ରେଲଓ୍ବେ ଜମିରେ ଟାଓ୍ବାର ସ୍ଥାପନ କରିବେ କମ୍ପାନୀ, ଯାତ୍ରୀଙ୍କୁ ମିଳିବ ମାଗଣା ୫-ଜି ସେବା…
ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ ରେଲଓ୍ବେ ଜମି, ଅଫିସ କିମ୍ବା ଷ୍ଟେଶନରେ ଏକ ଟାୱାର ସ୍ଥାପନ କରିପାରିବେ। ଏହାଦ୍ୱାରା ଯାତ୍ରୀ,…
ତାଇଓ୍ବାନରେ ବାଧ୍ୟତାମୂଳକ ସାମରିକ ସେବା ସମୟ ସୀମା ବଢ଼ି ୧ ବର୍ଷ ହେଲା, ଘୋଷଣା କଲେ ସରକାର…
ତାଇପେ,୨୭।୧୨ : ଚାଇନା ପକ୍ଷରୁ ବଢୁୁଥିବା ବିପଦକୁ ଦର୍ଶାଇ ତାଇୱାନ ସରକାର ମଙ୍ଗଳବାର ଦେଶରେ ବାଧ୍ୟତାମୂଳକ ସାମରିକ ସେବା ଚାରି ମାସରୁ ୧ ବର୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ୱେନ ନାଗରିକଙ୍କ ପାଇଁ ୧ ବର୍ଷ ସାମରିକ…
ପ୍ରଧାନମନ୍ତ୍ରୀଙ୍କ ଭାଇ କାର ଦୁର୍ଘଟଣାରେ ଆହତ…
ବେଙ୍ଗାଲୁରୁ,୨୭।୧୨ : ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦି ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ନାଟକର ମହୀଶୁରରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।…
ଓବିସି ସଂରକ୍ଷଣ ପରେ ହେବ ପୌର ପରିଷଦ ନିର୍ବାଚନ, ଆବଶ୍ୟକ ପଡ଼ିଲେ ସୁପ୍ରିମ୍କୋର୍ଟ ଯିବୁ : ଯୋଗୀ ଆଦିତ୍ୟନାଥ…
ଲକ୍ଷ୍ନୌ,୨୭।୧୨ : ପୌର ପରିଷଦ ନିର୍ବାଚନରେ ଓବିସି ସଂରକ୍ଷଣକୁ ରଦ୍ଦ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବିବୃତ୍ତି ଦେଇଛନ୍ତି। ପଛୁଆବର୍ଗଙ୍କ ଅଧିକାର ପାଇବାକୁ ସରକାର ସୁପ୍ରିମକୋର୍ଟ ଯିବେ ବୋଲି ସେ…
ତାଲିବାନ କ୍ରୁରତାକୁ ଇସଲାମ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ…
କାବୁଲ,୨୭।୧୨ : ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ଶାସକଙ୍କ କୃରତା ଯୋଗୁ ବର୍ତ୍ତମାନ ସରକାର ଇସଲାମ ଜଗତରୁ ମଧ୍ୟ ବିଚ୍ଛିନ୍ନ ହେବାରେ ଲାଗିଛନ୍ତି। ବିଶ୍ୱବିଦ୍ୟାଳୟରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ତଥା ଇସଲାମ ଦେଶରେ ମଧ୍ୟ…
ରୁଷିଆର ସମ୍ଭ୍ରାନ୍ତଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ନେଇ ସନ୍ଦେହ…
ମସ୍କୋ,୨୭।୧୨ : ଓଡ଼ିଶାର ରାୟଗଡ଼ରେ ଏକ ସପ୍ତାହ ମଧ୍ୟରେ ଦୁଇ ରୁଷିଆ ନାଗରିକଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ସମର୍ଥକ ତଥା ଭେଟେରାନ ବ୍ୟବସାୟୀ ପାଭେଲ ଆଣ୍ଟୋଭ ଅଛନ୍ତି। ପୋଲିସର ତଦନ୍ତରୁ ଜଣାପଡିଛି ଯେ ପାଭେଲ…
ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ, ସ୍ଥିତି ଉପରେ ତୀକ୍ଷ୍ଣ ନଜର…
ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ…
ମାନିଲେ ଶେହବାଜ ଶରିଫ: ଆର୍ଥିକ ସ୍ଥିତି ସଙ୍କଟ ଜନକ…
ଇସଲାମାବାଦ,୨୭।୧୨ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି ଯେ ତାଙ୍କ ଦେଶ ଡିଫଲ୍ଟ ସ୍ଥିତିରେ ପହଞ୍ଚିଛି। ତେବେ ବର୍ତ୍ତମାନ ପରିସ୍ଥିତି ଭଲ ଏବଂ ପାକିସ୍ତାନ ଡିଫଲ୍ଟର ହେବ ନାହିଁ ବୋଲି ସେ ଦାବି କରିଛନ୍ତି। ଏକ…
ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ପ୍ଲାଷ୍ଟିକ ଘେରରେ ବୁଲୁଛନ୍ତି ଲୋକେ, ଭିଡ଼ିଓ ଭାଇରାଲ…
ବେଜିଂ,୨୭।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ପରିସ୍ଥିତି ବିଗିଡି ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଠାରେ ସଂକ୍ରମିତ ଦୈନିକ ସଂଖ୍ୟା ପ୍ରାୟ ୧୦ ଲକ୍ଷ ବୋଲି କୁହାଯାଉଛି। ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ମୃତଦେହ ବ୍ୟବଚ୍ଛେଦ…
ଓବିସି ସଂରକ୍ଷଣ ବିନା ହେଉ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ: ହାଇକୋର୍ଟ…
ଲକ୍ଷ୍ନୌ,୨୭।୧୨ : ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ବଡ ଫିଇସଲା ଦେଇଛନ୍ତି। ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଥର ବିନା ସଂରକ୍ଷଣରେ କରାଯାଉ। କୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିନାରାଇ ବିଜୟନ…
ନୂଆଦିଲ୍ଲୀ,୨୭।୧୨ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି। ଏକ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଉଭୟଙ୍କର ସାକ୍ଷାତର ଫଟୋଗ୍ରାଫ ବ୍ୟତୀତ ଅନ୍ୟ କୌଣସି ବିବରଣୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ଇମ୍ରାନଙ୍କୁ ଜବାବ ଦେଲେ ଶେହବାଜ…
ଇସଲାମାବାଦ,୨୭।୧୨ : ପାକିସ୍ତାନ ଖାଇବର ପାସ୍ତୁନଖ୍ବା ଏବଂ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଖାଇବର ଡେରା ଇସମାଇଲ ଖାନ ଜିଲାରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଆତଙ୍କବାଦକୁ ଶେଷ…

