Home Middle

ସକ୍ରିୟ ମାମଲା ୨୭ ହଜାର ତଳେ…

ନୂଆଦିଲ୍ଲୀ, ୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪…

ଭାରତ ଆଜି ବ୍ରାଜିଲକୁ ଭେଟିବ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ ସୋମବାର ଶେଷ ହେବ। କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ଦିନ ପ୍ରଥମ ମ୍ୟାଚ୍‌ ଚିଲି ଓ ନାଇଜେରିଆ ମଧ୍ୟରେ ଅପରାହ୍ନ…

ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ, ଆଜି ନିବେଶକ ସମ୍ମିଳନୀ

ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଓଡ଼ିଶା ନିବେଶକ ସମ୍ମିଳନୀ ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ପୁଞ୍ଜିପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବେ। ରବିବାର ନବୀନଙ୍କ ଜନ୍ମଦିନ ହୋଇଥିବା ସତ୍ତ୍ବେ ଏହି…

ବାହାର ନେତାଙ୍କୁ ଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ,୧୭।୧୦ : ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଡିସେମ୍ବର ୪ ସୁଦ୍ଧା ଭୋଟ ହୋଇପାରେ ବୋଲି କୁହାଯାଉଛି। ଦୀର୍ଘ ୨୭ ବର୍ଷ ଧରି ଏହି ରାଜ୍ୟରେ କ୍ଷମତାରେ ଥିବା ଭାଜପା ଏଥର…

ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିର ଡାକିଲେ ଶାହା

ନୂଆଦିଲ୍ଲୀ,୧୭।୧୦ (ଆଇଏଏନ୍‌ଏସ୍‌): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସବୁ ରାଜ୍ୟର ଗୃହମନ୍ତ୍ରୀମାନଙ୍କର ଏକ ଚିନ୍ତନ ଶିବିର ଡାକିଛନ୍ତି। ହରିୟାଣାର ସୂରଜକୁଣ୍ଡଠାରେ ଅକ୍ଟୋବର ୨୭ ଓ ୨୮ରେ ଏହି ଶିବିର ଅନୁଷ୍ଠିତ ହେବ। ଗୃହ ମନ୍ତ୍ରଣାଳୟକୁ ନିଜ ଅଧୀନରେ ରଖିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ବାକି ରହିଗଲେ ଅନେକ

ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଓଡ଼ିଶା ରାଜ୍ୟ ସରକାର ଶନିବାର ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିବା ନେଇ ଘୋଷଣା କରିବା ପରେ ରବିବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ପ୍ରାୟ ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଯେଉଁମାନେ ୬ ବର୍ଷ…

ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ୨୯ ବିମାନବନ୍ଦର, ଟର୍ମିନାଲ

ନୂଆଦିଲ୍ଲୀ,୧୭।୧୦(ପି.ଟି.): ଦେଶର ମୋଟ ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ ଏହି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୨୮ ଶହୀଦ ଭଗତ ସିଂଙ୍କ ୧୧୫ତମ ଜନ୍ମବାର୍ଷିକୀରେ…

ମୁହଁ।ମୁହିଁ ହେବେ ରୁଷିଆ, ନାଟୋ

ମସ୍କୋ/କିଭ୍‌/ଓ୍ବାଶିଂଟନ୍‌ ୧୭ା୧୦: ଆଗକୁ ସାମରିକ ଉତ୍ତେଜନା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କ ନିଦ ହଜାଇପାରେ। କାରଣ ସୋମବାରଠାରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ରୁଷିଆ ଏବଂ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟ୍ରି ଅର୍ଗାନାଇଜେଶନ(ନାଟୋ) ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। ସାଧାରଣତଃ ରୁଷିଆ ବର୍ଷର ଏହି ମାସରେ…

ମୋଦିଙ୍କ ୧୧ ଓ୍ବାଣ୍ଟେଡ୍‌ ମେଗ୍‌ନିଟ୍‌ସ୍କି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୭ା୧୦: ସ୍ପାନିଶ୍‌ ଖବରକାଗଜ ‘ଲା ଭାଙ୍ଗୁଆର୍ଡିଆ’ ଭାରତୀୟ ଅର୍ଥନୀତିକୁ ସାପୁଆ କେଳା ସହ ତୁଳନା ପୂର୍ବକ କଟାକ୍ଷ କରିବା ପରେ ଆମେରିକାର ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ରେ ଏକ ଭାରତ ବିରୋଧୀ ବିଜ୍ଞାପନ ପ୍ରକାଶ ପାଇଛି। ଏହି ଫୁଲ୍‌ ପେଜ୍‌ ଆଡ୍‌ଭର୍ଟାଇଜ୍‌ମେଣ୍ଟ ନୂଆଦିଲ୍ଲୀ…

ଖାଦ୍ୟ ଥାଇ ୨୦୦ କୋଟି ଭୋକିଲା

ନୂଆଦିଲ୍ଲୀ, ୧୭।୧୦: ବିଶ୍ୱରେ ଆବଶ୍ୟକ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଆନେକ ଦେଶ ଖାଦ୍ୟାଭାବ ସଙ୍କଟ ଦେଇ ଗତି କରୁଛନ୍ତି। ଏହାପଛର ପ୍ରମୁଖ କାରଣ ଖାଦ୍ୟ ନଷ୍ଟ। ତେବେ ଖାଦ୍ୟ ନଷ୍ଟ ଦ୍ୱାରା ଖାଲି ଯେ ବିଶ୍ୱ ଅର୍ଥବ୍ୟବସ୍ଥା ବାଧାପ୍ରାପ୍ତ…

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୨୨ ବର୍ଷ ପରେ ହେଉଛି ଭୋଟିଂ, କର୍ନାଟକରୁ ଖର୍ଗେ, କେରଳରୁ ଥରୁର ଦେବେ ଭୋଟ

ନୂଆଦିଲ୍ଲୀ,୧୭ ।୧୦: କଂଗ୍ରେସ ଦଳ ପାଇଁ ୧୭ ଅକ୍ଟୋବର ୨୦୨୨ ସୋମବାର ଏକ ଐତିହାସିକ ଦିନ । ସୋମବାର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଦଳରେ ଦୀର୍ଘ ୨୨…

‘ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, କହିବାକୁ ସାହସ ଦରକାର’: ଅଶୋକ ଗେହଲୋଟ

ଜୟପୁର,୧୭ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଅର୍ଥାତ୍ ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦଳର ଶୀର୍ଷ ପଦ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?