ସଂସଦ ଭବନ ନିକଟରେ ସନ୍ଦିଗ୍ଧ ଯୁବକ: ବ୍ୟାଗ୍ରୁ କୋଡ୍ଓ୍ବାର୍ଡରେ ଲେଖାଥିବା ଚିଠି ଜବତ
ନୂଆଦିଲ୍ଲୀ, ୨୬।୮: ସଂସଦ ଭବନ ପାଖରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବୁଧବାର ଦିଲ୍ଲୀ ପୋଲିସ ପକ୍ଷରୁ ହେପାଜତରେ ରଖି ପଚରା ଉଚରା କରାଯାଉଛି। ସେ ବିଜୟ ଚୌକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବାର ଦେଖି ପୋଲିସ ତାଙ୍କୁୁ ପଚରା ଉଚରା…
୩୦% କମିଲା ସିଲାବସ୍
ଭୁବନେଶ୍ୱର,୨୬।୮(ବ୍ୟୁରୋ): କରୋନା ପାଇଁ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ୍। ୩୦% ସିଲାବସ୍ ହ୍ରାସ ହୋଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି। ତେବେ ୩ଟି କମିଟିର ସୁପାରିଶ ଆଧାରରେ…
ପୃଥିବୀକୁ ଧ୍ୱଂସ କରିବା ଲାଗି ପାକିସ୍ତାନ ସହିତ ହାତ ମିଳାଇଛି ଚାଇନା: ପ୍ରସ୍ତୁତ ହେଉଛି ଜୈବିକ-ରାସାୟନିକ ଅସ୍ତ୍ର !
ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୮: ପୃଥିବୀରୁ କରୋନା ମହାମାରୀ ସଂକ୍ରମଣ ହଟିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଜୈବିକ ଅସ୍ତ୍ର ଏବଂ ରାସାୟନିକ ଅସ୍ତ୍ର ପ୍ରସ୍ତୁତ କରି ପୃଥିବୀ ଉପରେ ଅଧିକାର ସାବ୍ୟସ୍ତ କରିବାର ଷଡ଼ଯନ୍ତ୍ର ରଚିଛି। ଏନେଇ…
ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୩…
CORONAVIRUS UPDATE: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର ଗୋଟିଏ ଦିନରେ ୩,୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
ରାହୁଲ ପର୍ଦ୍ଦାପଛର ନାୟକ: ସୋନିଆ ନାମକୁ ମାତ୍ର ଅଧ୍ୟକ୍ଷା
ନୂଆଦିଲ୍ଲୀ, ୨୬।୮: କଂଗ୍ରେସର ନେତୃତ୍ୱ ସଙ୍କଟ ନେଇ ଦଳୀୟ ଅସନ୍ତୋଷ ଏବେ ପଦାରେ ପଡ଼ିଛି। ଦଳରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ବୋଲାଉଥିଲେ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରାହୁଲ ଗାନ୍ଧୀଙ୍କ ହାତରେ ଥିବା ଅଭିଯୋଗ ହୋଇଛି। ଏନେଇ ଦିଗ୍ ବିଜୟ ସିଂ ମୁହଁ…
ଏସବୁ ୫ ଦେଶରେ କମୁଛି କରୋନା ସଂକ୍ରମଣ…
ଓ୍ବାଶିଂଟନ/ ନୂଆଦିଲ୍ଲୀ, ୨୬।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ତେବେ ୫ଟି ଦେଶରେ କରୋନା ସଂକ୍ରମଣ କମୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସେସବୁ…
ହାରୁଛି କରୋନା: ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା
ନୂଆଦିଲ୍ଲୀ, ୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିମା ପଡ଼ିଛି। ଗତ ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୩ ଅଗଷ୍ଟ ମଧ୍ୟରେ ଦେଶରେ ୨…
ଥରିଲା ପଶ୍ଚିମବଙ୍ଗ
କୋଲକାତା, ୨୬।୮: ପଶ୍ଚିମବଙ୍ଗରେ ବୁଧବାର ସକାଳ ୭ଟା ୫୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ଦୁର୍ଗାପୁର ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି। କ୍ଷୟକ୍ଷତି…
ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି
ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର ରପ୍ତାନି ହରାଇଥିବାବେଳେ ୧୨ କୋଟିରୁ ଅଧିକ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଥିବା ଜାତିସଂଘ…
ବଢ଼ିଲା ରତ୍ନଅଳଙ୍କାର ଯାଞ୍ଚ ସମ୍ଭାବନା
ପୁରୀ ଅଫିସ,୨୬ା୮:ଖୋଲିବ କି ଭିତର ରତ୍ନଭଣ୍ଡାର? ଯାଞ୍ଚ ହେବ କି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର? ଦୀର୍ଘଦିନ ଧରି ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ଆଶା ଆଶଙ୍କା ଲାଗିରହିଛି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି କରିଛି ଆଇନ ବିଭାଗର ଚିଠି। ୨…
୧୪ରୁ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ, ୨୬।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଏହି ସୁପାରିସ୍ କରିଛି। ସୂତ୍ର ଅନୁଯାୟୀ ମୌସୁମୀ ଅଧିବେଶନରେ ମୋଟ ୧୮ଟି ସିଟିଂ ରହିବ। ଶନିବାର ଓ…

