ଟୁଇଟରକୁ ଫେରିଲେ ଟ୍ରମ୍ପ
ୱାଶିଂଟନ,୨୦ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଟୁଇଟରକୁ ଫେରିଛନ୍ତି । ବ୍ଲୁ ଟିକ ସହ ପୁଣିଥରେ ତାଙ୍କ ଟୁଇଟର ଆକାଉଣ୍ଟକୁ ଆକ୍ଟିଭ କରଦିଆଯାଇଛି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଟୁଇଟରର ନୂଆ ମାଲିକ ଏଲନ ମସ୍କ…
ଗୁଜରାଟରେ ଆଜିଠାରୁ ମୋଦିଙ୍କ ପ୍ରଚାର ଅଭିଯାନ ଆରମ୍ଭ, କଂଗ୍ରେସର ଗଡ ସୌରାଷ୍ଟ୍ରରେ କରିବେ ପ୍ରଚାର
ନୂଆଦିଲ୍ଲୀ,୨୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଣ୍ଟ୍ରି ହୋଇ ସାରିଛି । ଶନିବାର ମୋଦି ବଲସାଡରେ ରାଲି କରିବା ସହ ରୋଡ ଶୋ’ ବି କରିଥିଲେ । ରବିବାର ପ୍ରଧାନମନ୍ତ୍ରୀ ମୋଦି ରାଲି କରିବାର…
ଡାଟା ସୁରକ୍ଷା ବିଲ୍: ଆଇନ ଭଙ୍ଗକଲେ ସରକାରଙ୍କୁ ବି ଜରିମାନା…
ନୂଆଦିଲ୍ଲୀ,୧୯।୧୧ : ଭାରତ ସରକାର ଏକ ନୂତନ ଡାଟା ସୁରକ୍ଷା ବିଲକୁ ନେଇ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ ମଧ୍ୟ ଛାଡ ଦିଆଯାଇ ନାହିଁ। ଏହି ସୂତ୍ର ଅନୁଯାୟୀ ତଥ୍ୟ ଉଲ୍ଲଂଘନ ପାଇଁ ସରକାର…
ୟୁକ୍ରେନ୍ ଉପରେ ନୂଆ ବିପଜ୍ଜନକ ଅସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରୁଛି ରୁଷିଆ…
ମସ୍କୋ,୧୯।୧୧ : ୟୁକ୍ରେନ୍କୁ ଯୁଦ୍ଧରେ ପରାଜିତ ହେବାର ଭୟରେ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ ବିପଜ୍ଜନକ ପୋର ମ୍ୟାନ୍ ନ୍ୟୁକ୍ଲିୟର ଓ୍ବିପୋନ ପ୍ରୟୋଗ କରିବାକୁ ଯୋଜନା କରୁଛନ୍ତି। ଏନେଇ ସେ ନିଜ ପ୍ରାଇଭେଟ ଆର୍ମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ବିସ୍ଫୋରଣ ଘଟିଲେ ଏକ…
ଏଏପି ବିବାହରେ ଆମନ୍ତ୍ରିତ ହୋଇ ନ ଥିବା ଡ୍ୟାନ୍ସର: ଫଡ଼ନାଭିସ…
ଭାବନଗର,୧୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ଆଡ଼କୁ ମୁହାଁଇଛି। ଭାଜପା କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଏପି ମଧ୍ୟ ନିର୍ବାଚନୀ ମଇଦାନରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛି। ଏଏପି ସଂଯୋଜକ ତଥା ଦିଲ୍ଲୀ…
ଆଜି ବିବାହ କରିବେ ବାଇଡେନଙ୍କ ନାତୁଣୀ
ଓ୍ବାଶିଂଟନ,୧୯ା୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନ ଏବଂ ତାଙ୍କ ପ୍ରେମିକ ପିଟର ନୀଲ୍ ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ।। ଯାହା ହ୍ବାଇଟ୍ ହାଉସ ଇତିହାସରେ ୧୯ ତମ ବିବାହ ହେବ ବୋଲି କୁହାଯାଉଛି। ହ୍ବାଇଟ୍ହାଉସର ସାଉଥ…
ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…
ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଜାଣତରେ କରାଯାଇଥିବା ପଲିସି ରିସର୍ଚ୍ଚ ଗ୍ରୁପ୍ର ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ…
ଜେଲେନେକ୍ସିଙ୍କୁ ଭେଟିଲେ ଋଷି ସୁନକ…
କ୍ୱିଭ୍,୧୯।୧୧ : ରୁଷିଆ ଆକ୍ରମଣକୁ ବିଶ୍ୱ ବ୍ୟାପି ବିରୋଧ କରାଯାଉଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାର ୨୪ ଦିନ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନର କ୍ୱିଭ୍ ଗସ୍ତ କରିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିୟର…
ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅରୁଣ ଗୋଏଲ ନିର୍ବାଚନ କମିଶନର ନିଯୁକ୍ତି…
ନୂଆଦିଲ୍ଲୀ,୧୯।୧୧ : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଅରୁଣ କେବେଠାରୁ କାର୍ଯ୍ୟ କରିବେ ସେ ନେଇ ତାରିଖ ଘୋଷଣା ହୋଇନାହିଁ। ଅରୁଣ…
କରୋନା କଟକଣା ଉଠାଇଲେ ସରକାର
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରୁ ସମସ୍ତ କରୋନା କଟକଣାକୁ ହଟାଇ ଦେଇଛନ୍ତି ସରକାର। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏହି କଟକଣାକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଆବଶ୍ୟକ ଥିଲେ ଲୋକେ ସ୍ବଇଚ୍ଛାରେ ନିୟମ ମାନିପାରିବେ ବୋଲି ସରକାର କହିଛନ୍ତି। ଯେଉଁଠି…
ଚାଇନାରେ କରୋନା ଆତଙ୍କ, ବେଜିଂରେ ମିନି ଲକ୍ଡାଉନ…
ବେଜିଂ,୧୯।୧୧ : ଚାଇନାରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ଦେଖାଦେଇଛି। ରାଜଧାନୀ ବେଜିଂରେ ୫୦୦ କରୋନା ଆକାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେଶରେ ୨୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବେଜିଂରେ ସରକାରଙ୍କ ପକ୍ଷରୁ ମିନି ଲକଡାଉନ୍ ଜାରି…
ହିତାଧିକାରୀଙ୍କୁ ଶୀତକାଳୀନ ସହାୟତା ଦେବେ ସରକାର
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଭତ୍ତା ହିତାଧିକାରୀଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଅଧିକ ୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ସାମାଜିକ ସୁରକ୍ଷା…

