ଚାଇନାକୁ କଡ଼ା ଜବାବ ଦେଲା ତାଇଓ୍ବାନ
ତାଇପେଇ,୧୬ା୧୦: ତାଇଓ୍ବାନ ଚାଇନାର ବିବୃତ୍ତି ଉପରେ କଡ଼ା ଜବାବ ଦେଇଛି। ତାଇଓ୍ବାନ କହିଛି, ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାର ମୂଲ୍ୟ ଉପରେ କଦାପି ଆପୋଷ ବୁଝାମଣା କରିବ ନାହିଁ। ଏହାପୂର୍ବରୁ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ କହିଥିଲେ, ବେଜିଂ ତାଇଓ୍ବାନକୁ…
ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଖାସ୍ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଫୋନ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନବୀନ ମଧ୍ୟ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି…
ଏଏପିର ଦାବି, ସୋମବାର ସିସୋଡିଆଙ୍କୁ ଗିରଫ କରିବ ସିବିଆଇ…
ନୂଆଦିଲ୍ଲୀ,୧୬।୧୦ : ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ପଲିସି କୁ ନେଇ ସୋମବାର ପଚରାଉଚରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଡକାଇଛି। ତେବେ ଏନେଇ ଆମ ଆଦମୀ ପାର୍ଟି(ଏଏପି) ଦାବି କରିଛି ଯେ ସିବିଆଇ ସୋମବାର ମନୀଷ…
୨୦୨୮ ସୁଦ୍ଧା ପୃଥିବୀର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ…
ନୂଆଦିଲ୍ଲୀ,୧୬।୧୦ : ଆସନ୍ତା ୨୦୨୮ ବର୍ଷ ବେଳକୁ ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ୱାଲର୍ଡ ଇକୋନୋମିକ ଡାଟାବେସକୁ ଦର୍ଶାଇ ଦ ଇକୋନୋମିକ ଟାଇମ୍ସ ଦ୍ୱାରା ପ୍ରକାଶିତ…
ମେକ୍ସିକୋରେ ପୁଣି ଗୁଳିକାଣ୍ଡ, ମେୟରଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ…
ମେକ୍ସିକୋ ସିଟି,୧୬।୧୦ : ମେକ୍ସିକୋର ଗୁଆନାଜୁଏଟୋସ୍ଥିତ ଇରାପୁଟୋରେ ରବିବାର ପୁଣି ଗୁଳିକାଣ୍ଡ ଘଟିଛି। ଏଠାରେ ଥିବା ଏକ ବାରରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି ଘଟଣାରେ ୬ ଜଣ ପୁରୁଷ ଏବଂ ୬ଜଣ ମହିଳାଙ୍କ ସମେତ ୧୨ ଜଣଙ୍କର…
ସୋମବାର ସିସୋଡିଆଙ୍କୁ ସିବିଆଇ ପଚରାଉଚରା, ସମନ ଜାରି…
ନୂଆଦିଲ୍ଲୀ,୧୬।୧୦ : ଦିଲ୍ଲୀ ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ପଚରାଉଚରା କରିବ। ଏନେଇ ସିସୋଡିଆଙ୍କୁ ସମନ ଜାରି କରାଯାଇଛି। ସିବିଆଇର ତଦନ୍ତ ସମ୍ପର୍କରେ ମନୀଷ ସିସୋଡିଆ ମଧ୍ୟ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ଯେ ମୋ…
୭୭ ବର୍ଷରେ ନବୀନ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ୭୭ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ଲୋକପ୍ରିୟ ରାଜନେତା। ତେବେ ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ରାଜ୍ୟ ରାଜନୀତିରେ ଜଣେ…
ପୀୟୂଷଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ, ଲୋକଙ୍କୁ ବୋକା ବନାଉଛନ୍ତି ମମତା ଦିଦି …
କୋଲକାତା,୧୬।୧୦ : ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ଗ୍ରାହକ ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା…
୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ ଲୋକାର୍ପିତ…
ନୂଆଦିଲ୍ଲୀ,୧୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ଟି ଜିଲାର ୭୫ ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶ ପୁଣି ଥରେ ଡିଜିଟାଲ ଇଣ୍ଡିଆର…
ଭାରତ ଯୋଡୋ ଯାତ୍ରାରେ ଦୁର୍ଘଟଣା, ବିଦ୍ୟୁତ୍ ଆଘାତ ଯୋଗୁ ୪ କଂଗ୍ରେସ କର୍ମୀ ହସ୍ପିଟାଲରେ ଭର୍ତ୍ତି…
ବେଲାରି,୧୬।୧୦ : କର୍ନାଟକର ବେଲାରିରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପଦଯାତ୍ରାରେ ଚାରିଜଣ କଂଗ୍ରେସ କର୍ମୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏହା ପରେ ସେମାନେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ…
ଇଡି ନିଜର ନିଷ୍ପତ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦ : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଇଡିର ରାଜନୈତିକ ବ୍ୟବହାର ଉପରେ ଜବାବ ଦେଇ କହିଛନ୍ତି ଯେ ଇଡି ଏକ ସ୍ବତନ୍ତ୍ର ଅନୁଷ୍ଠାନ ଏବଂ ଏହା ନିଜେ ନିଷ୍ପତ୍ତି ନିଏ। ଆମେରିକାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ…
ହଂକଂ ପରେ ଏବେ ତାଇଓ୍ବାନ ଉପରେ ଚାଇନା ନଜର: ଜିନପିଙ୍ଗ…
ବେଜିଂ,୧୬।୧୦ : ରବିବାର କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଦେଶ ହଂକାୀଂ ଅରାଜକତାକୁ ଶାସନରେ ପରିଣତ କରାଯାଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ଆୟୋଜିତ ଏହି…

