Home Middle

ଚାଇନାରେ ସିସିପି ବୈଠକ ଆରମ୍ଭ, ତୃତୀୟ ଥର କ୍ଷମତା ଦଖଲ ପାଇଁ ଜିନପିଙ୍ଗଙ୍କ ପ୍ରସ୍ତୁତି…

ବେଜିଂ,୧୬।୧୦ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ୨୦ ତମ ଜାତୀୟ କଂଗ୍ରେସ (ସିସିପି) ଆରମ୍ଭ ହୋଇଛି। ପ୍ରାୟ ଏକ ସପ୍ତାହ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୨ରେ ଶେଷ ହେବ। ବିଶେଷ କଥା ହେଉଛି ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ…

ଦୈନିକ ମୃତ୍ୟୁ ସଂଖ୍ୟା ୫…

ନୂଆଦିଲ୍ଲୀ, ୧୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪…

ସୋନିଆ-ଇଟାଲିଆଙ୍କୁ ଟାର୍ଗେଟ କଲେ ଅନୁରାଗ ଠାକୁର…

ନୂଆଦିଲ୍ଲୀ,୧୬।୧୦ : ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଜଣେ ଇଟାଲୀୟ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରୁଥିଲେ ଏବଂ…

ବ୍ରିଟେନରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ, ଋଷି ସୁନାକଙ୍କ ଲାଗି ସୁଯୋଗ…

ଲଣ୍ଡନ,୧୬।୧୦ : ବ୍ରିଟେନରେ ବଢୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି। ଏକ ମାସ ପୂର୍ବରୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀଙ୍କ ଭାବେ ନିର୍ବାଚିତ ହୋଇଥିଲେ । ବିପଦ ପଛର କାରଣ…

ଭାରତ ବିରୋଧରେ ଷଡ଼ଯନ୍ତ୍ର, ନେପାଳର ୭ ଜିଲାରେ ଚାଇନାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି…

ନୂଆଦିଲ୍ଲୀ,୧୬।୧୦ : ଚାଇନ ବର୍ତ୍ତମାନ ନେପାଳକୁ ଭାରତ ବିରୁଦ୍ଧରେ ବଳିର ଛେଳି କରିଛି। ଭାରତ ସହ ଜଡିତ ଅଞ୍ଚଳରେଚାଇନାର କାର୍ଯ୍ୟକଳାପ ବୃଦ୍ଧି ପାଉଛି। ତେବେ ବର୍ତ୍ତମାନ ଚାଇନା ଭାରତ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ନକରି ନେପାଳରେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାରେ…

ବ୍ରିଟିଶ୍‌ କମ୍ପାନୀର ୩୬ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋର ସ୍ବଦେଶୀ ଏଲଭିଏମ୍‌-୩, ଅକ୍ଟୋବର ୨୩ ପାଇଁ ପ୍ରସ୍ତୁତି…

ଶ୍ରୀହରିକୋଟା,୧୬।୧୦ : ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ ଲଞ୍ଚ ଭେଇକିଲ ମାର୍କ -୩(ଏଲଭିଏମ୍‌-୩) ୨୩ ଅକ୍ଟୋବରରେ ବ୍ରିଟିଶ କମ୍ପାନୀର ୩୬ ଟି ଉପଗ୍ରହ ଉତକ୍ଷେପଣ କରିବ । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ସ୍ବଦେଶୀ ଏଲଭିଏମ୍‌-୩ ମାଧ୍ୟମରେ ଇସ୍ରୋ…

ରୁଷିଆ ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ, ୧୧ ମୃତ, ୧୫ ଆହତ

କ୍ୱିଭ,୧୬ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରୁଷିଆର ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।…

ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ, ୮ ଆହତ, ଲୋକେ କହୁଛନ୍ତି ଫୁଟିଛି ଗୁଳି

ତେହେରାନ,୧୬ ।୧୦: ଇରାନର ରାଜଧାନୀ ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଜେଲରେ ଅନେକ ରାଜନେତା ବନ୍ଦୀ ଭାବେ ରହୁଥିବା ବେଳେ ଦୁଇଟି ଦେଶର ନାଗରିକତା ରଖିଥିବା ଅନେକ କଏଦୀ ବି ଏହି ଜେଲରେ ରହୁଛନ୍ତି ।…

ଅକ୍କୋବର ୧୮ରେ ଭାରତରେ ଇଣ୍ଟରପୋଲ ବୈଠକ…

ନୂଆଦିଲ୍ଲୀ,୧୫।୧୦ : ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧୮ରେ ଇଣ୍ଟରପୋଲର ୯୧ ତମ ବାର୍ଷିକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୧୯୫ ଦେଶର ପୋଲିସ ପ୍ରମୁଖ ଏବଂ ଯାଞ୍ଚ ଏଜେନ୍ସିର ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର…

ଯଦି ଦୋଷ କରିଛି ଦଣ୍ଡବିଧାନ କରାଯାଉ: ହେମନ୍ତ ସୋରେନ…

ରାଞ୍ଚି,୧୫।୧୦ : ଯଦି ଦୋଷ କରିଛି ତେବେ ମୋତେ ଦଣ୍ଡବିଧାନ କରାଯାଉ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି । ରାଞ୍ଚିଠାରେ ଶନିବାର ଏକ ଖବରଦାତା ସମ୍ମିଳନୀରେ ଅଫିସ ଅଫ୍‌ ପ୍ରଫିଟ୍‌ ମାମଲାରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସୁପାରିଶ କରାଯାଇଥିବା…

ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ, ଦେଶର ପ୍ରଥମ ରାଜ୍ୟ ହେଲା ମଧ୍ୟପ୍ରଦେଶ…

ଭୋପାଳ,୧୫।୧୦ : ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ତିନୋଟି ଏମବିବିଏସ ବିଷୟ ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମିଷ୍ଟ୍ରି ଏବେ ହିନ୍ଦୀରେ ମଧ୍ୟପ୍ରଦେଶର ସମସ୍ତ ୧୩ ଟି ସରକାରୀ ମେଡିକାଲ କଲେଜରେ ପ୍ରଥମ…

ଜନ୍ମପ୍ରମାଣ ପତ୍ର ସହିତ ଆଧାର କାର୍ଡ ପଞ୍ଜିକରଣ ଖୁବ୍‌ ଶୀଘ୍ର ସମସ୍ତ ରାଜ୍ୟରେ ହେବ ଆରମ୍ଭ…

ନୂଆଦିଲ୍ଲୀ,୧୫।୧୦ : ନବଜାତ ଶିଶୁମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜିକରଣ କରାଯିବା ସୁବିଧା ଆସନ୍ତା କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଦେଶର ୧୬ ଟି ରାଜ୍ୟରେ ନବଜାତ ଶିଶୁମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?