ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ ଜାପାନ…
ଟୋକିଓ,୧୭।୧୨ : ଚାଇନାର ମୁକାବିଲା କରିବା ପାଇଁ ଜାପାନ ଭାରତ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ। ଶନିବାର ଜାପାନର ଜାତୀୟ ସୁରକ୍ଷା ରଣନୀତି ରେ କୁହାଯାଇଛି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଦେଶ ଭାବରେ ଜାପାନ ମୁକ୍ତ ଉଦ୍ୟମକୁ…
ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ…
ନୂଆଦିଲ୍ଲୀ, ୧୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…
ବିଲକିସ ବାନୋଙ୍କର ଗୋଟିଏ ଆବେଦନ ଖାରଜ…
ନୂଆଦିଲ୍ଲୀ,୧୭।୧୨ : ବିଲକିସ ବାନୋଙ୍କ ଦୁଇଟି ଆବେଦନ ମଧ୍ୟରୁ ଗୋଟିଏକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ବିଲକିସ ବାନୋ ୨୦୦୨ ଗୁଜରାଟ ସାମ୍ପ୍ରଦାୟିକ ହିଂସା ସମୟରେ ତାଙ୍କୁ ଗଣ ବଳାତ୍କାର କରିଥିବା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା…
ବେଜିଂରେ କରୋନା ସଂକ୍ରମଣରେ ୨ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ…
ବେଜିଂ,୧୭।୧୨ : ଦୁନିଆରେ କରୋନା ସଂକ୍ରମଣ ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି। ତଥାପି, ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ। ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚାଇନାର ଦୁଇ ପୂର୍ବତନ ଗଣମାଧ୍ୟମ ପ୍ରତିନିଧିଙ୍କର ବେଜିଂରେ ମୃତ୍ୟୁ ଘଟିଛି। ଶୁକ୍ରବାର…
୨୦୨୩ରେ ଚାଇନାରେ କରୋନା ବିସ୍ଫୋରଣ ଆଶଙ୍କା, ୧୦ ଲକ୍ଷରୁ ଅଧିକ ଲୋକଙ୍କର ହୋଇପାରେ ମୃତ୍ୟୁ…
ସିକାଗୋ,୧୭।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଆମେରିକାର ସିକାଗୋସ୍ଥିତ ଇନଷ୍ଟିଚ୍ୟୁଟ ଫର୍ ହେଲଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟର ନୂତନ ଆକଳନ ଅନୁଯାୟୀ ଚାଇନାରେ ହଠାତ କଡ଼ା କରୋନା କଟକଣାକୁ…
ଯବାନଙ୍କୁ କ୍ଷମା ମାଗନ୍ତୁ ରାହୁଲ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୧୭ ।୧୨: ଅରୁଣାଚଳ ପ୍ରଦେଶର ତୱାଂଗ ସେକ୍ଟରରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି…
ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ, ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି, ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ
କୋଲକାତା,୧୭ ।୧୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଇଷ୍ଟର୍ନ ଜୋନାଲ କାଉନସିଲ ବୈଠକ ଚାଲିଛି । ବୈଠକର ଅଧ୍ୟକ୍ଷତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକ୍କିମର ମୁଖ୍ୟମନ୍ତ୍ରୀ ଅଥବା ସେମାନଙ୍କ…
ଭାଜପାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ସହ ବିଲାୱଲ ଭୁଟ୍ଟୋଙ୍କ କୁଶ ପୁତ୍ତଳିକା କରାଯିବ ଦାହ
ନୂଆଦିଲ୍ଲୀ,୧୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପକ୍ଷରୁ ଦିଆଯାଇଥିବା ଅପମାନଜନକ ଟିପ୍ପଣୀ ବିରୋଧରେ, ଶନିବାର ଅର୍ଥାତ୍ ୧୭ ଡିସେମ୍ବରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯିବ…
ଜାତିସଂଘ ଶରଣାର୍ଥୀ ଏଜେନ୍ସିର ସ୍ୱତନ୍ତ୍ର ଦୂତ ପଦରୁ ଇସ୍ତଫା ଦେଲେ ଆଞ୍ଜେଲିନା ଜୋଲି, ସିଧାସଳଖ ଯୋଡି ହେବେ ସଙ୍ଗଠନ ସହ
ଜେନେଭା,୧୭ ।୧୨: ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଜାତିସଂଘ ଶରଣାର୍ଥୀ ଏଜେନ୍ସିର ବିଶେଷ ଦୂତ ପଦବୀରୁ ଇସ୍ତଫା ଦେଇଛନ୍ତି । ଏବେ ସେ ସିଧାସଳଖ ଶରଣାର୍ଥୀ ଓ ସଙ୍ଗଠନ ସହ ଯୋଡି ହେବେ । ଏହି ଘୋଷଣା ଶୁକ୍ରବାର ଆଞ୍ଜେଲିନା ଜୋଲି ଓ…
ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ୱ: ଦକ୍ଷତା ବିକାଶ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି
ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଆଇଏଏସ୍ ଅଫିସରସ୍ତରରେ ଅଦଳ ବଦଳ କରାଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ଉଷା ପାଢୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି…
ମୋଦିଙ୍କ ସହ ଫୋନ୍ରେ କଥା ହେଲେ ପୁଟିନ୍
ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ୍ ମୋଦିଙ୍କ ସହ ୟୁକ୍ରେନରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା କରିଥିବା…
ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ: କମ୍ପାନୀ ଅଧିକାରୀଙ୍କ ଦାବି ଭୁଲରେ ଭାରତର କଫ ସିରପର ନାଁ ଯୋଡିଥିଲା ଡବ୍ଲୁଏଚଓ
ନୂଆଦିଲ୍ଲୀ/ବନଜୁଲ,୧୬ ।୧୨: ୱେଷ୍ଟ ଆଫ୍ରିକା ଦେଶ ଗାମ୍ବିଆରେ ହୋଇଥିବା ୬୬ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ ସିରଫ ଦାୟୀ ବୋଲି ପ୍ରଥମେ ଅଭିଯୋଗ ଆଣିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ଏବେ ମେଡେନ ଫାର୍ମାର କଫ ଔଷଧର ଗୁଣବତ୍ତା…

