ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ବିରୋଧରେ ପାକିସ୍ତାନ ବ୍ୟବହାର କରୁଛି ଚାଇନା ଡ୍ରୋନ…
ଇସଲାମାବାଦ,୨୧।୧୧ : ପାକିସ୍ତାନୀ ସେନା ବର୍ତ୍ତମାନ ଚାଇନାର ଡ୍ରୋନ ସିଏଚ-୪ବି ବ୍ୟବହାର କରି ବାଲୁଚିସ୍ତାନରେ ବିଦ୍ରୋହୀଙ୍କୁ ଦମନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ସାହାଯ୍ୟରେ ବାଲୁଚ ଉପରେ ଆକ୍ରମଣ କରିଆସୁଛନ୍ତି, କିନ୍ତୁ ବର୍ତ୍ତମାନ ଡ୍ରୋନ ଦ୍ୱାରା…
ଗ୍ରୀସ୍ରେ ଭୂକମ୍ପ, ସୁନାମି ସତର୍କ ସୂଚନା ଜାରି…
ଏଥେନ୍ସ,୨୧।୧୧ : ସୋମବାର ଗ୍ରୀସ୍ରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ବିଳମ୍ବିତ ରାତି ୧ଟା ୨୫ରେ ସ୍ଥାନୀୟ କ୍ରିଟରେ ଅନୁଭୁତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ଥିଲା। ଏହା ଯୋଗୁ ସୁନାମି ହେବା ଆଶଙ୍କା ନେଇ ସତର୍କ ସୂଚନା…
ଇରାକ-ସିରିଆର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କଲା ତୁର୍କୀ…
ବାଗଦାଦ/ଇସ୍ତାନବୁଲ,୨୧।୧୧ : ଗତ ସପ୍ତାହରେ ହୋଇଥିବା ଇସ୍ତାନବୁଲ ବିସ୍ଫୋରଣର ପ୍ରତିଶୋଧ ନେଇ ତୁର୍କୀ ଉତ୍ତର ସିରିଆ ଏବଂ ଇରାକର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ ଆରମ୍ଭ କରି ଇସ୍ତାନବୁଲ ବିସ୍ଫୋରଣରେ ଦାୟୀ କୁର୍ଦ୍ଦ ଗୋଷ୍ଠୀଙ୍କୁ ଟାର୍ଗେଟ କରିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ…
‘ଆସନ୍ତା ବର୍ଷରେ ଅର୍ଥନୀତି ୬-୭%କୁ ବୃଦ୍ଧି ପାଇବ’
ନୂଆଦିଲ୍ଲୀ,୨୧।୧୧: ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛିି। ଏପରିକି ବିଶ୍ୱ ବିମୁଦ୍ରାକରଣ ଆଡକୁ ଗତି କରୁଥିବା ବେଳେ ଭାରତରେ ତା’ର (ବିମୁଦ୍ରୀକରଣ) କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତର ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ…
ଫିଫା ବିଶ୍ୱକପ ଉଦ୍ଘାଟନୀ ଝଲକ
ଦୋହା, ୨୧ା୧୧: କାତାରର ଅଲ୍ ବାୟଟ ଷ୍ଟାଡିୟମରେ ରବିବାର ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। କେ ପପ୍ ବ୍ୟାଣ୍ଡ ବିଟିଏସ୍ର ସଦସ୍ୟ କିମ୍ ଜଙ୍ଗକୁକ୍ ଉଦ୍ଘାଟନୀ ସମାରୋହରେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲେ। ମନ ମୋହିଲେ ଜଙ୍ଗକୁକ କାତାର ବିଶ୍ୱକପର…
୬ ଫୁଟ୍ ବରଫରେ ପୋତିହେଲା ପଶ୍ଚିମ ନ୍ୟୁୟର୍କ
ନ୍ୟୁୟର୍କ,୨୧।୧୧ : ଆମେରିକାର ପଶ୍ଚିମ ନ୍ୟୁୟର୍କରେ ଶନିବାର ପ୍ରବଳ ତୁଷାରପାତ ଜାରି ରହିବାରୁ କେତେକ ଅଞ୍ଚଳ ୬ଫୁଟ୍ ବରଫ ତଳେ ପୋତିହୋଇଯାଇଛି। ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ବଫାଲୋ ଅଞ୍ଚଳରେ ଅନେକ ବିମାନ ଚଳାଚଳ ବାତିଲ ହୋଇଛି। ତୁଷାରପାତରେ…
