Home Middle

ଅଲିଭ୍‌ ରିଡ୍‌ଲେଙ୍କୁ ବିପଦ ଟ୍ରଲର, ବୋଟ୍‌; ନିଷିଦ୍ଧାଞ୍ଚଳରେ ଚାଲିଛି ଅବାଧ ମାଛମରା

କୋଣାର୍କ,୧୮ା୧୨(ଡି.ଏନ୍‌.ଏ.): ଉପକୂଳରେ ଅସୁରକ୍ଷିତ ଅଲିଭ ରିଡ୍‌ଲେ। ଅନ୍ତୁଡ଼ିଶାଳ ପାଲଟିଛି ଶ୍ମଶାନ। ଅଣ୍ଡାଦାନରେ ବାଧକ ସାଜିଛି ବେଆଇନ ଟ୍ରଲର ଚଳାଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ସମୁଦ୍ରକୂଳରୁ ୨୦କିଲୋମିଟର ମଧ୍ୟକୁ କେହି ମାଛ ଧରିବା ପାଇଁ ଯାଇପାରିବେ ନାହିଁ।…

କିମ୍‌ ପୁଣି କଲେ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ…

ପ୍ୟୋଙ୍ଗୟାଙ୍ଗ,୧୮।୧୨ : ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ପୁଣି ଥରେ ଦେଶର ପୂର୍ବ ଉପକୂଳରୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଦକ୍ଷିଣ କୋରିଆ ଏହି ସୂଚନା ଦେଇଛି। ଚଳିତ ବର୍ଷ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଉତ୍ତର…

ଫିଫା ବିଶ୍ୱକପ୍‌: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଟାଇଟଲ ଟକ୍କର

ଦୋହା, ୧୮।୧୨: ଚଳିତ ଫିଫା ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟାଇଟଲ ଲଢ଼େଇରେ ପରସ୍ପରର ସମ୍ମୁଖୀନ ହେବେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ ଗତଥରର ଚାମ୍ପିୟନ ଫ୍ରାନ୍ସ। ଫ୍ରାନ୍ସ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ…

ଏକକ ଦେଓ୍ବାନୀ ସଂହିତା ପାଇଁ ଆଇନ ପ୍ରଣୟନ କରିପାରିବେ ରାଜ୍ୟ: ରିଜିଜୁ

ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତିଷ୍ଠା ହେବା ପରଠୁ ରାମମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏକକ ଦେଓ୍ବାନୀ ସଂହିତା (ୟୁସିସି) ଆଣିବା ଏହାର ମୁଖ୍ୟ ନିର୍ବାଚନୀ କାର୍ଯ୍ୟସୂଚୀ ରହିଆସିଛି। ପ୍ରଥମ ଦୁଇଟି ପ୍ରତିଶ୍ରୁତି ପାଳନ ହୋଇସାରିଥିବାବେଳେ କେନ୍ଦ୍ରରେ…

ଶେହବାଜ ସରକାରଙ୍କୁ ପୁଣି ଟେନସନ ଦେଲେ ଇମ୍ରାନ, କହିଲେ ୨୩ ଡିସେମ୍ବରରେ ଭାଙ୍ଗିବେ ଦୁଇଟି ବିଧାନସଭା

ଇସଲାମାବାଦ,୧୮ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ ଏ ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ କହିଛନ୍ତି ଆଗାମୀ ଡିସେମ୍ବର ୨୩ରେ ସେ ପାକିସ୍ତାନର ଦୁଇଟି ରାଜ୍ୟର ବିଧାନସଭାକୁ ଭଙ୍ଗ କରିଦେବେ । ସେ ପାକିସ୍ତାନର ପୂର୍ବତନ ଆର୍ମି ଚିଫ…

ନୋବେଲ ବିଜେତା ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ

ୱାଶିଂଟନ,୧୮ ।୧୨: ନୋବେଲ ପୁରସ୍କାରରେ ସମ୍ମାନୀତ ଅର୍ଥଶାସ୍ତ୍ରୀ ପ୍ରଫେସର ଫିଲିପ ଡାୟବୱିଗଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି । ଡାୟବୱିଗ ୱାଶିଂଟନ ୟୁନିଭର୍ସିଟିରେ ପାଠ ପଢାନ୍ତି । ଡାୟବୱିଗଙ୍କୁ ଡଗଲସ ବ୍ଲୁ ଡାୟମଣ୍ଡ ଓ ବେନ ଏସ ବର୍ନାନକେଙ୍କ ସହ…

ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା: ଆଇନ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୭।୧୨ : ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା ପଡ଼ି ରହିଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କୋର୍ଟରେ ନିର୍ବାଚନ ସମ୍ପର୍କିତ ୫୦୦ ମାମଲାର ବିଚାରାଧିନ ରହିଛି। ୨୦୨୦ରେ ଶୀର୍ଷକୋର୍ଟ ୧୩୦ ମାମଲାର ଫଇସଲା…

ଫୁଟବଲ ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି: ଫିଫା କଲା ମନା…

କିଭ୍‌,୧୭।୧୨ : ଫୁଟବଲ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିଶ୍ୱ ଶାନ୍ତିର ବାର୍ତ୍ତା ପ୍ରଦାନ କରିବାକୁ ବିଶ୍ୱକପ ଆୟୋଜକଙ୍କୁ ଏକ ଅନୁରୋଧ କରିଥିଲେ। ତେବେ ଏହାକୁ ଫିଫା ପକ୍ଷରୁ ମନା କରାଯାଇଛି। ରବିବାର କତାରରେ ହେବାକୁ…

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ୪ କୋଟିରୁ ଅଧିକ ନାଗରିକଙ୍କ ତଥ୍ୟ ସାମିଲ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ବାସ୍ଥ୍ୟ ରେକର୍ଡର ସୀମା ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏଭଳି ସ୍ବାସ୍ଥ୍ୟ ହବ ନିର୍ମାଣ…

କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ଭାରତ ପାଖରେ ରହିଛି ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର…

ନୂଆଦିଲ୍ଲୀ,୧୭।୧୨ : ଦେଶର ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଜାରି ରହିଥିବା କଲ୍ୟାଣକାରୀ ଯୋଜନା ଲାଗି ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି ରହିଛି । କେନ୍ଦ୍ର ସରକାର ଶନିବାର ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର…

ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ଭରସା ରଖନ୍ତୁ: ସିଜେଆଇ…

ନୂଆଦିଲ୍ଲୀ,୧୭।୧୨ : ଦେଶର ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ସମସ୍ତ ଜନସାଧାରଣ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି। ଶନିବାର ପୂର୍ବତନ ଆଡଭୋକେଟ ଜେନେରାଲ ସ୍ବର୍ଗୀୟ ଆଶୋକ ଦେଶାଇଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିବା ଏକ…

ନବଜାତ ଶିଶୁକନ୍ୟାକୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ ମହିଳା, ହୋଇପାରେ ମୃତ୍ୟୁଦଣ୍ଡ

ନ୍ୟୁୟର୍କ,୧୭ା୧୨: ୨୦୧୮ରେ ଆମେରିକାର ଜଣେ ଭାରତୀୟ ବଂଶୋଭବ ମହିଳା ନିଜର ନବଜାତ ଶିଶୁକନ୍ୟାକୁ ଫ୍ଲୋରିଡାର ସମୁଦ୍ରରେ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ନାମରେ ହତ୍ୟା ଅଭିଯୋଗ କରାଯାଇଥିଲା। ଉକ୍ତ ମାମଲାର ତଦନ୍ତ ପରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?