Home

କପିଲ ଶର୍ମା କେତେ ଦିଅନ୍ତି ଇନ୍‌କମ୍‌ ଟ୍ୟାକ୍ସ ଶୁଣିଲେ ଉଡ଼ିଯିବ ହୋସ୍‌

ଛୋଟ ପରଦାର ଲୋକପ୍ରିୟ କମେଡି କଳାକାର କପିଲ ଶର୍ମା। କମେଡି କଳାକାର ସାଙ୍ଗକୁ ସେ ଜଣେ ଭଲ ଅଭିନେତା, ଆଙ୍କର, ହୋଷ୍ଟ ଏବଂ ଗାୟକ ମଧ୍ୟ। ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ତାଲିକାର ଶ୍ରେଷ୍ଠ ୧୦୦ରେ ମଧ୍ୟ ସେ ସ୍ଥାନ ପାଇ ସାରିଛନ୍ତି।…

ଏହି ଦେଶରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟଙ୍ଗା ଯାଇ ପାଳନ କରାଯାଏ ନୂଆବର୍ଷ, କାରଣ ଜାଣିଲେ…

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ…

ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି କ୍ରିକେଟର

ଇଂଲଣ୍ଡର ଭେଟେରାନ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ନଜର ପ୍ରେମିକା ମୋଲି କିଙ୍ଗ୍‌ଙ୍କ ସହ ନିର୍ବନ୍ଧ କରିଛନ୍ତି। ବ୍ରେଡ୍‌ ସୋସିଆଲ ମିଡିଆରେ ଏକ ଫଟୋ ଶେୟାରକରି ଏହି ସୂଚନା ଦେଇଛନ୍ତି। ମୋଲି ପେଶାରେ ଜଣେ ମଡେଲର। ୨୦୧୮ ମସିହାରୁ ମୋଲି ଏବଂ ବ୍ରଡଙ୍କ…

ଚାଇନାର ବଢ଼ିଲା ଚିନ୍ତା: ପୈଙ୍ଗୋଗ ହ୍ରଦ ନିକଟରେ ୧୨ ପାଟ୍ରୋଲିଂ ବୋଟ୍‌ ମୁତୟନ କରିବ ଭାରତ

ଲଦାଖ,୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୧୨ ପାଟ୍ରୋଲିଂ ବୋଟ ମୁତୟନ କରାଯିବାକୁ ଯୋଜନା…

ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ନେହା କକ୍କର, କହିଲେ..

ବମ୍ବେ: ଥରେ ବିବାହ କରି ମନ ଭରିନି, ଆଉ ଥରେ ବିବାହ କରିବାକୁ ମନ ବଳାଇଛନ୍ତି ଗାୟିକା ନେହା କକ୍କର। ନିକଟରେ ନିଜଠାରୁ ବୟସରେ ସାନ ପ୍ରେମିକଙ୍କ ହାତ ଧରି ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ ସେ। ଏବେ ସେ କାମକୁ ଫେରିଛନ୍ତି।…

ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ

କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ। ହାତ, ଛାତି ଏବଂ ପିଠିରେ ଯନ୍ତ୍ରଣା…

କରିସ୍ମା କପୁର ଘରେ ଏକା ଥିବାର ସୁଯୋଗ ନେଇ ବେଡ୍‌ରୁମ୍‌ରେ ପଶିଯାଇଥିଲେ ଅଜଣା ବ୍ୟକ୍ତି: କରିଥିଲେ ଏହି ଖରାପ କାମ…

ବଲିଉଡ୍‌ରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ବିବାହ ପରଠାରୁ ସେ ଫିଲ୍ମରୁ ଦୂରେଇ ଯାଇଥିଲେ। ମାତ୍ର ସ୍ବାମୀ ସଞ୍ଜୟ କପୁରଙ୍କ ଠାରୁ ଅଲଗା ହେବା ପରେ ସେ ପୁଣିଥରେ…

ଅନ୍ନଦାତା କରିବେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୨।୧: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ଇତିମଧ୍ୟରେ ୩୮ ଦିନରେ ପହଞ୍ଚିଛି। ଜାନୁୟାରୀ ୪ରେ ସରକାର ଏବଂ ଚାଷୀ ସଂଗଠନ ନେତାଙ୍କ ମଧ୍ୟରେ ୬ଷ୍ଠ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଅସଫଳ ହେଲେ ଜାନୁୟାରୀ ୨୬ରେ ଚାଷୀ…

ରାଜ୍ୟରେ ନୂଆ ୨୫୧ କରୋନା ପଜିଟିଭ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର, ୨।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଆଖି ବୁଜୁଛନ୍ତି। ତେବେ ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା…

ଷ୍ଟେଶନ ନିକଟରୁ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ

ବାରିପଦା ଅଫିସ, ୨।୧: ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେଶନ ବଜାର ରେଳଷ୍ଟେଶନ ନିକଟରୁ ଶନିବାର ସକାଳେ ଜଣେ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ଭଦ୍ରକ ଜିଲା ବାସୁଦେବପୁର ପଢୁଆ ପଞ୍ଚାୟତର ଭଗବାନ ମହାନ୍ତି। ଭଗବାନ ରେଳ…

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼: ୮ ଆହତ

ଶ୍ରୀନଗର,୨।୧: ଜମ୍ମୁ-କଶ୍ମୀରର ପୁଲଓ୍ବାମାର ତ୍ରାଲ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୮ ସାଧାରଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଶ୍ମୀର…

ଅନୁଷ୍କା ବେଶି ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ ଏହି ବ୍ୟକ୍ତି: ଆଉ ତା ପରେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଷ୍ଟାଇଲିଷ୍ଟ। ତାଙ୍କର ସମସ୍ତ ଶୈଳୀକୁ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ଦୀର୍ଘ ୨ ବର୍ଷ ହେବ ସେ ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ଅନେକ ସଫଳ ଫିଲ୍ମରେ କାମ ରି ନିଜକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri