Home Middle

ରାହୁଲଙ୍କ ବାହାଘର ଶୀଘ୍ର କରିବାକୁ ସୋନିଆଙ୍କୁ ପରାମର୍ଶ ଦେଲେ ମହିଳା କୃଷକ ଗୋଷ୍ଠୀ, ଝିଅ ଖୋଜିବାକୁ କହିଲେ ସୋନିଆ…

ନୂଆଦିଲ୍ଲୀ,୨୯।୭ : କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ବେଳେ ହରିୟାଣାର କିଛି ମହିଳା କୃଷକ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିବାହ ଶୀଘ୍ର କର ଏବଂ ଏହାର ଉତ୍ତରରେ ସୋନିଆ ତାଙ୍କ ପୁଅ ପାଇଁ ଝିଅ ଖୋଜିବାକୁ କହିଛନ୍ତି। ଏହା…

‘ରାଜନୈତିକ ପର୍ଯ୍ୟଟନ’ରେ ମଣିପୁରରେ ଫଟୋ ସେସନ କରୁଛନ୍ତି ବିରୋଧୀ ଦଳ ନେତା: ଭାଜପା…

ନୂଆଦିଲ୍ଲୀ,୨୯।୭ : ଭାଜପା ଏମପି ମନୋଜ ତିୱାରୀ ଶନିବାର ବିରୋଧୀ ଦଳ ମେଣ୍ଟ ଇଣ୍ଡିଆର ଏକ ପ୍ରତିନିଧି ଦଳଙ୍କର ମଣିପୁର ଗସ୍ତକୁ ‘ରାଜନୈତିକ ପର୍ଯ୍ୟଟନ’ ବୋଲି କହିଛନ୍ତି। ନେତାଙ୍କ ଉପରେ ସେମାନଙ୍କର ଯାତ୍ରା ସୋସିଆଲ ମିଡିଆରେ ଫଟୋ ଶେୟାର କରିବା ସହ…

ବାଣ କାରଖାନାରେ ବିସ୍ଫୋରଣ: ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ…

ଚେନ୍ନାଇ,୨୯।୭ : ତାମିଲନାଡୁର କୃଷ୍ଣଗିରି ଜିଲାର ଏକ ବାଣ କାରଖାନାରେ ବିସ୍ଫୋରଣରେ ତିନିଜଣ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ପୋଲିସ ଜାଣିପାରି ନାହିଁ। ଶନିବାର ସକାଳେ ଘଟିଥିବା…

ପିଏସଏଲଭି-ସି ୫୬ ର ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ, ରବିବାର ସକାଳ ସାଢ଼େ ୬ରେ ହେବ ସାତଟି ଉପଗ୍ରହ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୭ : ଚନ୍ଦ୍ରାୟନ -୩ର ସଫଳ ଉତକ୍ଷେପଣ ପରେ ବର୍ତ୍ତମାନ ଇସ୍ରୋ ଆଉ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ଏନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ୩୦ ଜୁଲାଇ ୨୦୨୩ ରେ, ସକାଳ ସାଢ଼େ ୬ରେ ଇସ୍ରୋ ସାତଟି ଉପଗ୍ରହ…

ଦେଶରେ ବାଘ ସଂଖ୍ୟାରେ ମଧ୍ୟପ୍ରଦେଶ ଶୀର୍ଷରେ…

ନୂଆଦିଲ୍ଲୀ,୨୯।୭ : ବାଘ ସଂଖ୍ୟା ଗଣନା ଆକଳନକୁ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ତାଲିକାରେ ମଧ୍ୟପ୍ରଦେଶ ୭୮୫ ବାଘ ସହିତ ଶୀର୍ଷରେ ରହିଛି। ଏହିପରି ଭାବରେ ମଧ୍ୟପ୍ରଦେଶ ବାଘ ରାଜ୍ୟର ମାନ୍ୟତା ବଜାୟ ରଖିଛି। ଦ୍ୱିତୀୟ ସ୍ଥାନରେ କର୍ନାଟକ ରହିଛି। ରାଜ୍ୟରେ…

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ହାତ ଆଶଙ୍କା: ପୂର୍ବତନ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୯।୭ : ମଣିପୁରରେ ଚାଲିଥିବା ଜାତିଗତ ବିବାଦରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ବିଦେଶୀ ଏଜେନ୍ସିର ଭୂମିକା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି କୌଣସି ସୀମା ରାଜ୍ୟରେ ଅସ୍ଥିରତା ପରିସ୍ଥିତି ଜାତୀୟ ସୁରକ୍ଷା ପାଇଁ ଭଲ…

ତାଇଓ୍ବାନକୁ ସାମରିକ ସହାୟତା ଦେବାକୁ ଘୋଷଣା କଲେ ବାଇଡେନ…

ଓ୍ବାଶିଂଟନ,୨୯।୭ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଉପରେ ଆମେରିକା ଖୋଲାଖୋଲି ଭାବେ କହିଛି ଚାଇନା ବିରୋଧରେ ଛିଡା ହୋଇଥିବା ଦେଶଗୁଡ଼ିକୁ ପେଣ୍ଟାଗନ ସମର୍ଥନ କରିବ। ଏହି ପର୍ଯ୍ୟାୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ତାଇୱାନ ପାଇଁ ୩୪୫ ମିଲିୟନ ଆମେରିକୀୟ…

ଗ୍ରୀନ କାର୍ଡ ଧାରକଙ୍କୁ ସୁବିଧା ପ୍ରଦାନ ଲାଗି ପ୍ରସ୍ତୁତି: ବାଇଡେନ ସରକାରଙ୍କୁ ଅପିଲ…

ଓ୍ବାଶିଂଟନ,୨୯।୭ : ଆମେରିକାର ଗ୍ରୀନ କାର୍ଡ ଆବେଦନକାରୀଙ୍କ ବ୍ୟାକଲଗ ହଟାଇବା ପାଇଁ କାର୍ଯ୍ୟନିର୍ବାହୀ ପଦକ୍ଷେପ ନେବାକୁ ଆମେରିକାର କେତେକ ସାଂସଦ ଗୋଷ୍ଠୀ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଅପିଳ କରିଛନ୍ତି। ୨୦୨୦ ମସିହାରେ, ଗ୍ରୀନ କାର୍ଡ ପାଇଁ ଆବେଦନ କରିଥିବା ଭାରତୀୟଙ୍କର…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଐତିହାସିକ ଶ୍ରୀଲଙ୍କା ଗସ୍ତ…

କଲମ୍ବୋ,୨୯।୭ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କର ଐତିହାସିକ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ଏହି ସମୟରେ, ମାକ୍ରୋନ ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପ୍ରତିନିଧୀଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ…

ସିଆଟେଲରେ ଗୁଳିକାଣ୍ଡ, ୫ ଆହତ, ୨ ଗୁରୁତର…

ଓ୍ବାଶିଂଟନ,୨୯।୭ : ଆମେରିକାର ସିଆଟେଲରେ ଏକ କାର୍ଯ୍ୟକ୍ରମ ସମୟରେ ଗୁଳିକାଣ୍ଡ ହେବାର ଖବର ମିଳିଛି। ଏହି ଘଟଣାରେ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏହି…

ନଡ୍ଡାଙ୍କ କୋର କମିଟିରେ ଏଣ୍ଟ୍ରି କଲେ ଆଣ୍ଟୋନିଙ୍କ ପୁଅ, ଦୁଇ ମୁସଲମାନ ଚେହେରା ବି ସାମିଲ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ନୂଆ ଦଳ ଘୋଷଣା କରି ଲୋକ ସଭା ନିର୍ବାଚନ ପାଇଁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ୩୮ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ପଦାଧିକାରୀଙ୍କ ତାଲିକାରେ ନୂଆ ଏବଂ ପୁରୁଣା ଚେହେରା…

ଦୁଇ ଦଶକରେ ପ୍ରଥମ ଥର, ମହିଳା କଏଦୀଙ୍କୁ ଦିଆଗଲା ଫାଶୀ ଦଣ୍ଡାଦେଶ

ସିଙ୍ଗାପୁର,୨୯।୭: ହିରୋଇନ କାରବାର ଅଭିଯୋଗରେ ଶୁକ୍ରବାର ସିଙ୍ଗାପୁରରେ ଜଣେ ୪୫ବର୍ଷୀୟା ମହିଳାଙ୍କୁ ପାଶୀ ଦଣ୍ଡାଦେଶ ଦିଆଯାଇଥିଲା। ସିଏନଏନ ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା କଏଦୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। ସିଙ୍ଗାପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?