୩୧ ୟୁରୋପୀୟ କୂଟନୀତିଜ୍ଞ ରୁଷିଆରୁ ହେବେ ବହିଷ୍କୃତ, ଆମେରିକା ୬୩୫ ରୁଷୀୟ-୩ ଅଧିକାରୀଙ୍କ ବିରୋଧରେ ଲାଗୁ କରିବ ଭିଜା କଟକଣା…
ମସ୍କୋ/କ୍ୱିଭ୍, ୨୧।୪ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଜାରି ରହିଛି। ରୁଷିଆ ପୂର୍ବ ୟୁକ୍ରେନର ଶିଳ୍ପାଞ୍ଚଳର କୋଇଲା ଖଣି ଏବଂ କାରଖାନାକୁ ଦଖଲ କରିବା ପାଇଁ ଆକ୍ରମଣକୁ ତ୍ୱରାନୱିତ କରିଛି। ଏହା ସହିତ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ…
ଧମକ ଦେବା ପୂର୍ବରୁ ପ୍ରଥମେ ପରିଣାମ ଚିନ୍ତାକର, ପୁଟିନ୍ଙ୍କ ଚେତାବନୀ…
ମସ୍କୋ, ୨୧।୪ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଆର୍ଏସ୍-୨୮ ସରମାଟ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଆଣବିକ ୱାରହେଡ ସହିତ ଆକ୍ରମଣ କରିବାରେ ସକ୍ଷମ। ଏହାର ଲକ୍ଷ୍ୟଭେଦ କ୍ଷମତା ୧୮୦୦୦ କିଲୋମିଟରରୁ ଅଧିକ…
ତୋପ-ଡ୍ରୋନ୍ର ଭିଡ଼ିଓ ପ୍ରସ୍ତୁତ କରି ଡରାଉଛି ଚାଇନା…
ବେଜିଂ, ୨୧।୪ : ଚାଇନା ଏବେ ଅର୍ନ୍ତଜାତୀୟସ୍ତରରେ ଅନ୍ୟ ଦେଶଙ୍କ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଇ ଡରାଇବାର ପ୍ରୟାସ କରୁଛି। ଏହା ଅନ୍ତର୍ଗତ ଭାଇନା ତୋପ ଏବଂ ଡ୍ରୋନ୍ର ଭିଡ଼ିଓ ପ୍ରସ୍ତୁତ କରି ଏହା ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା…
ଅଣାୟତ୍ତ ମୁହାଁ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୨୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୩୮୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…
ବର୍ଷକରେ କରୋନା ଟିକା ନେଇ ୯ ଜଣଙ୍କ ମୃତ୍ୟୁ, କୋଭିଶିଲ୍ଡ ନେଇ ୮-କୋଭାକ୍ସିନ ଯୋଗୁ ଜଣେ…
ନୂଆଦିଲ୍ଲୀ, ୨୧।୪ : କରୋନା ଟିକା ନେବା ପରେ ଘଟିଥିବା ପାର୍ଶ୍ୱ ପ୍ରତିକ୍ରିୟା ଘଟଣାଗୁଡ଼ିକ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ କମିଟି (ଏଇଏଫ୍ଆଇ) ଅନୁଯାୟୀ, ଫେବୃଆରୀ ୨୦୨୧ରୁ ଲକ୍ଷ ଲକ୍ଷ କରୋନା ଟିକାର ଡୋଜ ଦିଆଯାଇଥିବା ବେଳେ କେବଳ ନଅ ଜଣଙ୍କର…
ପିକେଙ୍କୁ ନେଇ କଂଗ୍ରେସର ଘର କଳି ତେଜିଲା, ଜି-୨୩ ଅସନ୍ତୁଷ୍ଟ..
