Home Middle

ପଦ୍ମପୁରକୁ ମିଳିବ ଜିଲା ମାନ୍ୟତା

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ):ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲା ମାନ୍ୟତା ଦିଆଯିବ। ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି।…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

ଲକଡାଉନ ନେଇ ଚାଇନାରେ ବିଦ୍ରୋହ…

ବେଜିଂ,୧୭।୧୧ : ଚାଇନାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଦକ୍ଷିଣ ଚାଇନାର ଗୁଆଙ୍ଗଜୋ ସହରରେ ଲୋକମାନେ ବାଧ୍ୟତାମୂଳକ ଲକଡାଉନକୁ ବିରୋଧ କରି ଏହି ନୀତି ବିରୁଦ୍ଧରେ ବିଦ୍ରୋହ…

ଭାରତ-ପାକିସ୍ତାନରେ ସଙ୍କଟ, ଭୂସ୍ଖଳନ କ୍ଷତିରେ ୧୪୭ ପ୍ରତିଶତ ବୃଦ୍ଧି, ମରୁଡିରେ ୬୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୧୧ : ସମଗ୍ର ବିଶ୍ୱରେ ମାନବ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ଯୋଗୁ ପ୍ରଦୂଷଣ ବଢ଼ିବା ସହିତ ଜଳବାୟୁ ଉପରେ ମଧ୍ୟ ପ୍ରଭାବ ପଡୁଛି। ଏହି ପରିପ୍ରେକ୍ଷୀରେ ଭାରତ ଏବଂ ପାକିସ୍ଥାନ ଭଳି ଦେଶର ଅବସ୍ଥା ବିଗିଡି ଯାଉଛି।…

ସିନେଟରେ ସମଲିଙ୍ଗୀ ବିଧେୟକ…

ଓ୍ବାଶିଂଟନ,୧୭।୧୧ : ଆମେରିକାର ଲୋକସଭାରୁ ସମଲିଙ୍ଗୀ ବିବାହ ବିଲକୁ ସୁରୁଖୁରୁରେ ପାସ କରିବା ପରେ ଏହା ବର୍ତ୍ତମାନ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଉପସ୍ଥାପିତ ହୋଇଛି। ବର୍ତ୍ତମାନ ଡେମୋକ୍ରାଟ୍ସର ସମସ୍ତ ୫୦ ସଦସ୍ୟ ଏହା ପାଇଁ ସବୁଜ ସଙ୍କେତ ଦେଇଥିବାରୁ ଏହି…

ସଦନର ନିମ୍ନ ଗୃହରେ ବିରୋଧୀ ରିପବ୍ଲିକାନ୍‌କୁ ବହୁମତ, ମିଳିମିଶି କାମ କରିବାକୁ କହିଲେ ବାଇଡେନ…

ଓ୍ବାଶିଂଟନ,୧୭।୧୧ : ଆମେରିକାରେ ସାମ୍ପ୍ରତିକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଏକ ସପ୍ତାହ ପରେ ବିରୋଧୀ ରିପବ୍ଲିକାନ ପାର୍ଟି ସଦନର ନିମ୍ନ ଗୃହରେ ବହୁମତ ହାସଲ କରିଛି। ଏଥିରେ ଦଳ ୨୧୮ ଟି ସିଟ ପାଇଛି, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ। ଏହି ବିଜୟ…

ଚାଇନା ଗୁପ୍ତଚରଙ୍କୁ ଆମେରିକାରେ ୨୦ ବର୍ଷ କାରାଦଣ୍ଡ…

ଓ୍ବାଶିଂଟନ,୧୭।୧୧ : ଆମେରିକାର ସିନସିନାଟି ସହରର ଏକ କୋର୍ଟ ଜଣେ ଚାଇନା ଗୁପ୍ତଚର ଅଧିକାରୀଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ବିରୋଧରେ ବିମାନ ଚଳାଚଳ କମ୍ପାନୀଗୁଡିକରୁ ବାଣିଜ୍ୟ ରହସ୍ୟ ଚୋରି କରିବାକୁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଥିଲା। ୪୨…

