Home Middle

ରାହୁଲଙ୍କୁ ରାମ କହିବା ନେଇ କଂଗ୍ରେସର ଘରକଳି ବଢ଼ିଲା, ଲକ୍ଷ୍ମଣ କହିଲେ ତୋଷାମଦର ସୀମା ପାର ହୋଇଛି…

ନୂଆଦିଲ୍ଲୀ,୧୯।୧୦ : ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମ କହିବା ନେଇ କଂଗ୍ରେସରେ ଘରକଳି ଆରମ୍ଭ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ସାନଭାଇ ତଥା ବିଧାୟକ ଲକ୍ଷ୍ମଣ ସିଂ ବୁଧବାର ଟୁଇଟ କରି କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ସହ ରାହୁଲ ଗାନ୍ଧୀଙ୍କ…

ମଲ୍ଲିକାର୍ଜୁନ କଂଗ୍ରେସର ନୂଆ ଅଧ୍ୟକ୍ଷ…

ନୂଆଦିଲ୍ଲୀ,୧୯।୧୦ : ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଖାର୍ଗେ ୭୮୯୭ ଭୋଟ ଜିତିଥିବାବେଳେ ଶଶି ଥରୁର ପ୍ରାୟ ୧୦୦୦ ଭୋଟ ପାଇଛନ୍ତି। ଖାରଜ ଆଠ ଗୁଣ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହାଦ୍ୱାରା ୨୪…

ନିଜ ସାଥୀଙ୍କ ଗୁଳିରେ ହାଇବ୍ରିଡ୍‌ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୯।୧୦ : ଜମ୍ମୁ-କଶ୍ମୀରର ଶୋପିଆନରେ ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଗିରଫ ହୋଇଥିବା ହାଇବ୍ରିଡ ଆତଙ୍କବାଦୀ ଇମ୍ରାନ ବଶିର ଘନିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏନକାଉଣ୍ଟର ସମୟରେ ତାଙ୍କ ସାଥୀଙ୍କ ଗୁଳିରେ ବଶିରଙ୍କ ମୃତ୍ୟୁ ଘଟିଛି। ଶୋପିଆର…

ଏଲଓସି ନିକଟରେ ଏୟାରବେସ ନିର୍ମାଣ କରିବ ଭାରତୀୟ ବାୟୁସେନା…

ଗାନ୍ଧିନଗର,୧୯।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧିନଗରରେ ପ୍ରତିରକ୍ଷା ଏକ୍ସପୋ-୨୦୨୨ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ-ପାକିସ୍ତାନ ସୀମା ଏଲଓସି ନିକଟରେ ଥିବା ଦିସା ଠାରେ ଏକ ନୂତନ ଏୟାରବେସର ମୂଳଦୁଆ ପକାଇଛନ୍ତି। ସେ କହିଛନ୍ତି ଯେ ଏହି…

ଆତଙ୍କବାଦୀ କାର୍ଯ୍ୟକଳାପକୁ ଯଥାର୍ଥ କୁହାଯାଇ ପାରିବ ନାହିଁ…

ମୁମ୍ବାଇ,୧୯।୧୦ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିୟା ଗୁଟେରସ ବୁଧବାର ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ନିହତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଖରାପ ବୋଲି କହିଥିଲେ ଏବଂ…

ଶିନ୍ଦେ-ଫଡନଭିସଙ୍କ ସହିତ ପାଓ୍ବାରଙ୍କ ରାତ୍ରଭୋଜନ…

ମୁମ୍ବାଇ,୧୯।୧୦ : ଅନ୍ଧେରୀ ଇଷ୍ଟ ଆସନରେ ଉପ-ନିର୍ବାଚନ ଏବଂ ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେଶନ ନିର୍ବାଚନ ଯୋଗୁଁ ମହାରାଷ୍ଟ୍ରରେ ରାଜନୈତିକ କାର୍ଯ୍ୟକଳାପ ଜୋରଦାର ଜାରି ରହିଛି। ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାରଙ୍କ ରାତ୍ରଭୋଜନ ଯୋଜନା ରାଜ୍ୟ ରାଜନୀତିରେ ମୁଖ୍ୟ…

