ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗି ରହିଲେ ବଢ଼ିବ ଆଣବିକ ଆକ୍ରମଣ ବିପଦ

ଓ୍ବାଶିଂଟନ,୧୭ା୩: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ହେବାର ତିନି ସପ୍ତାହ ବିତିଗଲାଣି।  ଯୁଦ୍ଧର ପରିଣାମ ମଧ୍ୟ ଭୟଙ୍କର ରହିଛି।

ଯଦି ପରମାଣୁ ବୋମା ବ୍ୟବହୃତ ହୁଏ, ତେବେ ଏହା ବଡ଼ ବିନାଶର କାରଣ ହୋଇପାରେ। ଅନୁମାନ କରାଯାଉଛି ରୁଷିଆ ନିକଟରେ ପ୍ରାୟ ୨୦୦୦ ଆଣବିକ ଅସ୍ତ୍ରଶସ୍ତ୍ର ରହିଛି। ଯାହା ଯୁଦ୍ଧକ୍ଷେତ୍ରରେ ସହଜରେ ବ୍ୟବହାର କରାଯାଇପାରିବ। ଏଗୁଡ଼ିକୁ ଟେକ୍ନିକାଲ ପରମାଣୁ ଅସ୍ତ୍ର କୁହାଯାଏ। ଏପରି ଅନେକ ଆଧୁନିକ କୌଶଳ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି, ଯାହା ଜାପାନର ହିରୋସୀମା ଏବଂ ନାଗାସାକି ଉପରେ ପଡ଼ିଥିବା ପରମାଣୁ ବୋମା ଅପେକ୍ଷା ଅଧିକ ବିନାଶର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ମଦ୍ରାସା ଉପରେ ହେବ ସରକାରୀ ନିୟନ୍ତ୍ରଣ: ପାକିସ୍ତାନ

ଇସ୍‌ଲାମାବାଦ,୩୦।୪: ପାକିସ୍ତାନ ସରକାର ସୋମବାର ଘୋଷଣା କରିଛନ୍ତି କି ପାକିସ୍ତାନରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ମଦ୍ରାସାକୁ ମୁଖ୍ୟଧାରାର ଶିକ୍ଷା ପ୍ରଣାଳୀରେ ସାମିଲ କରାଯିବ। ପାକିସ୍ତାନ...

୨୦୨୨ରେ ଶେଷ ହେବ ମହାମାରୀ

ଜେନେଭା,୨।୧: କୋଭିଡ୍‌-୧୯ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ...

ବ୍ରେନ୍‌ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍‌କୁ ଖାଉଥିବା ମାରାତ୍ମକ ଏମୋଇବା...

ଭାରତରେ ଫୁଟିବ କରୋନା ବୋମା

ଜାତିସଂଘ, ୭ା୬: ମହାମାରୀ କରୋନା ବିଶ୍ୱକୁ କଲବଲ କରିଚାଲିଛି। ଏବେ ୬୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩.୯୮ ଲକ୍ଷ ଲୋକଙ୍କ...

ଥିଏଟରକୁ ରୁଷିଆର ଟାର୍ଗେଟ

କ୍ୱିଭ୍‌, ୧୮ା୩:ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ନ ଦେଇ ରୁଷୀୟ ସୈନ୍ୟ ଯେକୌଣସି...

ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ତାଲିବାନ

କାବୁଲ,୧୯।୯: ଦକ୍ଷିଣ ଆଫଗିସ୍ତାନର ଜାବୁଲ ସହରରେ ଗୁରୁବାର ହୋଇଥିବା ବିସ୍ଫୋରଣରେ ଏବେ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୫୦ରୁ ଊର୍ଦ୍ଧ୍ୱ...

ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର

ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା...

ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍‌: ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ

ଓ୍ବାଶିଂଟନ୍‌,୨୦।୯: ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ। ଆଉ ଏହି ଚ୍ୟାଲେଞ୍ଜର ନାଁ...

Advertisement
Archives

Model This Week