Home Middle

ଚାଇନାରେ ଆତଙ୍କ: ସରକାରୀ ପରିସଂଖ୍ୟାନରେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ନାହିଁ…

ବେଜିଂ,୨୨।୧୨ : ଶୂନ କୋଭିଡ ନୀତି ହଟାଇବା ପରେ ଚାଇନାର ଅବସ୍ଥା ବିଗିଡି ଯାଇଛି। କୋରୋନାର ଓମିକ୍ରନ ବିଏଫ.୭ ଭାରିଆଣ୍ଟ, ବେଜିଂରୁ ସାଂଘାଇ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିଛି । ପ୍ରକାଶିତ ସରକାରୀ ପରିସଂଖ୍ୟାନରେ ମଧ୍ୟ ମାମଲା ନିୟନ୍ତ୍ରଣରେ ନାହିଁ। ବହୁ…

ପାକିସ୍ତାନରେ ଦାରିଦ୍ର୍ୟତା ହାର ୩୫.୭ ପ୍ରତିଶତ ବୃଦ୍ଧି…

ଇସଲାମାବାଦ,୨୨।୧୨ : ଦିନକୁ ଦିନ ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଦେଶର ପ୍ରସିଦ୍ଧ ଉର୍ଦ୍ଦୁ ଖବରକାଗଜ ଇନ୍ତେଖାବ ଡେଲି ରିପୋର୍ଟ କରିଛି ଯେ ପାକିସ୍ତାନର ଦାରିଦ୍ର୍ୟ ହାର ୩୫.୭ ପ୍ରତିଶତ ଏବଂ ଖାଦ୍ୟ ମୂଲ୍ୟ ୨୦ ରୁ ୩୧…

ଚାଇନାରେ କରୋନା ଆତଙ୍କ ନେଇ ବିଶେଷଜ୍ଞଙ୍କ ଚେତାବନୀ: ୨୧ ଲକ୍ଷ ଲୋକଙ୍କ ଜୀବନ ବିପଦରେ…

ବେଜିଂ/ଇଂଲଣ୍ଡ,୨୨।୧୨ : ବ୍ରିଟେନରେ ଥିବା ଗ୍ଲୋବାଲ ହେଲ୍ଥ ଇଣ୍ଟେଲିଜେନ୍ସ ଏବଂ ଆନାଲିଟିକ୍ସ ଫାର୍ମ ଚାଇନାରେ କରୋନା ସଂକ୍ରମଣ ସମ୍ବନ୍ଧରେ ପରିବର୍ତ୍ତିତ ପରିସ୍ଥିତି ଉପରେ ଏକ ନୂତନ ବିଶ୍ଳେଷଣ ଉପସ୍ଥାପନ କରିଛି। ଏଥିରେ କୁହାଯାଇଛି ଯେ ଚାଇନାରେ ହାଇବ୍ରିଡ ପ୍ରତିରୋଧକ ଶକ୍ତିର ଅଭାବ…

ସ୍ୟୁ ଚୀଙ୍କ ସମେତ ଜେଲରେ ଥିବା ଅନ୍ୟ ନାଗରିକଙ୍କ ମୁକ୍ତି ଦାବି…

ଜେନେଭା/ନାପିଦ୍ୱ,୨୨।୧୨ : ମ୍ୟାନମାରରେ ଚାଲିଥିବା ମାନବିକ ଅଧିକାର ସଙ୍କଟ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ପ୍ରସ୍ତାବ ନିଆଯାଇଛି। ମନଇଚ୍ଛା ଗିରଫ ହୋଇଥିବା ନାଗରିକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ମ୍ୟାନମାର ସସେନା ଶାସକ ଜୁଣ୍ଟାକୁ କୁହାଯାଇଛି। ପ୍ରସ୍ତାବରେ ପ୍ରମୁଖ ନେତା…

ମରକ୍କୋ ଦଳକୁ ଭବ୍ୟ ସ୍ବାଗତ

ରାବାଟ,୨୨ା୧୨(ପି.ଟି): କାତାର ଫିଫା ବିଶ୍ୱକପ୍‌-୨୦୨୨ରେ ୪ର୍ଥ ସ୍ଥାନ ହାସଲ ସହ ଇତିହାସ ସୃଷ୍ଟି କରି ଫେରିଥିବା ମରକ୍କୋ ଦଳକୁ ମିଳିଛି ଭବ୍ୟ ସ୍ବାଗତ। ବିଶ୍ୱକପ୍‌ର ହିରୋମାନେ ରାଜଧାନୀ ରାବାଟରେ ବିମାନରୁ ଅବତରଣ କରିବା ପରେ ଫ୍ୟାନମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅଫୁରନ୍ତ…

