ଆମେରିକାରେ ପହଞ୍ଚି ବାଇଡେନଙ୍କୁ ସାକ୍ଷାତ୍ କଲେ ଜେଲନସ୍କି, ୟୁକ୍ରେନକୁ ଆହୁରି ସେନା ସହାୟତା ଯୋଗାଇ ଦେବ ୟୁଏସ

ୱାଶିଂଟନ,୨୨ ।୧୨: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦ ମାସରୁ ଅଧିକ ସମୟ ହୋଇଥିଲେ ବି ଏବେ ପର୍ଯ୍ୟନ୍ତ ଏହା ଥମିବାର କୌଣସି ନଜର ଆସୁନାହିଁ । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ହ୍ୱାଇଟ ହାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ୍ କରିଛନ୍ତି । ଏହାସହ ଆମେରିକା ୟୁକ୍ରେନକୁ ୧ ବିଲିନ ଡଲାରରୁ ଅଧିକ ସେନା ସହାୟତା ଦେବାକୁ ଘୋଷଣା କରିଛି ।
ସୂଚନାଯୋଗ୍ୟ, ଫେବୃୟାରୀରେ ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣ ପରେ ପ୍ରଥମଥର ଲାଗି ଜେଲନସ୍କି ଆମେରିକା ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସହଧର୍ମିଣୀ ଜିଲ ବାଇଡେନ ହ୍ୱାଇଟ ହାଉସରେ ତାଙ୍କୁ ସ୍ୱାଗତ କରିଥିଲେ । ଏବେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ଏପଟେ ଉପରାଷ୍ଟ୍ରପତି କମଲା ହାରିସ ବୁଧବାର ରାତିରେ ୟୁଏସ କ୍ୟାପିଟାଲରେ କଂଗ୍ରେସର ଏକ ସଂଯୁକ୍ତ ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କିଙ୍କ ସମ୍ବୋଧନରେ ଭାଗ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପାଟି ଚୁପ୍‌ ପାଇଁ ଚାଲିଛି ପ୍ରୟାସ’

ଇସଲାମାବାଦ,୨୭ା୧: ପିଟିଆଇ ନେତା ଫଓ୍ବାଦ ଚୌଧୁରୀ ଗିରଫ ହେବା ପରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ ମୁଖ୍ୟ ଇମ୍ରାନ ଖାନ୍‌ କହିଛନ୍ତି, ତାଙ୍କୁ ଗିରଫ କରି ମୋ’ ପାଟି...

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି, କ୍ୱିଭ୍ ବୋମାମାଡରେ ୨୦ ମୃତ

କ୍ୱିଭ,୩ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚି ସାରିଲାଣି । ହେଲେ ଏବେବି ରୁଷିଆର ଆକ୍ରମଣ ଜାରି ରହିଛି । ରୁଷିଆ ୟୁକ୍ରେନର...

ତୁର୍କୀରେ ନିର୍ବାଚନ ଘୋଷଣା କଲେ ଏର୍ଡୋଗାନ

ଇସ୍ତାନବୁଲ୍‌,୨୪।୧: ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ ଏର୍ଡୋଗାନ ଦେଶର ପରବର୍ତ୍ତୀ ପାର୍ଲାମେଣ୍ଟ ଓ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମେ’ ୧୪ରେ ଏହି...

ହସିବା, ପିଇବା ଉପରେ ବ୍ୟାନ

ପିୟଙ୍ଗୟାଙ୍ଗ,୧୭।୧୨: ଉତ୍ତର କୋରିଆ ଭାବେ ଜଣାଯାଉଥିବା ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ ଅଫ୍‌ କୋରିଆର ନାଗରିକଙ୍କ ହସିବା, ପିଇବା ଓ ଶପିଂ ଉପରେ ବ୍ୟାନ ଲଗାଯାଇଛି। ଶୁକ୍ରବାର...

ସାର୍କ ବୈଠକ:ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ଉଠି ପଳାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଭାରତର ବୈଦେଶିକ ଏସ୍‌. ଜୟଶଙ୍କର ଉଦ୍‌ବୋଧନ ଦେଉଥିବା ବେଳେ ପାକିସ୍ତାନ...

ହାଫିଜ୍‌ ସଇଦଙ୍କୁ ୫ ବର୍ଷ ଜେଲ

ଇସଲାମାବାଦ୍‌,୧୨।୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍‌ ସଇଦଙ୍କୁ ପାକିସ୍ତାନର ଏକ କୋର୍ଟ ୫ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ହାଫିଜ୍‌ଙ୍କ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବା ସହାୟତାରେ...

ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି...

ଆଫଗାନିସ୍ତାନରେ ତାଲିବାନ ଠିଆ ହେବା ପଛରେ ପାକିସ୍ତାନର ହାତ: ଆମେରିକା ସାଂସଦ

ୱାଶିଂଟନ,୨୩ ।୮: ଆଫଗାନିସ୍ତାନରେ ତାଲିବାନ ରାଜ କରିବା ପରେ ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ବିଭିନ୍ନ ଦେଶର ନେତା ଏହାକୁ...

Advertisement
Archives

Model This Week