Home Middle

ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ…

ପଣଜୀ,୧୨।୧୦ : ଗୋଆରେ ଏକ ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆ ଉପକୂଳରେ ନିୟମିତ ବିମାନ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ ବାହାରକୁ ଆସିବାରେ ସଫଳ…

ମାଇକୋପ୍ଲାଜମା ଜେନିଟାଲିୟମ ସୁପରବଗ୍‌ ଜାଲରେ ପୃଥିବୀ, ଅଧାରୁ ଅଧିକ ଜନସଂଖ୍ୟା ହରାଉଛନ୍ତି ପ୍ରଜନନ କ୍ଷମତା…

ନୂଆଦିଲ୍ଲୀ,୧୨।୧୦ : ସୁପରବଗ ଯଥା ବ୍ୟାକ୍ଟେରିଆର ଏକ ରୂପ, ଯାହା ବେଳେବେଳେ ଏତେ ବିପଜ୍ଜନକ ହୋଇଯାଇଥାଏ ଯେ ଏହା ମନୁଷ୍ୟର ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ଏପରି ଏକ ସୁପରବଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯେଉଁଥିପାଇଁ ଅନେକ ବୈଜ୍ଞାନିକ ଚିନ୍ତିତ…

ପାଣିପାଗ ବିଭାଗର ପୂର୍ବାନୁମାନରେ ତ୍ରୁଟି, ମୌସୁମୀ ଫେରିଯାଇଥିବା ସୂଚନା ପରେ ବି ଦେଶରେ ୭୦୦ ପ୍ରତିଶତ ଅଧିକ ବର୍ଷା…

ନୂଆଦିଲ୍ଲୀ,୧୨।୧୦ : ସେପ୍ଟେମ୍ବର ୩୦ରେ ପାଣିପାଗ ବିଭାଗ ଦ୍ୱାରା ମୌସୁମୀ ଫେରିଯାଇଥିବା ଘୋଷଣା କରାଯାଇଥିଲା। କିନ୍ତୁ ଏହା ପରେ ଉତ୍ତର ଭାରତର ଅନେକ ରାଜ୍ୟରେ ଅକ୍ଟୋବର ୧୦ ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଯଦିଓ ପାଣିପାଗ ବିଭାଗ ଏହାକୁ ମୌସୁମୀ ପରବର୍ତ୍ତୀ…

ଗାଙ୍ଗୁଲିଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଛି ଭାଜପା, ଶାହାଙ୍କୁ ଘେରିଲା ଟିଏମସି…

କୋଲକାତା,୧୨।୧୦ : ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଗାଙ୍ଗୁଲି ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଖବର ଜାରି ରହିଛି। ଏନେଇ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ…

ଏଏପି ସମ୍ମୁଖରେ ଭାଜପାର ମାଷ୍ଟର ଷ୍ଟ୍ରୋକ, ଆଦିବାସୀ ଭୋଟରଙ୍କୁ ହାତେଇବା ପାଇଁ ‘ଗୌରବ ଯାତ୍ରା’…

ଅହମଦାବାଦ,୧୨।୧୦ : ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟି (ଏଏପି) ର କଡ଼ା ପ୍ରତିଦ୍ୱନ୍ଦ୍ୱିତା ସମ୍ମୁଖୀନ ହୋଇଛି। ଏଏପି ନେତାଙ୍କ ସାଧାରଣ ସଭାରେ ଲୋକଙ୍କ ଭିଡ଼…

କଂଗ୍ରେସର ୮ ବିଧାୟକ ସାମ୍ବିଧାନିକ ନିୟମ ଅନୁଯାୟୀ ଭାଜପାରେ ହୋଇଛନ୍ତି ସାମିଲ: ଗୋଆ ବାଚସ୍ପତି…

ପଣଜୀ,୧୨।୧୦ : ନିକଟରେ ଗୋଆରେ ଆଠ ଜଣ କଂଗ୍ରେସ ବିଧାୟକଙ୍କ ଭାଜପାରେ ଯୋଗଦାନ ସମ୍ପର୍କରେ ଗୋଆ ବିଧାନସଭା ବାଚସ୍ପତି ରମେଶ ତାଭଡକର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସାମ୍ବିଧାନିକ ନିୟମ ଅନୁଯାୟୀ ସମସ୍ତ କଂଗ୍ରେସ ନେତା ଭାଜପାରେ…

ସ୍ୟୁ ଚୀ ପୁଣି ଦୁଇ ମାମଲାରେ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡାଦେଶ ବୃଦ୍ଧି ପାଇ ହେଲା ୨୬ ବର୍ଷ…

ନାପିଦ୍ୱ,୧୨।୧୦ : ମ୍ୟାନମାରର ଅବସରପ୍ରାପ୍ତ ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ ପୁଣି ଆଉ ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ସହିତ ତାଙ୍କ ଜେଲ ଦଣ୍ଡାଦେଶ ୨୬ ବର୍ଷକୁ ବୃଦ୍ଧି କରାଯାଇଛି। ମ୍ୟାନମାର ଆଇନ ଅଧିକାରୀମାନେ ବୁଧବାର…

ନ୍ୟୁଜର୍ସିରେ ଗାନ୍ଧୀ ସଂଗ୍ରହାଳୟ …

ଓ୍ବାଶିଂଟନ,୧୨।୧୦ : ଆମେରିକାର ନ୍ୟୁ ଜର୍ସି, ଆଟଲାଣ୍ଟିକ ସିଟିରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ବାର୍ତ୍ତା ପାଇଁ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଲୋକାର୍ପିତ କରାଯାଇଛି। ଏନେଇ ଆୟୋଜିତ ଏକ ଉତ୍ସବରେ ନ୍ୟୁୟର୍କର କନସୁଲ ଜେନେରାଲ ଅଫ ଇଣ୍ଡିଆ ରଣଧୀର ଜୟସ୍ବାଲଙ୍କ ସମେତ…

କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ରାଜାଭିଷେକ ଆସନ୍ତା ବର୍ଷ, ତାରିଖ ହେଲା ଘୋଷଣା…

ଲଣ୍ଡନ,୧୨।୧୦ : ଆସନ୍ତା ବର୍ଷ ବ୍ରିଟେନର ମହାରାଜା ଚାଲର୍‌ସ ତୃତୀୟ ମୁକୁଟ ପିନ୍ଧିବେ। ଏଥିପାଇଁ ୬ ମଇ ୨୦୨୩ ତାରିଖ ସ୍ଥିର କରାଯାଇଛି। ୱେଷ୍ଟମିନିଷ୍ଟର ଆବେରେ ଏହି ସମାରୋହ ଅନୁଷ୍ଠିତ ହେବ। ମଙ୍ଗଳବାର ବକିଙ୍ଗହମ ପ୍ୟାଲେସ ଏହି ଘୋଷଣା କରିଛି। ରୟାଲ…

ରୁପେକୁ ଦୁଇ ଦେଶରେ ମାନ୍ୟତା, ଅନ୍ୟ ଦେଶଙ୍କ ସହ ଯୋଗାଯୋଗରେ ଅଛି ଭାରତ, କହିଲେ ସୀତାରମଣ…

ୱାଶିଂଟନ /ନୂଆଦିଲ୍ଲୀ,୧୨।୧୦ : ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତର ଗ୍ରହଣୀୟତା ବିଶ୍ୱ ସ୍ତରରେ ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତର ରୁପେ ପେମେଣ୍ଟ ସିଷ୍ଟମ (ରୁପେ)କୁ ବର୍ତ୍ତମାନ ସିଙ୍ଗାପୁର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ…

ସିଙ୍ଗାପୁରରେ କରୋନାର ଏକ୍ସବିବି ଭାରିଆଣ୍ଟ୍‌ ଚିହ୍ନଟ…

ସିଙ୍ଗାପୁର ସିଟି,୧୨।୧୦ : ଚାଇନା ପରେ, ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସବିବି ଯୋଗୁ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି ହୋଇଛି। ସିଙ୍ଗାପୁର ସରକାର ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ବୋଲି କହିଛନ୍ତି। କରୋନାର ଏହି ନୂତନ ସବ୍‌-ଭାରିଆଣ୍ଟକୁ ଅଧିକ ସାଂଘାତିକ ବୋଲି…

ଜି-୭ ଦେଶର ଶରଣ ନେଲେ ଜେଲେନସ୍କି…

କ୍ୱିଭ୍‌,୧୨।୧୦ : ରୁଷିଆର ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗ୍ରୁପ ଅଫ ସେଭେନ ଅର୍ଥାତ୍‌ ଜି -୭ ଦେଶର ନେତାଙ୍କ ଶରଣ ନେଇଛନ୍ତି। ସେ ଏହି ସମସ୍ତ ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?