ଜାତିସଂଘ ଶରଣାର୍ଥୀ ଏଜେନ୍ସିର ସ୍ୱତନ୍ତ୍ର ଦୂତ ପଦରୁ ଇସ୍ତଫା ଦେଲେ ଆଞ୍ଜେଲିନା ଜୋଲି, ସିଧାସଳଖ ଯୋଡି ହେବେ ସଙ୍ଗଠନ ସହ

ଜେନେଭା,୧୭ ।୧୨: ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଜାତିସଂଘ ଶରଣାର୍ଥୀ ଏଜେନ୍ସିର ବିଶେଷ ଦୂତ ପଦବୀରୁ ଇସ୍ତଫା ଦେଇଛନ୍ତି । ଏବେ ସେ ସିଧାସଳଖ ଶରଣାର୍ଥୀ ଓ ସଙ୍ଗଠନ ସହ ଯୋଡି ହେବେ । ଏହି ଘୋଷଣା ଶୁକ୍ରବାର ଆଞ୍ଜେଲିନା ଜୋଲି ଓ ଜାତିସଂଘର ଉଚ୍ଚାୟୁକ୍ତ(ୟୁଏନଏଚଆରସି) ଏକ ମିଳିତ ବୟାନରେ ପ୍ରକାଶ କରିଛନ୍ତି । ଆଞ୍ଜେଲିନା ଜାତିସଂଘ ସହ ୨୦ରୁ ଅଧିକ ବର୍ଷ ହେବ ଯୋଡି ହୋଇଥିଲେ ।
ୟୁଏନଏଚଆରସିର ବୟାନରେ କୁହାଯାଇଛି କି ଆଞ୍ଜେଲିନା ଜୋଲି ସାରା ବିଶ୍ୱରେ ଜବରଦସ୍ତ ବିସ୍ଥାପିତ ଲୋକଙ୍କ ଅଧିକାର ଓ ସୁରକ୍ଷା ପାଇଁ ସ୍ୱର ଉଠାଉଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ସହ ସମର୍ପିତ ଓ ପ୍ରତିବଦ୍ଧିତ ଭାବେ ୨୦ରୁ ଅଧିକ ବର୍ଷ ହେବ କାମ କରି ଆସୁଛନ୍ତି । ଏବେ ସେ ୟୁଏନଏଚଆରସିର ସ୍ୱତନ୍ତ୍ର ଦୂତ ଭାବେ ମାନବୀୟ ଓ ମାନବାଧିକାର ପ୍ରସଙ୍ଗ ଉପରେ ବଡ ଭୂମିକା ନେବା ପରେ ଆଗକୁ ବଢିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

ମୂଲ୍ୟବାନ ସରକାରୀ ଜମିର ହେଉନି ଉପଯୋଗ, ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ…

ଧଉଳିରେ ଲଜ୍ଜା, ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ଭୁବନେଶ୍ୱର,୮।୬: ପୁଣି ରାଜଧାନୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଧଉଳି ଥାନାରେ…

ସାଇକେଲରେ ଡ୍ୟୁଟି କଲେ ବନ କର୍ମଚାରୀ, ପରିବେଶ ସୁରକ୍ଷା ସହ…

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ବିଶ୍ୱ ସାଇକେଲ ଦିବସ ଅବସରରେ ରବିବାର ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସମସ୍ତ ରେଞ୍ଜରେ ବନପାଳ, ବନରକ୍ଷୀ, ସ୍କ୍ବାଡ୍‌ କର୍ମଚାରୀମାନେ ସାଇକେଲରେ ଜଙ୍ଗଲକୁ…

ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଦିଲ୍ଲୀରେ ଥିବା ମମତାଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ,୮।୬: ବଙ୍ଗଳାରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ, ମମତା ବାନାର୍ଜୀ ଏବେ ଦିଲ୍ଲୀରେ ଏକ ବଡ଼ ଝଟକା ପାଇଛନ୍ତି। ଟିଏମସି ରାଜ୍ୟ ସଭା ଏମପି ସୁଖେନ୍ଦୁ ଶେଖର…

ବିଜେଡିରେ ବଡ଼ ହଲଚଲ! ବୈଠକ ଡାକିଲେ ଉପସଭାପତି, କହିଲେ….

ଭୁବନେଶ୍ବର,୮।୬: ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି ।…

ମମତାଙ୍କୁ ପୁଣି ଲାଗିବ ଶକ୍ତ ଧକ୍କା! ପଶ୍ଚିମବଙ୍ଗ ପରେ ଏବେ…

କୋଲକାତା,୮।୬: ପଶ୍ଚିମବଙ୍ଗ ପରେ, ତୃଣମୂଳ କଂଗ୍ରେସ (TMC) ଏବେ ଦିଲ୍ଲୀରେ ମଧ୍ୟ ଝଟକା ପାଇପାରେ। TMC ସୁପ୍ରିମୋ ମମତା ବାନାର୍ଜୀ ବର୍ତ୍ତମାନ INDIA ମେଣ୍ଟ ବୈଠକରେ ଯୋଗଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri