ଚନ୍ଦ୍ରକୁ ମଣିଷ ପଠାଇବ ନାସା
ଓ୍ବାଶିଂଟନ,୩ା୯: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ ‘ରକେଟ ସ୍ପେଶ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଏହି ଉତ୍କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ନାସା’ର ‘ଆର୍ଟିମିସ ମିଶନ’। ‘ଆର୍ଟିମିସ’…
ଭାଜପାରୁ ଦରମା ନେଇ ଏଏପି ପାଇଁ କାମ କରିବାକୁ କର୍ମୀଙ୍କୁ କହିଲେ କେଜରିଓ୍ବାଲ…
ଅହମଦାବାଦ, ୩।୯ : ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶାସକ ଦଳରେ ରହିଥିବାବେଳେ ଗୁଜରାଟର ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ନିବେଦନ କରିଛନ୍ତି। ଗୁଜରାଟ ଗସ୍ତର ଶେଷ ଦିନ ଶନିବାର ରାଜକୋଟରେ ଏକ…
ଭାରତର ସବୁଠାରୁ ବଡ଼ ୟୁ-ଟର୍ନ ନେତା ହେଉଛନ୍ତି କେଜରିଓ୍ବାଲ …
ଅହମଦାବାଦ, ୩।୯ : ଭାରତୀୟ ଜନତା ପାର୍ଟିର ଏମ୍ପି ତଥା ଭାଜପାର ଯୁବ ସଂଗଠନ ଭାରତୀୟ ଜନତା ମୋର୍ଚ୍ଚା (ବିଜଓ୍ବୋଇଏମ୍) ଜାତୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଶନିବାର ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦେଶର ସବୁଠାରୁ ବଡ ୟୁ-ଟର୍ନ…
ଦଶହରା ରାଲିରେ ପାଓ୍ବାରଙ୍କ ଏଣ୍ଟ୍ରି…
ମୁମ୍ବାଇ, ୩।୯ : ଦଶହରା ରାଲି ପାଇଁ ଉଦ୍ଧବ ଠାକ୍ରେ ଏବଂ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବାଜୀ ପାର୍କ ଲାଗି ଆବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ଏନସିପି…
ନୂଆ ସମ୍ବିଧାନ ପାଇଁ ରବିବାର ଜନମତ ସଂଗ୍ରହ…
ସାଣ୍ଟିଆଗୋ, ୩।୯ : ଚିଲିରେ ନୂଆ ସମ୍ବିଧାନ ଆପଣେଇବା ପାଇଁ ରବିବାର ଜନମତ ସଂଗ୍ରହ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସରେ ଏହି ସମ୍ବିଧାନକୁ ସ୍ବତନ୍ତ୍ର ବର୍ଣ୍ଣନା କରାଯାଉଛି। ଚିଲିର ସାମ୍ପ୍ରତିକ ଅର୍ଥନୈତିକ ଏବଂ ସାମାଜିକ ଅସମାନତାକୁ ଶେଷ କରିବା ଏହାର ଉଦ୍ଦେଶ୍ୟ…
କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିବ ବିପଦ ଭତ୍ତା…
ନୂଆଦିଲ୍ଲୀ, ୩।୯ : କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀମାନେ ବିପଦ ଭତ୍ତା (ରିସ୍କ୍ ଆଲାଉନ୍ସ) ପାଇବେ। ତଥାପି, ଏଥିପାଇଁ କର୍ମଚାରୀମାନଙ୍କୁ ଏକ ସର୍ତ୍ତ ପୂରଣ କରିବାକୁ ପଡିବ। ସେପ୍ଟେମ୍ବର ୨ରେ ଡିଓପିଟି ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି…
ଶିକ୍ଷା ବିକାଶ ବିବାଦ, କେଜରିଓ୍ବାଲଙ୍କୁ ଭିଡ଼ିଓ ପଠାଇଲେ ହିମନ୍ତ ବିଶ୍ୱ ସରମା…
ନୂଆଦିଲ୍ଲୀ, ୩।୯ : ଶିକ୍ଷା ଓ ବିକାଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ମଧ୍ୟରେ ଟୁଇଟର ଯୁୁଦ୍ଧ ଜାରି ରହିଛି। ଗତ କିଛି ଦିନ ହେବ ଉଭୟ ରାଜ୍ୟର ନେତା ପରସ୍ପର…
ସପ୍ତାହରେ ଗୋଟିଏ ଦିନ ବିନା ବସ୍ତାନୀରେ ସ୍କୁଲ ଯିବେ ପିଲା…
ଭୋପାଳ, ୩।୯ : ମଧ୍ୟପ୍ରଦେଶର ସମସ୍ତ ସରକାରୀ, ଅଣ-ସରକାରୀ ଏବଂ ସହାୟକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବ୍ୟାଗ ବିନା ପାଠପଢ଼ିକୁ ଯିବେ । ଏହି ଦିନ ବୃତ୍ତିଗତ କାର୍ଯ୍ୟ ଅଭିଜ୍ଞତା ସହ ଜଡିତ କାର୍ଯ୍ୟକଳାପ ଏହି ଦିନ ଅନୁଷ୍ଠିତ…
ଦଙ୍ଗାକାରୀଙ୍କ ଉପରେ ଡ୍ରୋନ୍ରୁ ପକାଯିବ ଲୁହବୁହା ଗ୍ୟାସ ସେଲ …
ନୂଆଦିଲ୍ଲୀ, ୩।୯ : ସୀମା ସୁରକ୍ଷା ବଳ (ବିଏସଏଫ)ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରୋନ ପ୍ରସ୍ତୁତ କରାଯାଇଛି। ଏହୀ ଡ୍ରୋନ୍ ଆକାଶରେ ଉଡ଼ିବୁଲି ଦଙ୍ଗାକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସେଲ ପକାଇବ। ବିଏସଏଫ ଅନୁଯାୟୀ, ଦଙ୍ଗାକାରୀ ଏବଂ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ…
ଉଦ୍ଧବ ମରାଠୀଙ୍କୁ ଘୃଣା କରନ୍ତି, ଶିନ୍ଦେଙ୍କ ପାଇଁ ବଞ୍ଚିଛି ଶିବସେନା, କେବେଠୁଁ ଭାଜପାରେ ବିଲୟ ହୋଇ ସାରନ୍ତାଣି…
ମୁମ୍ବାଇ,୩।୯ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଛି। ତେବେ ଏବେ ବି ଶିନ୍ଦେ ଗୋଷ୍ଠୀ ଉଦ୍ଧବଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଶିନ୍ଦେ ଗୋଷ୍ଠୀର ନେତା ତଥା ପୂର୍ବତନ ମନ୍ତ୍ରୀ ରାମଦାସ…
୩ ରାଜ୍ୟ ପାଇଁ ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୩ ହଜାର ତଳେ…
ଚାଇନା ବିରୋଧରେ ଆମେରିକାର ବଡ ଚାଲ, ତାଇୱାନକୁ ଦେଲା ୧.୧ ଅରବ ଡଲାର ସେନା ସହାୟତା
ୱାଶିଂଟନ,୩ ।୯: ଚାଇନା ବିରୋଧରେ ଆମେରିକା ଚଳାଇଛି ବଡ ଚାଲ । ଶୁକ୍ରବାର ଆମେରିକା ତାଇୱାନ ଭଳି ଏକ ଛୋଟିଆ ଦ୍ୱୀପକୁ ୧.୧ ବିଲିୟନ ଡଲାରର ନୂଆ ଅସ୍ତ୍ରଶସ୍ତ୍ର ପ୍ୟାକେଜ ଦେବାକୁ ଘୋଷଣା କରିଛି । ଆମେରିକା ସ୍ପିକର ନାନ୍ସି ପେଲୋସି…
Archives


