Posted inଜାତୀୟ

ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ…

ନୂଆଦିଲ୍ଲୀ,୨୬।୧୨ : ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ତ୍ତମାନ ଦେଶରେ ରହିବା କଷ୍ଟସାଧ୍ୟ ହୋଇପଡିଛି ବୋଲି ଆରଜେଡି ନେତା ଅବଦୁଲ ବାରି ସିଦ୍ଦିକିଙ୍କ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ସମସ୍ତ ସମ୍ପ୍ରଦାୟର ଲୋକ ସୁରକ୍ଷିତ ଅଛନ୍ତି।

ଅବଦୁଲ ବାରି ସିଦ୍ଦିକିଙ୍କ ବିବୃତ୍ତି ଯୋଗୁଁ ବିବାଦ ଆରମ୍ଭ ହୋଇଛି। ବିହାରର ପୂର୍ବତନ ମନ୍ତ୍ରୀ ସିଦ୍ଦିକି ଦେଶରେ ମୁସଲମାନମାନଙ୍କ ସୁରକ୍ଷାକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇ କହିଥିଲେ ଯେ ଦେଶ ମୁସଲମାନମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି। ଦେଶର ମୁସଲମାନମାନଙ୍କ ପାଇଁ ପରିବେଶ ଖରାପ, ତେଣୁ ମୁଁ ବିଦେଶରେ ପଢୁଥିବା ପିଲାମାନଙ୍କୁ ଦେଶକୁ ନ ଫେରିବାକୁ ପରାମର୍ଶ ଦେଇଛି। ବିହାରରେ ଏକ କାର୍ଯ୍ୟକ୍ରମ ସମୟରେ ସେ ଏହି ବିବୃତ୍ତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ: ବିଏସ୍‌ଏଫ୍‌ ଯବାନ ଶହୀଦ

ଶ୍ରୀନଗର, ୧।୧୨ : ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଘଂନ କରାଯାଇଛି। ଏଥିରେ ଶହୀଦ ହୋଇଛନ୍ତି ଜଣେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର...

ତ୍ରିପୁରାରେ ବଳି ବନ୍ଦ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଅଗରତଲା,୨୮।୯: ଜୀବିତ ରହିବା ପ୍ରତି ପ୍ରାଣୀଙ୍କର ମୌଳିକ ଅଧିକାର। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏନେଇ ତ୍ରିପୁରା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା...

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

୨୦୨୧ରେ ସର୍ବାଧିକ ଆତ୍ମହତ୍ୟା, ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ, ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୨୦ ଜଣ…

ନୂଆଦିଲ୍ଲୀ, ୨୯।୮ : ଦେଶରେ ୨୦୨୧ରେ ଘଟିଥିବା ଆତ୍ମହତ୍ୟା ନେଇ ପରିସଂଖ୍ୟାନ ପ୍ରକାଶିତ ହୋଇଛି। ଏନସିଆରବିର ନୂତନ ରେକର୍ଡ ଅନୁଯାୟୀ, ୨୦୨୧ ମସିହାରେ ପ୍ରତି ୧୦...

ଅନୁପ୍ରବେଶ ବେଳେ ପାକ୍‌ ଆତଙ୍କବାଦୀ ନିହତ, ତଲାସି ଅଭିଯାନ ଜାରି

ଶ୍ରୀନଗର,୧।୧୧: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୁରକ୍ଷା ବଳ ପଣ୍ଡ କରିଦେଇଛି। କୁପଓ୍ବାରା ଜିଲାର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକ୍‌ ଆତଙ୍କବାଦୀ...

୨୩ ଜଳ ଯୋଜନାର ଶିଳାନ୍ୟାସ: ୪୨ ଲକ୍ଷଙ୍କୁ ମିଳିବ ପିଇବା ପାଣି

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ସୋନଭଦ୍ର ଏବଂ ମିର୍ଜାପୁର ଜିଲାରେ ୨୩ ଜଳ ଯୋଜନାର ଶିଳାନ୍ୟାସ କରିଛନ୍ତି। ଭିଡ଼ିଓ କନଫରେନ୍ସିଂରେ ଆୟୋଜିତ ଏହି...

କଶ୍ମୀରର ୧୦୦ ଜଣିଆ ପ୍ରତିନିଧିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୩।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କଶ୍ମୀରର ୧୦୦ ଜଣିଆ ଏକ ପ୍ରତିନିଧି ଦଳଙ୍କୁ ନିଜ କାର୍ଯ୍ୟାଳୟରେ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ କଶ୍ମୀରର...

ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର

ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...

Advertisement
Archives

Model This Week