ନୂଆଦିଲ୍ଲୀ, ୨୧।୪ : ଅଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ପକ୍ଷରୁ ରୋଡମ୍ୟାପ ଭାବରେ ଦିଆଯାଇଥିବା ପ୍ରସ୍ତାବ ଉପରେ କଂଗ୍ରେସରେ ଘର କଳି ତେଜିବାରେ ଲାଗିଛି। ଜି -୨୩ଙ୍କ ସହିତ ଏନେଇ କୌଣସି ପରାମର୍ଶ କରାଯାଇ ନଥିବାରୁ…
ଚାଇନା-ସୋଲୋମନ ଦ୍ୱୀପପୁଞ୍ଜ ସୁରକ୍ଷା ଚୁକ୍ତି, ଆମେରିକା ସମେତ ୪ ଦେଶର ବଢ଼ିଲା ଚିନ୍ତା…
ବେଜିଂ, ୨୧।୪ : ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ଏବଂ ନ୍ୟୁଜିଲାଣ୍ଡ ଚାଇନା ଏବଂ ସୋଲୋମନ ଦ୍ୱୀପପୁଞ୍ଜ ମଧ୍ୟରେ ପ୍ରସ୍ତାବିତ ସୁରକ୍ଷା ଚୁକ୍ତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ ସ୍ବତନ୍ତ୍ର ଇଣ୍ଡୋ-ପାସିଫିକ ଅଞ୍ଚଳ ପାଇଁ ଏହା ଏକ ଗମ୍ଭୀର ବିପଦ…
ଆଜି ଆସୁଛନ୍ତି ବୋରିସ୍ ଜନ୍ସନ
ନୂଆଦିଲ୍ଲୀ,୨୧ା୪: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ଗୁରୁବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଭାଗିତାକୁ ମଜଭୁତ କରିବା ଏବଂ ପ୍ରତିରକ୍ଷା ସମ୍ବନ୍ଧକୁ ସୁଦୃଢ଼ କରିବାରେ ବୋରିସ୍ଙ୍କ ଗସ୍ତ ସହାୟକ ହେବ ବୋଲି…
କିଭ୍ରେ ଇୟୁ ପରିଷଦ ମୁଖ୍ୟ
କିଭ୍, ୨୧ା୪: ରୁଷିଆ ସହ ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍ ପ୍ରତି ସମର୍ଥନ ଜଣାଇବା ପାଇଁ ୟୁରୋପୀୟ ସଂଘ(ଇୟୁ) ପରିଷଦ ମୁଖ୍ୟ ଚାର୍ଲସ ମାଇକେଲ ବୁଧବାର ଅଚାନକ କିଭ୍ ଗସ୍ତ କରିଛନ୍ତି। ଏ ବାବଦରେ ଚାର୍ଲସ ଏକ ଟୁଇଟ୍ ଯୋଗେ ସୂଚନା…
ଟେଡ୍ରୋସ୍ଙ୍କୁ ‘ତୁଲସୀ ଭାଇ’ କହିଲେ ମୋଦି
ନୂଆଦିଲ୍ଲୀ, ୨୧ା୪: ଗୁଜରାଟର ଗାନ୍ଧୀନଗରରେ ୩ ଦିନିଆ ଗୋବ୍ଲାଲ ଆୟୁଷ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ଇନୋଭେଶନ ସମିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଉଥିବାବେଳେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଘେବ୍ରେୟସ୍ଙ୍କୁ ‘ତୁଲସୀ ଭାଇ’ ଡାକିଥିଲେ। ଏହି ଅବସରରେ ମୋଦି କହିଥିଲେ, ଟେଡ୍ରୋସ୍ ତାଙ୍କର…
ଆର୍ ଭାଲ୍ୟୁ ୧ ଟପିଲା
ନୂଆଦିଲ୍ଲୀ, ୨୧ା୪: କୋଭିଡ୍ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲାବେଳେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇଛି। ୩ ମାସରେ ପ୍ରଥମ ଥର ପାଇଁ ରିପ୍ରଡକ୍ସନ ନମ୍ବର (ଆର୍) ଭାଲ୍ୟୁ ୧ ଟପିଛି। ସଂକ୍ରମଣ…
ଖୁବ୍ଶୀଘ୍ର ଆୟୁଷ ଭିଜା
ଗାନ୍ଧୀନଗର, ୨୧ା୪: ପାରମ୍ପରିକ ଔଷଧ ଏବଂ ଆୟୁଷ ଉତ୍ପାଦଗୁଡ଼ିକ ମାଧ୍ୟମରେ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ କେନ୍ଦ୍ର ସରକାର ଆୟୁଷ ଭିଜା ଆଣିବେ। ଏହା ଦ୍ୱାରା ପାରମ୍ପରିକ ଚିକିତ୍ସା ପଦ୍ଧତିର ଲାଭ ଉଠାଇବା ବିଦେଶୀ ନାଗରିକଙ୍କ ପାଇଁ ସହଜ ହେବ…

