Home Middle

ଦେଶରେ ୧୨-୧୭ ବର୍ଷ ବୟସର କିଶୋରଙ୍କ ଟିକାକରଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୫ ।୩: କରୋନା ଟିକାକରଣକୁ ନେଇ ଦେଶ ବେଳକୁ ବେଳ ନୂଆ ସଫଳତା ହାସଲ କରିବାରେ ଲାଗିଛି । ଇତିମଧ୍ୟରେ ପିଲାମାନଙ୍କ ଟିକାକରଣକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଡିସିଜିଆଇର ବିଶେଷ ବିଶେଷଜ୍ଞ ସମିତି ୧୨-୧୭ ବର୍ଷର କିଶୋରମାନଙ୍କ…

ଆଉ ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିଚାଳନା କମ୍ପାନୀ ପକ୍ଷରୁ ଶୁକ୍ରବାର ସଂକ୍ଷିପ୍ତ ବିବୃତ୍ତି ଜାରି କରି ସୂଚନା…

ପୁଟିନ୍‌ଙ୍କ ମୁଣ୍ଡ ଗଡ଼ାଇବା ପାଇଁ ଆମେରିକା ଏମ୍‌ପିଙ୍କ ଆହ୍ବାନ

ଓ୍ବାଶିଂଟନ୍‌,୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ନିଜର ବିଜୟ ପଥରେ ରୁଷିଆ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ମଧ୍ୟ ନିଜ ଦେଶର ସମ୍ମାନ ବଞ୍ଚାଇବାକୁ ପଛଘୁଞ୍ଚା ଦେଉନାହିଁ। ୟୁକ୍ରେନର ଏହି ଆକ୍ରମଣ ଯୋଗୁ ବିଭିନ୍ନ ଦେଶ ରୁଷିଆ…

ଜେଲେନସ୍କିଙ୍କୁ ୭ ଦିନରେ ୩ ଥର କରାଯାଇଥିଲା ହତ୍ୟା ଉଦ୍ୟମ!

କ୍ୱିଭ,୪ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ଆଜି ହେଉଛି ନବମ ଦିନ । ୨୪ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏବେ ଏହା ଭୟଙ୍କର ରୂପ ଧାରଣ କଲାଣି । ଇତିମଧ୍ୟରେ ଟାଇମ୍ସ ଅଫ୍ ଲଣ୍ଡନରେ ପ୍ରକାଶ…

ବାରାଣସୀରେ ମୋଦିଙ୍କ ୩ କି.ମି ଲମ୍ବା ରୋଡ ଶୋ’

ବାରାଣସୀ,୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି। ପୂର୍ବରୁ ନିର୍ବାଚନର ୬ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଏବେ କେବଳ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି। ମାର୍ଚ୍ଚ ୭ରେ ଶେଷ ମତଦାନ ହେବାକୁ ଥିବା ବେଳେ…

ରୁଷିଆରେ ଫେସ୍‌ବୁକ୍‌ ସହିତ ଆଉ କିଛି ଓ୍ବେବ୍‌ସାଇଟ୍‌ ଡାଉନ୍‌

ମସ୍କୋ,୪ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହା ଭିତରେ ରୁଷିଆର ଅନେକ ମିଡିଆ ଓ୍ବେବସାଇଟ ଡାଉନ୍‌ ହୋଇଥିବା ଜଣାପଡ଼ିଛି। ଏଥିରେ ଫେସବୁକ୍‌ ମଧ୍ୟ ଅନ୍ତର୍ଭୁକ୍ତ। କୁହାଯାଉଛି, ଯୁଦ୍ଧ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଲୋକଙ୍କ ଜିଭରେ ଲଗାମ ଦେବାକୁ ଏହା…

ପରମାଣୁ ପ୍ଲାଣ୍ଟ କବ୍‌ଜା କଲା ରୁଷିଆ

କ୍ୱିଭ୍‌,୪।୩: ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ଜାପୋରିଜିଆ ପରମାଣୁ ପାଓ୍ବାର ପ୍ଲାଣ୍ଟକୁ କବ୍ଜା କରି ନେଇଛି। ଏହାପୂର୍ବରୁ ରୁଷିଆ ସେନା ଏହାକୁ ବୋମାମାଡ଼ କରିଥିଲା, ଏହା ପରେ ପ୍ଲାଣ୍ଟ ପରିସରରେ ଧୂଆଁ ବାହାରୁଥିଲା। ଆମେରିକା, ବ୍ରିଟେନ ଇତ୍ୟାଦି ଏହା ଉପରେ ଉଦବେଗ ପ୍ରକାଶ…

ରୋମାନିଆ ମେୟର-ବିମାନ ଚଳାଚଳ ମନ୍ତ୍ରୀ ମୁହାଁମୁହିଁ

ରୋମାନିଆ,୪ା୩: ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେଶନ ଗଙ୍ଗା’କୁ ଜୋର୍‌ଦାର କରାଯାଇଛି। ଏହି ପ୍ରକ୍ରିୟାରେ ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚିଥିବା ଭାରତୀୟଙ୍କୁ…

ଟସ୍‌ ଜିତିଲା ଭାରତ

ମୋହାଲି,୪।୩: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଖେଳୁଥିବା ଏକାଦଶରେ ଶ୍ରେୟସ ଆୟର ଏବଂ ହନୁମା ବିହାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।…

ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ ଘଟଣାକୁ ନେଇ ଜେଲେନସ୍କିଙ୍କ ସହ କଥା ହେଲେ ବାଇଡେନ

ୱାଶିଂଟନ,୪ ।୩: ୟୁକ୍ରେନର ଏନରହୋଦର ସହରରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଜାପୋରଝିଆରେ ରୁଷିଆ ପକ୍ଷରୁ ବିସ୍ଫୋରଣ କରାଯିବା ପରେ ଶୁକ୍ରବାର ଏଥିରେ ଅଚାନକ ନିଆଁ ଲାଗିଯାଇଛି । ଯଦି ଏଥିରେ ବିସ୍ଫୋରଣ ହୁଏ ତେବେ ଏହା…

କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଗୁଳି ଫୁଟିିବାରୁ ଜଣେ ଭାରତୀୟ…

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ ଘଟଣାକୁ ନେଇ ଚେତାବନୀ ଦେଲା ଆଇଏଇଏ

ଭିଏନା,୪ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଥିବା ବେଳେ ବେଳକୁ ବେଳ ଏହା ଭୟଙ୍କର ରୂପ ଧାରଣ କରୁଛି । ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହର ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?