ହିମାଚଳ ପ୍ରଦେଶରେ ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର, ପରିବାରର ଜଣକୁ ଟିକଟ-୭୫ ବର୍ଷରୁ ଅଧିକଙ୍କୁ ନିର୍ବାଚନ ଲଢ଼ିବା ମନା…

ଶିମଲା,୧୯।୧୦ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଅନେକ ଭେଟେରାନ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ କେତେକଙ୍କୁ ମଧ୍ୟ କାଟି ଦିଆଯାଇଛି। ହିମାଚଳ ଭାଜପା ସୂତ୍ରରୁ ପ୍ରକାଶ ଯେ…

ଶାହିଦ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନେଇ ଚାଇନା ଦେଲା ବାଧା…

ଜେନେଭା,୧୯।୧୦ : ମିଳିତ ଜାତିସଂଘରେ ପାକିସ୍ତାନର ଲଶ୍କର-ଇ-ତୋଏବା ସଦସ୍ୟ ଶାହିଦ ମେହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ଏକ ପ୍ରସ୍ତାବକୁ ଚାଇନା ବାଧା ଦେଇଛି। ଏହା ହେଉଛି ଚତୁର୍ଥ ମାମଲା ଯେଉଁଥିରେ ଚାଇନା ଆତଙ୍କବାଦୀଙ୍କୁ…

ତାଲିବାନର ବର୍ବରତା, ପଞ୍ଜଶିର ଘାଟିରେ ୨୭ ଜଣଙ୍କୁ ହତ୍ୟା…

କାବୁଲ,୧୯।୧୦ : ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ଏକ ସଂଘର୍ଷରେ ତାଲିବାନ ସଦସ୍ୟ ୨୭ଜଣଙ୍କୁ ବର୍ବରତାର ସହିତ ହତ୍ୟା କରିଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କୁ ଗତ ମାସରେ ତାଲିବାନ ଧରିଥିଲା। ପ୍ରକାଶିତ ହୋଇଥିବା ଏକ…

ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତା ଚାବି, ପ୍ରସ୍ତୂତି ଆରମ୍ଭ, ୧୪ ଲକ୍ଷରୁ ଅଧିକ ଲୋକ ଗିରଫ…

ବେଜିଂ,୧୯।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ ତମ ଅଧିବେଶନ ରାଜଧାନୀ ବେଜିଂରେ ଜାରି ରହିଛି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ କ୍ରମାଗତ ତୃତୀୟ ଥର କ୍ଷମତାର ଚାବି ହସ୍ତାନ୍ତର କରାଯିବ। ଏଥିପାଇଁ ବେଜିଂ ରାସ୍ତାରେ ପ୍ରତି ୧୦୦ଫୁଟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ…

ଓପେକ୍‌ ଦେଶର ତୈଳ ଉତ୍ପାଦନ ହ୍ରାସ ନେଇ ଆମେରିକା ରୁଷିଆକୁ କଲା ଟାର୍ଗେଟ…

ଓ୍ବାଶିଂଟନ,୧୯।୧୦: ସାଉଦି ଆରବ ନେତୃତ୍ୱାଧୀନ ତୈଳ ଉତ୍ପାଦନକାରୀ ଓପେକ ପ୍ଲସ୍‌ ଦେଶଗୁଡ଼ିକ ପକ୍ଷରୁ ତୈଳ ଉତ୍ପାଦନ ହ୍ରାସ ଘୋଷଣା କରିବା ପରେ ଏହାକୁ ନେଇ ଆମେରିକା କ୍ରୋଧିତ ହୋଇଛି। ଆମେରିକା କହିଛି ଯେ ଏହି ସବୁ ଦେଶର ନିଷ୍ପତ୍ତି ପଛରେ ରୁଷିଆର…

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ୍‌ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?