Home Middle

ହିଜାବ୍‌ ପ୍ରସଙ୍ଗ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ କହିଲେ ହାଇକୋର୍ଟ…

ବେଙ୍ଗାଲୁରୁ, ୮।୨ : କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଏହାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ…

ପୁଣି ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ୫ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନତୀ ଓ ଅପାରଗତା ପାଇଁ ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅବସର ନେଇଥିବା ଅଧିକାରୀମାନେ ହେଲେ ବରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର…

ମହିଳା ନିର୍ଯାତନା, ଉତ୍ତରପ୍ରଦେଶ ଆଗରେ-ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୮।୨ : ଅଲୱାରରେ ନାବାଳିକା ହୁଅନ୍ତୁ କିମ୍ବା ଉତ୍ତରପ୍ରଦେଶର ମହିଳା ହୁଅନ୍ତୁ, ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏହି କ୍ରମରେ ଜାତୀୟ ମହିଳା ଆୟୋଗ ଦ୍ୱାରା ୨୦୨୧ରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାର ଏକ…

ସୋନ୍‌ ନଦୀର ସୁନା ଭଳି ଚକମକ କରୁଥିବା ବାଲି ଚୋରି, ଡ୍ରୋନ୍‌ ଦ୍ୱାରା ଭିଡ଼ିଓ ଶୁଟିଂ…

ଆରା, ୮।୨ : ବିହାରର ଆରା ଠାରେ ପୁଷ୍ପା ଚଳଚ୍ଚିତ୍ର ଭଳି ଏକ ନୂଆ କାହାଣୀ ଦେଖିବାକୁ ମିଳୁଛି । ଏଠାରେ ଲାଲ ଚନ୍ଦନ କାଠ ନୁହେଁ, ସୁନା ଭଳି ଚକମକ କରୁଥିବା ବାଲିର ଚୋରା ଚାଲାଣ ହେଉଛି। ସୋନ୍‌ ନଦୀରେ…

ଭାଜପା ଘୋଷଣା ପତ୍ର, ପ୍ରତି ପରିବାରରେ ଜଣଙ୍କୁ ଚାକିରି-ଛାତ୍ରୀଙ୍କୁ ସ୍କୁଟି-ଛାତ୍ରଙ୍କୁ ଲାପଟପ୍‌…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପକ୍ଷରୁ ମଙ୍ଗଳବାର ନିଜର ଘୋଷଣା ପତ୍ର ପ୍ରକାଶ କରାଯାଇଛି। ଏହାର ନାମ ‘ଲୋକ କଲ୍ୟାଣ ସଙ୍କଳ୍ପ ପତ୍ର’ ରଖାଯାଇଛି। ଏଥିପାଇଁ ଭାଜପା ପକ୍ଷରୁ ‘ପରାମର୍ଶ ଆପକା, ସଙ୍କଳ୍ପ ହମାରା’ ନାମରେ…

୫ ରାଜ୍ୟର ୮ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ, ୮।୨ : ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ପଞ୍ଜାବ ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୧୦ରୁ ମତଦାନ ଏସବୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ସେଥିମଧ୍ୟରୁ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ, ଉତ୍ତରାଖଣ୍ଡର…

ୟୁକ୍ରେନ୍‌ ସାଜିଛି ବଳିର ଛେଳି, ବାଇଡେନ୍‌ ପୁଟିନ୍‌ ପୁଣି ମୁହାଁମୁହିଁ…

ଓ୍ବାଶିଂଟନ, ୮।୨ : ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ବାଇଡେନ୍‌ ସୋମବାର ଧମକ ଦେଇଛନ୍ତି…

ସକ୍ରିୟ ମାମଲା ୧୦ ଲକ୍ଷ ତଳେ…

ନୂଆଦିଲ୍ଲୀ, ୮।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ୬୭ ହଜାର ୫୯୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…

ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୮।୨(ବ୍ୟୁରୋ): ଫେବୃୟାରୀ ୭ରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍‌ ସପ୍ତାହ। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସତର୍କତା ଜାରି କରାଯାଇଛି। ସାଇବର ଠକେଇ ଆଶଙ୍କା କରି କ୍ରାଇମ୍‌ବ୍ରାଞ୍ଚ ଏହି ପଦକ୍ଷେପ ନେଇଛି। ଅଜଣା କଲ୍‌ ଓ ଗିଫ୍ଟ ଆଦି ଦେବା ନେବାରେ ସତର୍କତା ଅବଲମ୍ବନ…

ଭିଜିଲାନ୍ସ ଜାଲରେ ସହକାରୀ ଜିଲାପାଳ

ରାଉରକେଲା ଅଫିସ, ୮।୨: ରାଉରକେଲାର ସହକାରୀ ଜିଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ମନୋରଞ୍ଜନଙ୍କ ଛେଣ୍ଡସ୍ଥିତ ୨ଟି ଘର, କାର୍ଯ୍ୟାଳୟ ,…

କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ

ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ ଏହା କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିବା ପରେ ଏବେ ଏହା ଉପରେ ସାରା ବିଶ୍ୱରେ…

କରୋନା ଭାଇରସ: ୩ଟି ଭ୍ୟାକ୍ସିନକୁ ମିଶାଇ ପ୍ରଥମଥର କରାଯିବ ଅଧ୍ୟୟନ, ଭାରତ ବାୟୋଟେକ ମାଗିଲା ଅନୁମତି

ନୂଆଦିଲ୍ଲୀ,୮ ।୨: ଦେଶରେ ପ୍ରଥମଥର ଲାଗି କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଥିବା ୩ଟି ଭ୍ୟାକ୍ସିନକୁ ମିଶାଇ ଚିକିତ୍ସା ଅଧ୍ୟୟନ ଆରମ୍ଭ କରାଯିବ । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କମ୍ପାନୀ ଏହି ଅଧ୍ୟୟନ ପାଇଁ ଅନୁମତି ମାଗିଛି । ଡ୍ରଗ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri