ନ୍ୟୁଜର୍ସିରେ ଗାନ୍ଧୀ ସଂଗ୍ରହାଳୟ …

ଓ୍ବାଶିଂଟନ,୧୨।୧୦ : ଆମେରିକାର ନ୍ୟୁ ଜର୍ସି, ଆଟଲାଣ୍ଟିକ ସିଟିରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ବାର୍ତ୍ତା ପାଇଁ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଲୋକାର୍ପିତ କରାଯାଇଛି। ଏନେଇ ଆୟୋଜିତ ଏକ ଉତ୍ସବରେ ନ୍ୟୁୟର୍କର କନସୁଲ ଜେନେରାଲ ଅଫ ଇଣ୍ଡିଆ ରଣଧୀର ଜୟସ୍ବାଲଙ୍କ ସମେତ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ବହୁ ପ୍ରଭାବଶାଳୀ ସଦସ୍ୟ ଯୋଗ ଦେଇଥିଲେ। ଏହି ସଂଗ୍ରହାଳୟ ଆଦିତ୍ୟ ର୍ବିଲା ଗ୍ରୁପ ସହିତ ମିଳିତ ଭାବେ ନ୍ୟୁ ଜର୍ସି ସ୍ଥିତ ଗାନ୍ଧୀ ସୋସାଇଟି ଦ୍ୱାରା ର୍ନିମାଣ କରାଯାଇଛି।

ଆମେରିକାର ଏହା ହେଉଛି ପ୍ରଥମ ସଂଗ୍ରହାଳୟ ଯାହାକି ଭାରତର ଜାତିର ପିତା ମହାତ୍ମା ଗାନ୍ଧୀ ପାଇଁ ଉତ୍ସର୍ଗୀକୃତ। ସଂଗ୍ରହାଳୟ ମାର୍ଟିନ ଲୁଥର୍‌ କିଙ୍ଗ ଫାଉଣ୍ଡେଶନ ସହିତ ମିଳିତ ହେବ ବୋଲି କୁହାଯାଉଛି। ଏଠାରେ ଆଧୁନିକ ଯୁଗର ଦୁଇଜଣ ମହାନ ବ୍ୟକ୍ତିଙ୍କ ଜୀବନ ଏବଂ ବାର୍ତ୍ତା ପ୍ରଦର୍ଶନ କରାଯିବ। ଏହି ସଂଗ୍ରହାଳୟ ଖୋଲିବା ପାଇଁ ଜୟସ୍ବାଲ ଗାନ୍ଧୀ ସୋସାଇଟି ଏବଂ ର୍ବିଲା ଗ୍ରୁପକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ

ଓ୍ବାଶିଂଟନ,୧୨ା୧: ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି। ଏଥିଯୋଗୁ ନିଅଁା ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି। ଇଲିନୋଇସ୍‌ର ଉତ୍ତର ଭାଗରେ...

୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ଅଧିକ ଥିବ ପ୍ଲାଷ୍ଟିକ

ୱାଶିଂଟନ,୧୦ ।୭: ଏବେ ଆମର ଆଧୁନିକ ଜୀବନ ଶୈଳି ଯଦିଓ ଆମ ଚାଲିଚଳନକୁ ସହଜ କରି ଦେଇଛି ହେଲେ ଏହାଦ୍ୱାରା ଆମେ ପ୍ଲାଷ୍ଟିକର ବ୍ୟବହାର ବେଳକୁ...

୧୦% ଭାରତୀୟଙ୍କୁ ହୋଇପାରେ କ୍ୟାନ୍‌ସର

ଜାତିସଂଘ,୫ା୨: କର୍କଟ ରୋଗ ଭାରତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କର୍କଟ...

ଆମେରିକାରେ ପୁଣି ଗୁଳିକାଣ୍ଡ: ଗଲା ୩ ଜୀବନ

ୱାଶିଂଟନ,୧୦।୬: ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ଘଟିଛି। ନର୍ଦନ ମ୍ୟାରିଲାଣ୍ଡରେ ଥିବା ଗୋଟିଏ ଫ୍ୟାକ୍ଟ୍ରିରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ କରିଛି। ବନ୍ଧୁକଧାରୀ ଓ ଫ୍ୟାକ୍ଟ୍ରୀର...

ପରାଜୟ ସ୍ବୀକାର କରୁନାହାନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୧୩।୧୧:ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବାଇଡେନ୍‌ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ୭୪ ଇଲେକ୍ଟୋରାଲ...

ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍‌…

ଓ୍ବିଣ୍ଡ୍‌ହୋକ୍‌,୧୦।୬: ପୃଥିବୀର ବୃହତ୍‌ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍‌(ଧୂସର ତିମି)। ଇତିମଧ୍ୟରେ ତିମିଟି...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ...

ବିକାଶ ପଥରେ ଆତଙ୍କବାଦ କଣ୍ଟା

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ସମଗ୍ର ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହି ବିପତ୍ତି କେବଳ ନିରୀହମାନଙ୍କ ଜୀବନ ନେଉଛି ତାହା ନୁହେଁ,...

Advertisement
Archives

Model This Week