ଭାରତ ଗୌରବ ଟ୍ରେନ୍‌ ମାଧ୍ୟମରେ ରେଳ ଟୁର୍‌

ନୂଆଦିଲ୍ଲୀ,୨୨।୧୨: ଭାରତୀୟ ରେଳପଥ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଲିମିଟେଡ୍‌ ପକ୍ଷରୁ ଏକ ୮ ଦିନିଆ ରେଳ ଟୁର୍‌ ଓ ଅନ୍ୟାନ୍ୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ରେଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଆଇଆର୍‌ସିଟିସି…

‘ଜଣେ ବୋକା ମିଳିଗଲେ ଇସ୍ତଫା ଦେବି’

ଓ୍ବାଶିଂଟନ୍‌, ୨୨।୧୨ : ଜଣେ ବୋକା ମିଳିଲା ପରେ ସିଇଓ ପଦରୁ ଇସ୍ତଫା ଦେବେ ବୋଲି ମାଇକ୍ରୋବ୍ଲଗିଙ୍ଗ୍‌ ଆପ୍‌ ଟୁଇଟର ମାଲିକ ଏଲନ ମସ୍କ କହିଛନ୍ତି। ମସ୍କଙ୍କ ଏପରି ପ୍ରତିକ୍ରିୟା ଆସିବାର କାରଣ ହେଉଛି, ଗତ ରବିବାର ସେ ଟୁଇଟରର ସିଇଓ…

ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର

ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ ୟୁକ୍ରେନକୁ ଅନେକ ଥର ସାହାଯ୍ୟ ଦିଆଗଲାଣି । ଏହାପରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର…

ଇମ୍ରାନ୍‌ଙ୍କ ଆପତ୍ତିଜନକ ଅଡିଓ ଭାଇରାଲ୍‌

ଇସ୍‌ଲାମାବାଦ୍‌, ୨୨।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ‘ସେକ୍ସ କଲ୍‌’ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଇମ୍ରାନ୍‌ ଦୁଇଜଣ ମହିଳାଙ୍କ ସହ ଫୋନ୍‌ରେ ଆପତ୍ତିଜନକ ବାର୍ତ୍ତାଳାପ କରୁଥିବାର ଭାଇରାଲ ହୋଇଥିବା ଅଡିଓରେ ଶୁଣିବାକୁ ମିଳିଛି। ତେବେ ଏହି ଅଡିଓ…

ମୁକୁଳିବେ ବିକିନି କିଲର୍‌

କାଠମାଣ୍ଡୁ,୨୨ା୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫ୍ରାନ୍ସର ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଅପରାଧ ପାଇଁ ନୁହେଁ, ବରଂ ନେପାଳ ଜେଲରୁ ଦୀର୍ଘ ୧୯ ବର୍ଷ ପରେ ମୁକ୍ତିକୁ ନେଇ ଚାଲର୍‌ସ ଚର୍ଚ୍ଚିତ ହୋଇଛନ୍ତି।…

ସାରା ବିଶ୍ୱରେ ପୁଣିଥରେ ହାହାକାର କରିପାରେ କରୋନା, ଚାଇନାରେ ବିଏଫ.୭ ବିଗାଡିଲାଣି ସ୍ଥିତି, ଡବ୍ଲୁଏଚଓ ମାଗିଲା କରୋନା ଡାଟା

ଜେନେଭା,୨୨ ।୧୨: ଚାଇନାରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣ ପୁଣିଥରେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଲାଣି । କିଛି ମିଡିଆ ରିପୋର୍ଟରେ କୁହାଯାଉଛି କି ପ୍ରତି ସପ୍ତାହରେ ଚାଇନାରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ହେଲେ ବିଶ୍ୱ…

ଆମେରିକାରେ ପହଞ୍ଚି ବାଇଡେନଙ୍କୁ ସାକ୍ଷାତ୍ କଲେ ଜେଲନସ୍କି, ୟୁକ୍ରେନକୁ ଆହୁରି ସେନା ସହାୟତା ଯୋଗାଇ ଦେବ ୟୁଏସ

ୱାଶିଂଟନ,୨୨ ।୧୨: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦ ମାସରୁ ଅଧିକ ସମୟ ହୋଇଥିଲେ ବି ଏବେ ପର୍ଯ୍ୟନ୍ତ ଏହା ଥମିବାର କୌଣସି ନଜର ଆସୁନାହିଁ । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ହ୍ୱାଇଟ ହାସରେ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?