାଶୀ…
ନୂଆବର୍ଷ ପାଳନ ସମୟରେ ୧୮ ଜଣଙ୍କ ମୃତ୍ୟୁ
ତିଗୁସିଗାଲପା,୨ ।୧: ହଣ୍ଡୁରାସ ପୋଲିସର ସୂଚନା ଅନୁଯାୟୀ, ନୂଆବର୍ଷ ପାଳନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପୂର୍ବବର୍ଷ ତୁଳନାରେ ଏହା କମ୍ ବୋଲି କହିଛନ୍ତି ନ୍ୟାଶନାଲ ପୋଲିସ ରିଗୋବେରଟୋ ରୋଡ୍ରିଗୁଜର…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ
ନୂଆଦିଲ୍ଲୀ,୨ ।୧: ଦଳିତଙ୍କ ଦେବଦୂତ କୁହାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କର ଶନିବାର ପରଲୋକ ହୋଇଛି । ୮୬ ବର୍ଷୀୟ ସିଂ ବେଶ କିଛିଦିନ ହେବ ଅସୁସ୍ଥ ଥିଲେ । ପଞ୍ଜାବ ଜଳନ୍ଧର ଜିଲାର ମୁଜାଫରପୁର…
ମାଡ଼ି ଆସୁଛି ବିପଦ: ୬୩ କୋଟିରୁ ଅଧିକଙ୍କୁ ମିଳିବନି ପିଇବା ପାଣି
ମାଦ୍ରିଦ୍,୨।୧: ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଏବଂ ଜଙ୍ଗଲ ନଷ୍ଟ ହେବାର କୁପ୍ରଭାବ ପୃଥିବୀ ଉପରେ ପଡ଼ିବାକୁ ଯାଉଛି। ଆଉ ୨୦ ବର୍ଷ ପରେ ୨୦୪୦ ବେଳକୁ ପୃଥିବୀରେ ଜଳସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି। ଏହାଯୋଗୁ ପୃଥିବୀର ଏକପଞ୍ଚମାଂଶ ଅର୍ଥାତ୍…
ଅନ୍ନଦାତାଙ୍କ ଆନ୍ଦୋଳନ: ଖାଦ୍ୟ ପାଇଁ ପ୍ରସ୍ତୁତ ହେଉଛି ୧୦ ହଜାର ବେଡ୍ ପକୋଡ଼ା, ୧ ଟନ୍ ଚା’
ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡର ଏବେ ମିନି ପଞ୍ଜାବରେ ପରିଣତ ହୋଇଛି। ଏଠାରେ ଦିନକୁ ଦିନ ଅନ୍ନଦାତାଭ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ନଦାତାଙ୍କ ଖାଇବା ପାଇଁ ପ୍ରତିଦିନ ଏଠାରେ ୨୦୦ ଲିଟର ଡିଜେଲ ଜଳାଯାଇ ଖାଧ୍ୟ ପ୍ରସ୍ତୁତ ହେଉଛି। ପ୍ରତିଦିନ ଜଳଖିଆ ପାଇଁ…
ଟିକାଦାନ ପୂର୍ବରୁ ଅଭ୍ୟାସ: ୧୧୬ ଜିଲାରେ ମକ୍ ଡ୍ରିଲ୍ ଆରମ୍ଭ
ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ପୂର୍ବରୁ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଶନିବାରଠାରୁ ଟିକାକରଣ ଅଭ୍ୟାସ (ମକ୍ ଡ୍ରିଲ୍) ଆରମ୍ଭ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ଆଦି ୪ ରାଜ୍ୟରେ ୪୮ ଘଣ୍ଟିଆ…
ଭାଜପାରେ ଶୁଭେନ୍ଦୁଙ୍କ ଭାଇ
କୋଲକାତା, ୨।୧: ନିକଟରେ ଭାଜପାରେ ଯୋଗଦେଇଥିବା ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ଟିଏମ୍ସି ନେତା ସୌମେନ୍ଦୁଙ୍କ ସମେତ ୧୪ ଜଣ କାଉନ୍ସିଲର ଏବଂ ଅନେକ ଦଳୀୟ କର୍ମୀ ନୂଆବର୍ଷରେ ପଦ୍ମ ଧରିଛନ୍ତି। ସୌମେନ୍ଦୁ ତୃଣମୂଳ କଂଗ୍ରେସ…
Archives


