Home Middle

ଆପାର୍ଟମେଣ୍ଟ ଭୁଶୁଡ଼ି ୯ ମୃତ, ଜଣେ ନିଖୋଜ

ମସ୍କୋ,୧୯ା୧: ରୁଷିଆର ପ୍ରଶାନ୍ତ ଦ୍ୱୀପ ସଖାଲିନ୍‌ରେ ଥିବା ଏକ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଶନିବାର ଏନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି। ଜରୁରିକାଳୀନ ସେବା ସୂତ୍ରରୁ ପ୍ରକାଶ…

ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡ଼ିଓ ଭାଇରାଲ…

ତିହାର,୧୯।୧୧ : ଭାଜପା ଶନିବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଘେରିଛି। ତିହାର ଜେଲରେ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତାଙ୍କ ଜେଲ ସେଲରେ ମସାଜ କରାଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।…

ପ୍ରଥମ ଥର ପାଇଁ କିମ୍‌ଙ୍କ ଝିଅ ସାମ୍ନାକୁ ଆସିଲେ…

ପ୍ୟୋଙ୍ଗୟାଙ୍ଗ,୧୯।୧୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ବିଷୟରେ ଅନେକ ଗୁପ୍ତ କଥା ଅଛି ଯାହା କେହି ଜାଣନ୍ତି ନାହିଁ। ବିଶେଷକରି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ ତଥ୍ୟ ଦୁନିଆକୁ ଜଣା। ତେବେ କିମ୍‌…

ଅରୁଣାଚଳ ପ୍ରଦେଶରେ ପ୍ରଥମ ଗ୍ରୀନଫିଲ୍ଡ ଏୟାରପୋର୍ଟର ଉଦଘାଟନ କଲେ ମୋଦି

ଇଟାନଗର,୧୯ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅରୁଣାଚଳ ପ୍ରଦେଶକୁ ଏକ ବଡ ଉପହାର ଦେଇଛନ୍ତି । ସେଠାରେ ସେ ପ୍ରଥମ ଗ୍ରୀନଫିଲ୍ଡ ଏୟାର ପୋର୍ଟର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଜନତାଙ୍କୁ ସମ୍ବୋଧନ ଦେବା ସମୟରେ ଶୁଭେଚ୍ଛା…

ଡିସେମ୍ବର ୭ରୁ ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୧୯।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହେବ । ଏହା ୨୯ ତାରିଖ ଯାଏ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଚଳିତବର୍ଷ ଶୀତକାଳୀନ ଅଧିବେଶନ…

ଗୁଜରାଟ ବିଧାନସଭା ପାଇଁ ଆଜିଠାରୁ ମୋଦିଙ୍କ ମାରାଥନ ରାଲି, ପ୍ରାୟ ୨୫ ଜନସଭାକୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ,୧୯ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରି ସାରିଛନ୍ତି । ଏହି କ୍ରମରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନ ପ୍ରଚର ପାଇଁ ବାହାରିଛନ୍ତି…

ଆମେରିକା ସହ ଏହାର ମିତ୍ର ଦେଶକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ

ପୋଙ୍ଗୟାଙ୍ଗ,୧୯ ।୧୧: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିନ ଜୋନ ଉନ । ଏଥର ସେ ଆମେରିକା ଓ ଏହାର ମିତ୍ର ଦେଶ ଗୁଡିକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି । ଶନିବାର କିମ ନିଜେ ନିଜ ଦେଶରେ…

ଏଲନ ମସ୍କଙ୍କ ଘୋଷଣା: ନୂଆ ନିୟମ ଅନୁଯାୟୀ ନକରାତ୍ମକ ଟୁଇଟକୁ ଆଗକୁ ବଢାଇବ ନାହିଁ ଟୁଇଟର

ୱାଶିଂଟନ,୧୯ ।୧୧: ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ତଥା ଟୁଇଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନୀତି ଅନୁଯାୟୀ, ନକରାତ୍ମକ ଓ ଘୃଣା ଶବ୍ଦ ଥିବା ଟୁଇଟକୁ ଆଗକୁ ନ ବଢାଇବା ଓ ଏହାକୁ ଡିମୋନେଟାଇଜ କରିବାକୁ ଘୋଷଣା କରାଯାଇଛି…

ପଦ୍ମପୁର ଉପନିର୍ବାଚନ: ୨ ପ୍ରାର୍ଥିପତ୍ର ରବ୍ଦ, ୧୧ କାଏମ

ପଦ୍ମପୁର,୧୮।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ହୋଇଥିଲା। ଯାଞ୍ଚରେ ୨ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥପା ଏବଂ ଦେବଦତ୍ତ ସୁନାନୀଙ୍କ ପ୍ରାର୍ଥିପତ୍ର ରବ୍ଦ ହୋଇଛି। ଅନ୍ୟପକ୍ଷରେ ୧୧ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ପଦ୍ମପୁର ଉପଜିଲାପାଳ…

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା

ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଭାଗ ନେଇଥିଲେ । ଏହି ସମ୍ମିଳନୀକୁ ସମ୍ବୋଧିତ କରି ଶାହା କହିଛନ୍ତି, ଆମ ମଣିଷ…

ଆଜି ଏଲିଜାବେଥ୍‌ଙ୍କ ଦଣ୍ଡ ଘୋଷଣା

ଓ୍ବାଶିଂଟନ,୧୮ା୧୧: ଆମେରିକାର ପ୍ରସିଦ୍ଧ ବାୟୋଟେକ୍‌ ଷ୍ଟାର୍‌ ଏଲିଜାବେଥ୍‌ ହୋମ୍‌ସଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ରୋଗୀଙ୍କ ଜୀବନକୁ ବିପଦରେ ପକାଇ ନିବେଶକଙ୍କ ସହିତ ଠକିବାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାନୁୟାରୀରେ ଏଲିଜାବେଥ୍‌ଙ୍କ ଉପରେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ରିପୋର୍ଟକୁ…

ପାଣିକୁ ଖସିଲା ବସ୍‌, ୧୨ ଶିଶୁ ସମେତ ୨୦ ଜଣଙ୍କ ମୃତ୍ୟୁ

ଇସଲାମାବାଦ,୧୮ା୧୧: ପାକିସ୍ତାନର ବନ୍ୟା ପ୍ରଭାବିତ ସିନ୍ଧ ପ୍ରଦେଶରେ ଏକ ବସ୍‌ ପାଣି ଭିତରକୁ ଖସି ପଡ଼ିଛି। ଫଳରେ ୧୨ ଶିଶୁଙ୍କ ସମେତ ଅତି କମ୍‌ରେ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଏହି ବସଟି ଖଇରପୁରରୁ ଶେହଓ୍ବାନକୁ ଆସୁଥିଲା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?