ଧନୀ ରାଷ୍ଟ୍ରଙ୍କୁ ଦୋମୁହାଁ କହିଲେ ବେସିକ୍‌ ଗ୍ରୁପ୍‌

ନୂଆଦିଲ୍ଲୀ,୧୭।୧୧(ପି.ଟି.): ଇଜିପ୍ଟରେ ଚାଲିଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମିଟ୍‌ (କୋପ୍‌୨୭)ରେ ଭାରତ, ଚାଇନା, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ସଂଗଠନ (ବେସିକ୍‌ ଗ୍ରୁପ୍‌) ଧନୀ ରାଷ୍ଟ୍ରଗୁଡ଼ିକୁ ଦୋମୁହାଁ ବୋଲି ଅଭିହିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ବିକାଶଶୀଳ…

ବାଲି ଘୋଷଣାନାମାରେ ଯୁଦ୍ଧକୁ ନେଇ ମତଭେଦ

ବାଲି,୧୭।୧୧(ପି.ଟି.): ଇଣ୍ଡୋନେସିଆର ବାଲିଠାରେ ଜି୨୦ ବୈଠକ ବୁଧବାର ଶେଷ ହୋଇଛି। ଏହି ଅବସରରେ ଜି୨୦ ବାଲି ଘୋଷଣାନାମାରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଥିବା ସ୍ବୀକାର କରାଯାଇଛି। ତେବେ ଯୁଦ୍ଧବେଳେ ବନ୍ଦୀ ଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷା…

୧୦୦ କୋଟି ଯୁବପିଢ଼ି ଶ୍ରବଣଶକ୍ତି ହରାଇପାରନ୍ତି

ପ୍ୟାରିସ୍‌, ୧୭।୧୧: ନୂଆ ଟ୍ରେଣ୍ଡକୁ ଯୁବପିଢ଼ି ଅତି ସରାଗରେ ଆପଣାଇବାରେ ଲାଗିଛନ୍ତି। ଜୀବନକୁ ନିଜ ଇଚ୍ଛା ଅନୁସାରେ ଜୀଇଁବା ପାଇଁ ସେମାନେ ଓ୍ବିକେଣ୍ଡ୍‌ ପାର୍ଟି, ପବ୍‌ ଓ ମ୍ୟୁଜିକ୍‌ କନ୍‌ସର୍ଟରେ ମଜ୍ଜି ରହୁଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ ଲାଗୁଥିବା ଲାଉଡ୍‌ ମ୍ୟୁଜିକ୍‌…

ଆସନ୍ତା ସପ୍ତାହରୁ ମିଳିବ ବାବା ଧବଳେଶ୍ୱରଙ୍କ ଦର୍ଶନ

କଟକ ଅଫିସ,୧୬ା୧୧: ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ପ୍ରଭୁଙ୍କୁ ଦର୍ଶନ କରିପାରିବେ। ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କହିଛନ୍ତି,…

ସିଦ୍ଧରମୈୟା-ଭାଜପା ଏମ୍‌ପି ମୁହାଁମୁହିଁ, ଧାର୍ମିକ ନିର୍ମାଣ ଭାଙ୍ଗିବାକୁ କହିବା ନେଇ ବିବାଦ…

ବେଙ୍ଗାଲୁରୁ,୧୬।୧୧ : କର୍ନାଟକ ଭାଜପା ଏମ୍‌ପି ପ୍ରତାପ ସିହ୍ମା ଏକ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏହାକୁ ସୋସିଆଲ ମିଡିଆରେ ଦେଖିଛି। ବସ ଷ୍ଟାଣ୍ଡରେ ତିନୋଟି ଗମ୍ବୁଜ ଅଛି। ସେଥିମଧ୍ୟରେ ଗୋଟିଏ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?