ଶାହାଙ୍କ ଘରେ ବୁଲ୍ଡୋଜର ଚଢ଼ାଅ:ଏଏପି
ନୂଆଦିଲ୍ଲୀ,୨୧ା୪: ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍ଡିଏମ୍ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି (ଏଏପି) ବୁଲ୍ଡୋର ରାଜନୀତିକୁ ସମାଲୋଚନା କରିଛି। ବୁଲ୍ଡୋଜର ଚଢ଼ାଇ ସ୍ବରାଷ୍ଟ୍ରମନ୍ତ୍ରୀ…
ସୁପ୍ରିମକୋର୍ଟ ରୋକିବା ସତ୍ତ୍ୱେ ଭାଙ୍ଗିଲେ
ନୂଆଦିଲ୍ଲୀ,୨୧ା୪: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରଭାବିତ ନୂଆଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ ବୁଧବାର ରୋକ ଲଗାଇଛନ୍ତି। ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍ଡିଏମ୍ସି) ପକ୍ଷରୁ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ବନ୍ଦ…
ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ: ପଞ୍ଜାବ କିଙ୍ଗସର ଶୋଚନୀୟ ପରାଜୟ
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ୯ ଉଇକେଟ୍ରେ ପଞ୍ଜାବ କିଙ୍ଗସକୁ କରିଛି। ୧୧୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୫୭ ବଲ୍ ବାକି ଥାଇ ଦିଲ୍ଲୀ ମାତ୍ର ଗୋଟିଏ ଉଇକେଟ୍ ହରାଇ ଲକ୍ଷ୍ୟ…
ଦିଲ୍ଲୀ ବୋଲରଙ୍କ ଚମତ୍କାର ବୋଲିଂ: ୧୧୫ ରନ୍ରେ ପଞ୍ଜାବ ଅଲ୍ଆଉଟ୍
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ଏବଂ ପଞ୍ଜାବ କିଙ୍ଗସ (ପିବିକେଏସ) ମଧ୍ୟରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୧୧୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଫଳରେ ଦିଲ୍ଲୀ ସାମ୍ନାରେ…
ସୋନପୁରରେ ଅଗ୍ନି ବର୍ଷା
ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଯେମିତି ଅଗ୍ନି ବର୍ଷୁଛି। ଏଥିରୁ ସୋନପୁର ଜିଲା ସବୁଠୁ ଊର୍ଦ୍ଧ୍ୱରେ ରହିଛି। ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର…
ଟସ୍ ଜିତିଲା ଦିଲ୍ଲୀ
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ପଞ୍ଜାବ କିଙ୍ଗସ (ପିବିକେଏସ)କୁ ଭେଟୁଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମିତ ମିସେଲ ମାର୍ଶଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଦିଲ୍ଲୀ ଦଳରେ…
ରୁଷିଆରେ ଯୁଦ୍ଧର ପ୍ରଭାବ: ଦେଖାଦେଲାଣି ଚିକିତ୍ସା ଉପକରଣ ଅଭାବ
କ୍ୱିଭ୍,୨୦ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବାବେଳେ ଉଭୟଙ୍କୁ ମଧ୍ୟ ଏହାର ଭାର ବହନ କରିବାକୁ ପଡ଼ିବ। ଏହି ଯୁଦ୍ଧର ପ୍ରଭାବ ରୁଷିଆର ମଧ୍ୟ ସ୍ପଷ୍ଟ ଦେଖାଯାଉଛି। କହିବାକୁ ଗଲେ ରୁଷିଆ ହାତରେ, ଯେଉଁଠାରେ ୟୁରୋପରେ…
ଆଜିର ମ୍ୟାଚ୍କୁ ନେଇ ବଢିଲା ସସ୍ପେନ୍ସ
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ ଉପରେ କରୋନା ଛାୟା ପଡିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଖେଳାଳି ଜଣେ ବିଦେଶୀ ବୋଲି ଜଣାପଡିଛି। ଏହି କାରଣରୁ…
ଲିଭ୍ ଇନ୍ ରିଲେଶନ ଯୋଗୁ ବୃଦ୍ଧି ପାଉଛି ଯୌନ ଅପରାଧ, କହିଲେ ହାଇକୋର୍ଟ…
ଭୋପାଳ, ୨୦।୪ : ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନ୍ତର୍ଗତ ଲିଭ୍ ଇନ୍ ରିଲେଶନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ତେବେ ଏହାଯୋଗୁ ସମାଜରେ ଯୌନ ଅପରାଧ ବୃଦ୍ଧି ପାଇବା ସହିତ କାମୁକ ବ୍ୟବହାରକୁ ବାଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି…
ସ୍କୁଲ ବସ୍କୁ ୪ ଲକ୍ଷ ଫାଇନ୍
କୋରାପୁଟ,୨୦ା୪(ସ୍ବ.ପ୍ର.): ଫିଟ୍ନେସ୍ ଯାଞ୍ଚ ବେଳେ ବୁଧବାର ଏକ ସ୍କୁଲ ବସ୍କୁ ଜରିମାନା ହୋଇଛି। ଏହି ବସ୍ ଉପରେ ପରିବହନ ବିଭାଗ ୪ ଲକ୍ଷ ଫାଇନ୍ କାଟିଛି। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍କୁ ଏହି ଫାଇନ ହୋଇଛି। ଟ୍ୟାକ୍ସ ପାଇଁ…
ପୁଣି ଫେରିଲା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା…
ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସଂକ୍ରମଣ ହାର ପ୍ରତି ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିପର୍ଯ୍ୟୟ ପରିବାଳନା କର୍ତ୍ତୃପକ୍ଷ(ଡିଡିଏମ୍ଏ) ଙ୍କ ପକ୍ଷରୁ ବୁଧବାର ଏକ ବୈଠକରେ କରୋନା କଟକଣାକୁ…
ଆଇଏନ୍ଏସ୍ ଭାଗଶୀର ଲୋକାର୍ପିତ…
ମୁମ୍ବାଇ, ୨୦।୪ : ଭାରତୀୟ ନୌସେନାର ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ -୭୫ ର ଷଷ୍ଠ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍ଏସ୍ ଭାଗଶୀର ବୁଧବାର ମୁମ୍ବାଇରେ ଲୋକାର୍ପିତ କରାଯାଇଛି। ପ୍ରୋଜେକ୍ଟ -୭୫ ଅନ୍ତର୍ଗତ ୪ ସ୍କୋର୍ପିନ ଶ୍ରେଣୀର…

