ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଦୁଇ ସୁନା ବ୍ୟବସାୟୀ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୁଇ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ଶନିବାର ପଚରାଉଚରା କରିଛି ଇଡି। ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ କେବେ କେତେ ସୁନା କିଣିଥିଲେ ସେସବୁର ତଥ୍ୟ ଦାଖଲ କରିଛନ୍ତି ଦୁଇ ସୁନା ବ୍ୟବସାୟୀ।…
ଛାତ୍ରଙ୍କ ବେକରେ ଜାଭେଲିନ ପଶିବା ଘଟଣା: ସମସ୍ତ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ବେକରେ ଜାଭେଲିନ ପଶି ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ଗୁରୁତର ଛାତ୍ର ସଦାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ…
ବିଦେଶ ଗସ୍ତ ସଫଳ ରହିଛି, ବହୁ ଦେଶଙ୍କ ସହିତ ହୋଇଛି ଦ୍ୱିପାକ୍ଷିକ ବୈଠକ: ଜୟଶଙ୍କର…
ନୂଆଦିଲ୍ଲୀ,୧୭।୧୨ : ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ତାଙ୍କର ନ୍ୟୁୟର୍କ ଗସ୍ତ ଫଳପ୍ରଦ ହୋଇଛି। ସେ ଟୁଇଟ କରି କହିଛନ୍ତି, ଆତଙ୍କବାଦ ମୁକାବିଲା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମନ୍ତ୍ରୀସ୍ତରୀୟ ବୈଠକରେ ବେଶ୍ ସଫଳ ରହିଛି।…
ପାକିସ୍ତାନର ଦୁଃସାହସ: ଭାରତକୁ ଦେଲା ଯୁଦ୍ଧ-ଆଣବିକ ବୋମା ଧମକ…
ନୂଆଦିଲ୍ଲୀ/ଇସଲାମାବାଦ,୧୭।୧୨ : ପାକିସ୍ତାନ ପୁଣିଥରେ ଦୁଃସାହସ କରିଛି। ପାକିସ୍ତାନର ମନ୍ତ୍ରୀ ଶାଜିଆ ମାରି ଭାରତକୁ ଯୁଦ୍ଧ ଏବଂ ଆଣବିକ ବୋମା ଦେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ପରମାଣୁ ସ୍ଥିତି ନୀରବ ରହିବା ପାଇଁ ନୁହେଁ। ସମୟ ପଡ଼ିଲେ…
‘ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ମାନିବୁ’
ଓ୍ବାଶିଂଟନ,୧୭ା୧୨: ସମସ୍ତ ପ୍ରକାର ହିଂସାକୁ ବନ୍ଦ କରିବା ଏବଂ କୂଟନୈତିକ ମାର୍ଗ ଅନୁସରଣ କରିବା ପାଇଁ ୟୁକ୍ରେନ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ଆମେରିକା ପୁଣି ଥରେ ସ୍ବାଗତ କରିଛି। ବୈଦେଶିକ ବିଭାଗର ମୁଖ୍ୟ ଉପପ୍ରବକ୍ତା ବେଦାନ୍ତ କହିଛନ୍ତି,…
ଚାଇନାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ…
ବେଜିଂ,୧୭।୧୨ : ଚାଇନାରେ କରୋନା ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ୨କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜଧାନୀ ବେଜିଂରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଶନିବାର ଅନ୍ତିମ ସଂସ୍କାର ପାଇଁ ଲୋକଙ୍କ ଭିଡ଼ ଜମିବାରେ…
ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ: ସିଡିଏସ ଅନୀଲ ଚୌହ୍ବାନ…
ନୂଆଦିଲ୍ଲୀ,୧୭।୧୨ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦ ନେଇ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ କହିଛନ୍ତି ଯେ ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ ରହିଛି। ଲିପୁଲେଖ, ବାଦାହୋତି ଏବଂ ଅରୁଣାଚଳ ପ୍ରଦେଶରେ ଚାଇନା ସହିତ…
ଯୁଦ୍ଧରେ ଜିତିବୁ ଅବା ପୃଥିବୀ ଧ୍ୱଂସ ହେବ: ପୁଟିନଙ୍କ ନିକଟତମ ବ୍ୟକ୍ତିଙ୍କ ଦାବି…
ମସ୍କୋ,୧୭।୧୨ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ଜଣେ ବ୍ୟକ୍ତି ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଏକ ବଡ଼ ଦାବି କରିଛନ୍ତି। ପୁଟିନଙ୍କ ପ୍ରମୁଖ ସହାୟକ ଆଲେକ୍ସଜାଣ୍ଡାର୍ ଡୁଗିନ କହିଛନ୍ତି ଯେ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ମସ୍କୋ ଜିତିବ ନଚେତ…
ରାହୁଲ ଚାଇନା-ପାକିସ୍ତାନକୁ କରୁଛନ୍ତି ସମର୍ଥନ: ନଡ୍ଡା…
ନୂଆଦିଲ୍ଲୀ,୧୭।୧୨ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଚାଇନା ଏବଂ ପାକିସ୍ତାନର ଭାଷା କହୁଛନ୍ତି। ଏହା ଚାଇନା ପାକିସ୍ତାନକୁ ସମର୍ଥନ କରିବା ଭଳି ମନେ…
ପୃଥିବୀର ଜଳ ପରୀକ୍ଷା ପାଇଁ ଉପଗ୍ରହ ପଠାଇଲା ନାସା
ଓ୍ବାଶିଂଟନ,୧୭ା୧୨: ନାସା ପୃଥିବୀର ହ୍ରଦ, ନଦୀ, ଜଳଭଣ୍ଡାର ଏବଂ ମହାସାଗରର ଜଳ ପରୀକ୍ଷା ପାଇଁ ଏକ ଉପଗ୍ରହ ଉତ୍କ୍ଷେପଣ କରିଛି। କାଲିଫର୍ନିଆର ଭାଣ୍ଡେନବର୍ଗ ସ୍ପେସ ଫୋର୍ସ ବେସ୍ରୁ ଏକ ସ୍ପେସ୍ ଏକ୍ସ ଫାଲକନ-୯ ଉପରେ ସର୍ଫେସ ଓ୍ବାଟର୍ ଆଣ୍ଡ ଓସେନ ଟପୋଗ୍ରାଫି…
ଅନୀଲ ଦେଶମୁଖ ଜାମିନ ମାମଲା, ସୁପ୍ରିମ୍କୋର୍ଟରେ ସିବିଆଇ…
ନୂଆଦିଲ୍ଲୀ,୧୭।୧୨ : ଦୁର୍ନୀତି ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଡିସେମ୍ବର ୧୨ରେ ବମ୍ବେ ହାଇକୋର୍ଟ ୭୩ ବର୍ଷିୟ…
ଦେବାଳିଆ ହେବ ପାକିସ୍ତାନ, ଆଶଙ୍କାରେ ଲୋକେ…
ଇସଲାମାବାଦ,୧୭।୧୨ : ପାକିସ୍ତାନ ଦେବାଳିଆ ହେବାର ଆଶଙ୍କା କ୍ରମାଗତ ଭାବେ ସଙ୍କଟ ଜନକ ହେବାରେ ଲାଗିଛି। ଏହାକୁ ନେଇ ଦେଶରେ ଅଶାନ୍ତିର ବାତାବରଣ ରହିଛି। ଲୋକେ ଆଶଙ୍କାରେ ରହିଛନ୍ତି। ସରକାର ଦେଇଥିବା ନିରନ୍ତର ଆଶ୍ୱାସନା ସତ୍ତ୍ୱେ ଏ ବିଷୟରେ ଆଲୋଚନା ବନ୍ଦ…

