Home Middle

ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ବୁଧବାର ରାତିରେ ସେ…

ଏଲପିଜି ସିଲିଣ୍ଡରରେ ରହିବ କ୍ୟୁଆର କୋଡ, ଗ୍ୟାସ ଚୋରି ହେବ ବନ୍ଦ…

ନୂଆଦିଲ୍ଲୀ,୧୭।୧୧ : ଏଲପିଜି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାୟତଃ ଗ୍ରାହକମାନେ ଅଭିଯୋଗ କରନ୍ତି ଯେ ସେମାନଙ୍କ ଘରୋଇ ଗ୍ୟାସ ସିଲିଣ୍ଡରରେ ଗ୍ୟାସର ପରିମାଣ ୧ ରୁ ୨ କିଲୋଗ୍ରାମ…

ଭାରତ ଯୋଡୋ ଯାତ୍ରାରେ ଯୋଗଦେଲେ ରିୟା ସେନ…

ମୁମ୍ବାଇ,୧୭।୧୧ : ଅନ୍ୟ ଜଣେ ବଲିଉଡ ଅଭିନେତ୍ରୀ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି। ଅଭିନେତ୍ରୀ ରିୟା ସେନ ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଭାରତ ଯୋଡା ଯାତ୍ରାରେ ସାମିଲ ହୋଇଛନ୍ତି। ଏବେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଫଟୋ…

୨୦୨୪ରେ ମୁଁ ଶେଷ ନିର୍ବାଚନ ଲଢ଼ିବି : ଚନ୍ଦ୍ରାବାବୁ ନାଇଡୁ…

ହାଇଦ୍ରାବାଦ,୧୭।୧୧ : ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଲୋକମାନେ ୨୦୨୪ ରେ ଟିଡିପିକୁ କ୍ଷମତାକୁ ଫେରାଇ ଆଣନ୍ତି ନାହିଁ, ତେବେ…

ହଟିବ ଗମ୍ବୁଜ, ଭାଜପା ନେତା ଭାଙ୍ଗିବାକୁ ଦେଇଥିଲେ ଧମକ…

ବେଙ୍ଗାଲୁରୁ,୧୭।୧୧ : କର୍ନାଟକ ଭାଜପା ଏମ୍‌ପି ପ୍ରତାପ ସିହ୍ମା ଏକ ବିବାଦୀୟ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଥିଲେ। ଏବେ ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମହୀଶୂର ନଗରନିଗମକୁ ନୋଟିସ ଜାରି କରିଛନ୍ତି। ଏହି ଆଶ୍ରୟସ୍ଥଳକୁ ହଟାଇବା ପାଇଁ…

ସଫଳତା ମୁହାଁ ନାସାର ଚନ୍ଦ୍ର ମିଶନ, ୯୨ ହଜାର କିଲୋମିଟର ଦୂରରୁ ଓରିଅନ ପଠାଇଲା ଫଟୋ…

ଓ୍ବାଶିଂଟନ,୧୭।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ପକ୍ଷରୁ ବୁଧବାର ଆରମ୍ଭ ହୋଇଥିବା ଚନ୍ଦ୍ର ମିଶନ ସଫଳତା ମୁହାଁ ହୋଇଛି। ଏହି ଚନ୍ଦ୍ର ମିଶନକୁ ଗୁରୁବାର ଆଉ ଏକ ବଡ଼ ସଫଳତା ମିଳିଛି। ବାସ୍ତବରେ, ସ୍ପେସ ଲଞ୍ଚ ସିଷ୍ଟମ ଓରିଅନ…

୨ ଆତଙ୍କବାଦୀ ଗିରଫ, ୩ ହ୍ୟାଣ୍ଡ ଗ୍ରେନେଡ ସହିତ ଏକ ଲକ୍ଷ ଟଙ୍କା ଜବତ…

ଅମୃତସର,୧୭।୧୧ : ଅମୃତସର ପୋଲିସ ଆତଙ୍କବାଦୀ ନେଟୱାର୍କର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ପାଖରୁ ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଏକ ଲକ୍ଷ ଟଙ୍କା ଏବଂ ଗୋଟିଏ କାର ଜବତ କରିଛି। ତେବେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବରିଷ୍ଠ…

ଭାରତୀୟ ଧୀବରଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଚଢ଼ାଉ, ୧୧୪ ଗିରଫ…

ଚେନ୍ନାଇ,୧୭।୧୧ : ଶ୍ରୀଲଙ୍କା ନୌସେନା ଭାରତୀୟ ଧୀବରଙ୍କ ଉପରେ ଚଢ଼ାଉ କରିଛି। ଏହି ସମୟରେ ଜଣେ ଭାରତୀୟ ଧୀବରଙ୍କ ଆଖିରେ ଆଘାତ ଲାଗିଛି। ଭାରତୀୟ ସାମୁଦ୍ରିକ ସୀମା ଉଲ୍ଲଂଘନ କରି ୧୪ ଜଣ ଧୀବର ମାଛ ଧରୁଥିବା ଅଭିଯୋଗ ହୋଇଛି। ତେଣୁ…

ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିଛ, ଏବେ ମତେ ବି ଖଲାସ କର…

ନୂଆଦିଲ୍ଲୀ,୧୭।୧୧ : ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କୁ ମୁକ୍ତ କରିଛ, ଏବେ ସମାନ ଆଇନ ଅନୁସାରେ ମତେ ବି ଜେଲରୁ ଖଲାସ କର ବୋଲି ସ୍ତ୍ରୀଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିବା ସ୍ବାମୀ ଶ୍ରଦ୍ଧାନନ୍ଦ ଦାବି କରିବା ଆରମ୍ଭ କରିଛନ୍ତି। ସମାନତାର…

ଆଜି ନାମାଙ୍କନ ଭରିବେ ସବୁ ଦଳର ପ୍ରାର୍ଥୀ

ପଦ୍ମପୁର,୧୭।୧୧(ଡି.ଏନ.ଏ.):ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିବସ ଗୁରୁବାର ରହିଛି। ତେବେ ବୁଧବାର ସୁଦ୍ଧା କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଗତ ସୋମବାର ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ ମଧ୍ୟ…

ଯୁଦ୍ଧ ମୁହାଁ ଚାଇନା-ତାଇଓ୍ବାନ…

ବେଜିଂ/ତାଇପେଇ,୧୭।୧୧ : ଚାଇନା ଏବଂ ତାଇୱାନର ପ୍ରତିରକ୍ଷା ପ୍ରସ୍ତୁତି ଜୋରଦାର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଯୁଦ୍ଧ ମୁହାଁ ହେଊଥିବା ଏକ ଗଣମାଧ୍ୟମ ରିପୋର୍ଟରେ ବଡ଼ ଦାବି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ତାଇୱାନକୁ ନିଜ ଦେଶ ସହ…

ସ୍ବଦେଶୀ ରକେଟ ବିକ୍ରମ-ଏସର ଉତ୍‌କ୍ଷେପଣ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ…

ଶ୍ରୀହରିକୋଟା,୧୭।୧୧ : ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ନଭେମ୍ବର ୧୮ ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ଉତକ୍ଷେପଣ କରାଯିବ। ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ସ୍ପେସ ଷ୍ଟାର୍ଟଅପ ସ୍କାଇରୁଟ ଏରୋସ୍ପେସ ଦ୍ୱାରା ବିକଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?