Home Middle

ପରମାଣୁ ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆର ଆକ୍ରମଣ

କ୍ୱିଭ୍‌,୪।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ନବମ ଦିନ। ରୁଷିଆ ପକ୍ଷରୁ ଆକ୍ରମଣ ଜାରି ରଖିବାବେଳେ ଶୁକ୍ରବାର ୟୁକ୍ରେନର ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଶ୍ଚିତ କରିଛନ୍ତି। ସ୍ଥାନୀୟ ସମୟ ଅପରାହ୍ନ…

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ, କ୍ୱିଭ-ମସ୍କୋ ମଧ୍ୟରେ ଶୀଘ୍ର ତୃତୀୟ ବୈଠକ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ବିବାଦ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି । ରୁଷିଆର ଆକ୍ରମଣ ଫଳରେ ଶୁକ୍ରବାର ସକାଳେ ୟୁକ୍ରେନରେ ଥିବା ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଜପୋରିଝିଆରେ ନିଆଁ ଲାଗିଥିବା ସୂଚନା ମିଳିଛି । ଚେର୍ନୋବିଲଠାରୁ…

ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟରେ ପୁଟିନ୍‌ କଣ୍ଟା

ହଂକଂ,୪ା୩:ଶକ୍ତିଶାଳୀ ଚାଇନା ଯାହା ନିର୍ମାଣ କରିବାକୁ ଚାହୁଁଛି ମହତ୍ତ୍ୱାକାଂକ୍ଷୀ ରୁଷିଆ ତାକୁ ଧ୍ୱଂସ କରୁଛି। ବେଜିଂ ନିଜ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଯେଉଁ ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜି୍ୟକ, ନିବେଶ ଓ କାରିଗରି ସମ୍ପର୍କ ପ୍ରତିଷ୍ଠା…

ପ୍ରଥମେ ପରମାଣୁ ଯୁଦ୍ଧ କରିବ ନାହିଁ ରୁଷିଆ

ମସ୍କୋ,୩ ।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । କାରଣ ୟୁକ୍ରେନ ଉପରେ ରୁଷିଆ ବିଜୟ ଚାହୁଁଛି । ଏମିତିକି ରୁଷିଆ ପରମାଣୁ ଯୁଦ୍ଧର ବି ଚେତାବନୀ ଦେଇ ସାରିଛି ।…

ନବରଙ୍ଗପୁର, କଳାହାଣ୍ଡିରେ ଭୂକମ୍ପ

ନବରଙ୍ଗପୁର,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଏବଂ କଳାହାଣ୍ଡିରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏ ଏହା ଅନୁଭୂତ ହୋଇଥିଲା। ନବରଙ୍ଗପୁର ଜିଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ…

ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଟିକେ ବି ଜାଣିନାହାନ୍ତି ଏହି ୬ ବ୍ୟକ୍ତି

ମସ୍କୋ,୩ା୩: ୨୦୨୨ ଫେବୃୟାରୀରେ ତୃତୀୟ ବିଶ୍ୱଯୁଦ୍ଧର ଝଲକ ଦେଖାଇଛି ରୁଷିଆ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁକ୍ରେନର ବାହାରେ ଥିବା ଲୋକମାନେ ଯଥାଶୀଘ୍ର…

ରୁଷିଆକୁ ବଡ଼ ଝଟ୍‌କା

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ୟୁକ୍ରେନରେ ରୁଷିଆ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଛି। ଏହି ସମୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ କରି ରୁଷିଆର ସୈନିକମାନଙ୍କୁ ୟୁକ୍ରେନରୁ ଓହରିଯିବାକୁ…

ଗୁରୁବାର ଘର ବାହୁଡ଼ିବେ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟ…

ନୂଆଦିଲ୍ଲୀ,୩।୩ : ଅପରେଶନ ଗଙ୍ଗା ଅନ୍ତର୍ଗତ ଗୁରୁବାର ୟୁକ୍ରେନରୁ ୩,୭୨୬ ଛାତ୍ରୀଛାତ୍ର-ଭାରତୀୟଙ୍କୁ ଫେରାଇ ଅଣାଯିବ। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି। ଏନେଇ ୧୮ଟି ବିମାନ ଉଡାଣ କରିବ। ସେ କହିଛନ୍ତି ଯେ ବୁକାରେଷ୍ଟରୁ…

ଭାରତ ସରକାର ନିଜ କାମ କରୁଛନ୍ତି, ପୁଟିନ୍‌ଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରି ହେବନି…

ନୂଆଦିଲ୍ଲୀ,୩।୩ : ୟୁକ୍ରେନ୍‌ରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଭାରତ ସରକାରଙ୍କ ପକ୍ଷରୁ କରାଯାଉଛି। ସରକାର ନିଜ କାମ କରୁଛନ୍ତି। କିନ୍ତୁ ଭାରତ ସରକାର ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିପାରିବେ ନାହିଁ…

୬ ଘଣ୍ଟା ଯୁଦ୍ଧ ବନ୍ଦ କରିବ ରୁଷିଆ

କ୍ୱିଭ୍‌,୩ା୩: ଗୁରୁବାର ହେଉଛି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଭାରତ ସରକାର ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏଥିପାଇଁ ବାୟୁସେନାର ସାହାଯ୍ୟ ମଧ୍ୟ…

୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍‌ ପହଞ୍ଚିଲେ ୪ ବିମାନ…

ଗାଜିଆବାଦ୍‌,୩।୩ : ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି ବିମାନ ଗାଜିଆବାଦ୍‌ର ହିଣ୍ଡନ ଏୟାରବେସ୍‌ରେ ପହଞ୍ଚିଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ରୋମାନିଆର…

‘ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ ଆସିନାହିଁ’

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭାରତୀୟ ସରାକର। ଫସିଥିବା ଭାରତୀୟ ନାଗରିକଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ କ୍ରମାଗତ ଯୋଗାଯୋଗ ରଖିଥିବା କୁହାଯାଇଛି। “କୌଣସି ଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ ଆମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?