ହିନ୍ଦୀରେ ଡାକ୍ତରୀ ପଢ଼ା: ଜ୍ଞାନକୁ ସୀମିତ କରିବ
ନୂଆଦିଲ୍ଲୀ,୨୧ା୧୧(ପି.ଟି.): ମଧ୍ୟପ୍ରଦେଶ ସରକାର ଛାତ୍ରୀଛାତ୍ରଙ୍କୁ ହିନ୍ଦୀରେ ଡାକ୍ତରୀ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରି କରିବା ଦ୍ୱାରା ପ୍ରାରମ୍ଭରେ ଗ୍ରାମାଞ୍ଚଳର ଛାତ୍ରୀଛାତ୍ର କିଛି ସୁବିଧା ପାଇପାରନ୍ତି। କିନ୍ତୁ ଏହା ସେମାନଙ୍କ ଅଭିବୃଦ୍ଧିର ପରିସର ଓ ଜ୍ଞାନକୁ ସୀମିତ କରିଦେବ ବୋଲି ଡାକ୍ତରମାନେ…
କୋରେଇରେ ଟ୍ରେନ୍ ଦୁର୍ଘଟଣା: ୩ ମୃତ
ଯାଜପୁର ଅଫିସ,୨୧ା୧୧: ଯାଜପୁରର କୋରେଇଠାରେ ସୋମବାର ଟ୍ରେନ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏକ ମାଲ୍ବାହୀ ଟ୍ରେନ୍ ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଟ୍ରେନ୍ର ୩ରୁ…
ପାରାଚ୍ୟୁଟ୍ରେ ଫେରିବେ ମହାକାଶଚାରୀ
ଲକ୍ଷ୍ନୌ,୨୧।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନୟାନ ମିଶନକୁ ସଫଳ କରିବା ଦିଗରେ ଆଗେଇ ଚାଲିଛି। ୧୦,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ପେସ୍କ୍ରାଫ୍ଟ ମିଶନ ୨୦୨୪ରେ ଶେଷ ହେବା ନେଇ ବୈଜ୍ଞାନିକମାନେ ଆଶାବାଦୀ। ଗଗନୟାନ ମିଶନର ସଫଳ ରୂପାୟନ…
କ୍ଷତିପୂରଣ କରିବେ ଧନୀ ରାଷ୍ଟ୍ର
ଶର୍ମ ଏଲ୍-ଶେଖ୍/ନୂଆଦିଲ୍ଲୀ,୨୧ା୧୧ : ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଅନୁନ୍ନତ ଦେଶଗୁଡ଼ିକୁ ଉତ୍ସର୍ଜନ ସୃଷ୍ଟିକାରୀ ଧନୀ ରାଷ୍ଟ୍ରଗୁଡ଼ିକ କ୍ଷତିପୂରଣ ଦେବେ। ଏଥିସକାଶେ ଏକ ପାଣ୍ଠି ଗଠନ କରିବା ଉପରେ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ଏହି ଐତିହାସିକ…
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଫିଫା ବିଶ୍ୱକପ୍ ଉଦ୍ଘାଟିତ
ଦୋହା,୨୦।୧୧: ଫିଫା ବିଶ୍ୱକପ୍ର ୨୨ତମ ସଂସ୍କରଣ ରବିବାର ଉଦ୍ଘାଟିତ ହୋଇଛି। ମ୍ୟାଚ ପୂର୍ବରୁ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହ କତାରର ଅଲ ବାଇଡ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ଏହି ରଙ୍ଗୀନ ଇଭେଣ୍ଟରେ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ନିଜ ଜଲଓ୍ବା ଦେଖାଇଛନ୍ତି।…
ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କଲା ଭାରତ
ମାଉଣ୍ଟ ମଙ୍ଗାନୁଇ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଶତକ ପରେ ଦୀପକ ହୁଡାଙ୍କ ବୋଲିଂ ଯାଦୁରେ ଘରୋଇ ଦଳ ଧରାଶାୟୀ ହୋଇଛି। ପ୍ରଥମେ…

